Browsing Category

Breaking News

ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ଭୁବନେଶ୍ୱର: ଜମି ବିବାଦକୁ ନେଇ ଯୁବକଙ୍କୁ ଖଣ୍ଡାରେ ମରଣାନ୍ତକ ଆକ୍ରମଣ ହୋଇଛି । ଭୁବନେଶ୍ୱର ରସୁଲଗଡ଼ ଛକ ଠାରେ ଜଣେ ଯୁବକଙ୍କୁ ଏହି ଆକ୍ରମଣ ହୋଇଥିବା ଖବର ସାମ୍ନାକୁ ଆସିଛି । ଯୁବକଙ୍କୁ ମଝି ରାସ୍ତାରେ ଗୋଡ଼ାଇ ଗୋଡ଼ାଇ…

ଟିଟାନାସ ବଦଳରେ ରୋଗୀଙ୍କୁ ଦେଲେ କୁକୁର କାମୁଡା ଇଞ୍ଜେକସନ୍; ଚିକିତ୍ସାଳୟରେ ଉତ୍ତେଜନା

ବାଲେଶ୍ୱର: ଟିଟାନାସ ଇଂଜେକସନ୍ ବଦଳରେ ଦେଲେ କୁକୁର କାମୁଡା ଇଂଜେକସନ୍ । ଘଟଣାକୁ ନେଇ ସ୍ପିଟାଲ୍ ପରିସରରେ ଲାଗି ରହିଛି ଉତ୍ତେଜନା । ତେବେ ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଅଧିନ ବାଉଁଶବଣିଆ ପଞ୍ଚାୟତ ଛୋଟ କାନପୁର…

ଶରୀରକୁ ସୁସ୍ଥ ରଖିବା ପାଇଁ ବିବାହିତ ପୁରୁଷମାନେ ଖାଆନ୍ତୁ ଏହି ୩ ଜିନିଷ: ଜାଣନ୍ତୁ କ’ଣ

ଆଜିକାଲି ଖରାପ ଲାଇଫଷ୍ଟାଇଲ ଯୋଗୁଁ ଲୋକମାନେ ମୋଟା ହେବାରେ ଲାଗିଛନ୍ତି । ବାହାଘର ପରେ ନିଜକୁ ଫିଟ୍ ଓ ସୁସ୍ଥ ରଖିବା ପାଇଁ ପ୍ରତ୍ୟେକ ପୁରୁଷ ଚାହାଁନ୍ତି । କାହିଁକି ନା ଫିଟ ରହିବା ଦ୍ୱାରା ଶରୀରରେ ଦୁର୍ବଳ ଅନୂଭବ…

(Video) ‘ପତଲୀ କମରିୟା’ ରେ ରିଲ କରି ଫସିଗଲେ ୪ ମହିଳା କନଷ୍ଟେବଳ: ଚାକିରିରୁ ସସପେଣ୍ଡ୍

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଭାଇରାଲ ଡ୍ୟାନ୍ସ ଟ୍ରେଣ୍ଡରେ ଭିଡିଓ କରିବା ଲୋକଙ୍କୁ ବହୁତ ପସନ୍ଦ । ଏହାର ପାଗଳାମୀ ପୋଲିସ ଅଧିକାରୀଙ୍କଠାରେ ମଧ୍ୟ ଦେଖିବାକୁ ମିଳୁଛି, ଯାହାର ପରିଣାମ ସ୍ୱରୂପ ତାଙ୍କୁ ଚାକିରିରୁ ବିଦା…

NEET UG 2023 ପାଇଁ ଘୋଷଣା ହେଲା ତାରିଖ, ଜାଣନ୍ତୁ କେବେ ହେବ ପରୀକ୍ଷା ?

