Browsing Category
Breaking News
ନିରବିଗଲେ ନବ ଦାସ: ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ
ଭୁବନେଶ୍ୱର: ରବିବାର ପୂର୍ବାହ୍ନରେ ବ୍ରଜରାଜନଗରରେ ଗୁଳିମାଡ଼ର ଶିକାର ହୋଇ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ପରଲୋକ ଘଟିଛି ।…
ଜଳିଗଲା ବସ୍; ଅଳ୍ପକେ ବର୍ତ୍ତିଲା ୨୦ ରୋଗୀଙ୍କ ଜୀବନ
ଦଶପାଲ୍ଲା: ଆଜିକାଲି ରାସ୍ତାଘାଟରେ ଦୁର୍ଘଟଣା ଏକ ସାଧାରଣ କଥା ହୋଇଗଲାଣି । ଗାଡ଼ି ଚାଳନାରେ ସାମାନ୍ୟ ବ୍ୟତିକ୍ରମ ବା ଅନ୍ୟମନସ୍କ କାରଣରୁ ବିଭିନ୍ନ ସମୟରେ ବଡ଼ ବଡ଼ ଦୁର୍ଘଟଣା ଘଟୁଛି । ଫଳରେ ଅନେକ ଲୋକେ ମୃତାହତ…
ବଜେଟ ଅଧିବେଶନ ପୂର୍ବରୁ ସରକାର ଡାକିଲେ ସର୍ବଦଳୀୟ ବୈଠକ, ଏହି ବିଷୟରେ ହୋଇପାରେ ଚର୍ଚ୍ଚା
ନୂଆଦିଲ୍ଲୀ: ସଂସଦର ବଜେଟ୍ ଅଧିବେଶନ ପୂର୍ବରୁ କେନ୍ଦ୍ର ସରକାର ସୋମବାର ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି। ସଂସଦ ଗୃହ କମ୍ପ୍ଲେକ୍ସରେ ମଧ୍ୟାହ୍ନ ୧୨ଟାରେ ଏହି ବୈଠକ ଅନୁଷ୍ଠିତ ହେବ । ଏଥିରେ ସଂସଦ ବ୍ୟାପାର ମନ୍ତ୍ରୀ…
Truecaller ବ୍ୟବହାର ହୋଇପାରେ ସାଂଘାତିକ! କଣ୍ଟାକ୍ଟକୁ କରିଥାଏ ସାର୍ବଜନୀନ, କେବେ ବି ବିକିପାରେ ଆପଣଙ୍କ ଡାଟା
ନୂଆଦିଲ୍ଲୀ: ଯଦି ଆପଣ Truecaller ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କ ପାଇଁ ଆସିଛି ଏକ ଖରାପ । ତେବେ ଟ୍ରୁକାଲର୍ ହେଉଛି ଏକ କଲର୍ ଆଇଡି ଏବଂ ସ୍ପାମ୍ ବ୍ଲକିଂ ସେବା, ଯାହାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ…
କେବଳ ଜାତିର ନାମ ନେବା ପରେ SC/ST ଆକ୍ଟ ଲାଗୁ କରାଯିବା ଉଚିତ୍ ନୁହେଁ: ହାଇକୋର୍ଟଙ୍କ ବଡ଼ ଟିପ୍ପଣୀ
ନୂଆଦିଲ୍ଲୀ: ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିର ଲୋକଙ୍କୁ ଅତ୍ୟାଚାରରୁ ରକ୍ଷା କରିବା ପାଇଁ ଏସସି-ଏସଟି ଆଇନ ପ୍ରଣୟନ କରାଯାଇଛି । କିନ୍ତୁ ଦେଶର ବିଭିନ୍ନ ସ୍ଥାନରୁ ଏହି ଆକ୍ଟର ଅପବ୍ୟବହାର କରାଯାଉଥିବାର ଖବର…
ଗୁଳିମାଡ଼ର ପ୍ରକୃତ କାରଣ କ’ଣ ? ମନ୍ତ୍ରୀଙ୍କ ସହ ହୋଇଥିବା ବଚସା ନା ASIଙ୍କ ମାନସିକ ସ୍ଥିତି !
ଭୁବନେଶ୍ୱର: ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କର ଗୁଳିମାଡରେ ମୃତ୍ୟୁ ହୋଇଥିବା ବେଳେ ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି । ଗତକାଲି ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ହେବ ଜନ୍ମମାଟି ଝାରସୁଗୁଡ଼ାରେ ଅନ୍ତିମ…
ଜନ୍ମ ମାଟିରେ ହେବ ନବ ଦାସଙ୍କ ଅନ୍ତିମ ସଂସ୍କାର: ୩ ଦିନ ରାଜ୍ୟବ୍ୟାପୀ ଶୋକ ପାଳନ, କାଲି ଯାଏଁ ସରକାରୀ କାର୍ଯ୍ୟକ୍ରମ ବନ୍ଦ
ଭୁବନେଶ୍ୱର: ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କର ଗୁଳିମାଡରେ ମୃତ୍ୟୁ ହୋଇଥିବା ବେଳେ ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି । ଗତକାଲି ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ହେବ ଅନ୍ତିମ ସଂସ୍କାର । ଜନ୍ମମାଟି…
INDvNZ 2nd T20I: ରୋମାଞ୍ଚକର ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ୬ ୱିକେଟରେ ହରାଇଲା ଭାରତ, ସିରିଜ ୧-୧ରେ ବରାବର
ନୂଆଦିଲ୍ଲୀ: ରବିବାର ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମରେ ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତ ନ୍ୟୁଜିଲ୍ୟାଣ୍ଡକୁ ୬ ୱିକେଟରେ ପରାସ୍ତ କରିଛି। ଏହା ସହ ଭାରତୀୟ ଦଳ ମଧ୍ୟ ସିରିଜକୁ ୧-୧ରେ ସମାନ କରିଛି। ଚାରିଟି…
Video: ପ୍ରବଳ ବର୍ଷା ମଧ୍ୟରେ ଅନୁଷ୍ଠିତ ହେଲା ‘ବିଟିଂ ଦି ରିଟ୍ରିଟ୍’ ସମାରୋହ, ଦର୍ଶକଙ୍କୁ ଆକର୍ଷିତ କରିଥିଲା ସାମରିକ ବ୍ୟାଣ୍ଡ
ନୂଆଦିଲ୍ଲୀ: ରବିବାର ସନ୍ଧ୍ୟାରେ ରାଜଧାନୀ ଦିଲ୍ଲୀର ବିଜୟ ଚୌକଠାରେ ଗଣତନ୍ତ୍ର ଦିବସର ଆନୁଷ୍ଠାନିକ ସମାପ୍ତି ପାଳନ କରୁଥିବା 'ବିଟିଂ ଦି ରିଟ୍ରିଟ୍' ସମାରୋହ ଅନୁଷ୍ଠିତ ହୋଇଥିଲା। ଏହି ମହାନ କାର୍ୟ୍ୟକ୍ରମର ସାକ୍ଷୀ…
ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବିୟୋଗ; ଶୋକ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର: ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଆଜି ଗୁଳିମାଡ ହୋଇଥିବା ବେଳେ ଚିକତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଫଳରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଅନେକ ନେତା ଶୋକ ବ୍ୟକ୍ତ କରିଛନ୍ତି । ଏଥିସହିତ…