ନୂଆଦିଲ୍ଲୀ: ୨୦୨୩-୨୪ ଶିକ୍ଷା ବର୍ଷର ପ୍ରମୁଖ ପରୀକ୍ଷା ପାଇଁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନଟିଏ କାର୍ଯ୍ୟସୂଚୀ ଘୋଷଣା କରିଛି । ମେଡିକାଲ୍ କଲେଜରେ ଆଡମିଶନ ଚାହୁଁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ୭ ମେ’…

ଭୟଙ୍କର ସଡ଼କ ଦୁର୍ଘଟଣା; ବସ ଓଲଟି ୩୦ ଆହତ, ୧୦ ଗୁରୁତର

ମୟୁରଭଞ୍ଜ: ମୟୁରଭଞ୍ଜ ବାରିପଦାରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା । ଏକ ଯାତ୍ରୀବାହି ବସ ଭାରସାମ୍ୟ ହରାଇ ଓଲଟିବା ଫଳରେ ୩୦ରୁ ଅଧିକ ଯାତ୍ରୀ ଆହତ ହେବା ସହ ୧୦ ଜଣ ଗୁରୁତର ହୋଇଛନ୍ତି । ୧୮ ନମ୍ବର ଜାତୀୟ ରାଜପଥ…

High Blood Pressure ରୋଗୀମାନେ ଏହି ଜିନିଷଠାରୁ ଦୂରେଇ ରୁହନ୍ତୁ : ନଚେତ୍ ବିଗିଡ଼ିଯିବ ସ୍ୱାସ୍ଥ୍ୟ

ଶୀତ ଦିନ ଚାଲିଥିବା ବେଳେ ଲୋକମାନେ ତେଲରେ ଭଜା ଜିନିଷ ଅଧିକ ଖାଇବାକୁ ପସନ୍ଦ କରୁଛନ୍ତି । କିନ୍ତୁ ଆବଶ୍ୟକତାଠାରୁ ଅଧିକ ଭଜା ଜିନିଷ ଖାଇଲେ ଆପଣଙ୍କଠାରେ ବ୍ଲଡ ପ୍ରେସର ସମସ୍ୟା ବଢ଼ିପାରେ । ହାଇ ବିପି କାରଣରୁ…

ମାଲାମାଲ୍ ହେବେ ଚାକିରିଆ, ଏହି ଦିନ ଲୋକଙ୍କୁ ୩ଟି ବଡ଼ ଗିଫ୍ଟ ଦେବେ ଅର୍ଥମନ୍ତ୍ରୀ !

ନୂଆଦିଲ୍ଲୀ: ନୂଆ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନା ହେବାକୁ ଆଉ ୬୦ ଦିନରୁ କମ୍ ସମୟ ବାକି ରହିଛି । ୧ ଫେବୃଆରୀ ୨୦୨୩ ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଦେଶର ସାଧାରଣ ବଜେଟ୍ ଉପସ୍ଥାପନ କରିବେ ।…

ପୋଷା ବିଲେଇ କାମୁଡ଼ିବାରୁ ଝଟପଟ ହୋଇ ମରିଗଲେ ୩୩ ବର୍ଷୀୟ ଯୁବକ: ୧୫ ଥର ଅପରେସନ ପରେ ବି ବଞ୍ଚାଇପାରିଲେନି ଜୀବନ !

ନୂଆଦିଲ୍ଲୀ: ଲୋକମାନେ ନିଜ ସଉକ୍ ପାଇଁ ଘରେ ଗୃହପାଳିତ ପଶୁମାନଙ୍କୁ ରଖନ୍ତି । ପ୍ରାୟତଃ ଘରମାନଙ୍କରେ କୁକୁର ଓ ବିଲେଇମାନଙ୍କୁ ଅଧିକ ପାଳନ୍ତି । ସାଧାରଣତଃ ଆପଣମାନେ ଖେଳ ଖେଳରେ ସେମାନଙ୍କ ପାଟିରେ ହାତ ପୂରାଇ ଦିଅ,…

୧୯ ଡିସେମ୍ବରରୁ ଶସ୍ତା ସୁନା ବିକିବେ ମୋଦୀ ସରକାର, ଆପଣଙ୍କ ବି ନେଇପାରିବେ ଏହାର ଫାଇଦା

ନୂଆଦିଲ୍ଲୀ: ଯଦି ଆପଣ ସୁନା ମାଧ୍ୟମରେ ନିବେଶ କରିବାକୁ ଚାହୁଁଛନ୍ତି, ତେବେ ମୋଦୀ ସରକାର ଆପଣଙ୍କ ପାଇଁ ଏକ ଉପହାର ଆଣୁଛନ୍ତି । ତେବେ ଚର୍ଚ୍ଚିତ ସରକାରୀ ଗୋଲ୍ଡ ବଣ୍ଡ (ଏସଜିବି) ଯୋଜନା ପୁଣି ଥରେ ଆରମ୍ଭ ହେବାକୁ…