Browsing Category

Breaking News

ଛାତ୍ର ବେକରେ ଜାଭେଲିନ୍ ଫସିବା ଘଟଣା; ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଆଗଲପୁର ବାଳକ ହାଇସ୍କଲରେ ବାର୍ଷିକ କ୍ରୀଡା ମହୋତ୍ସବ ଚାଲିଥିବା ବେଳେ ଏକ ଛାତ୍ର ବେକରେ ଜାଭେଲିନ୍ ଫଶିଯାଇଥିଲା । ଫଳରେ ତାଙ୍କୁ ତୁରନ୍ତ ଭୀମଭୋଇ ମେଡିକାଲ କଲେଜକୁ ନେବା ସହ ଚିକିତ୍ସା…

ଛୁଆଙ୍କ ହାର୍ଟର ଏବେଠୁ ରଖନ୍ତୁ ଯତ୍ନ: ୧୨ ବର୍ଷୀୟ ବାଳକକୁ ହାର୍ଟ ଆଟାକ୍ ଆସିବାରୁ ମୃତ୍ୟୁ, ଜାଣନ୍ତୁ କ’ଣ ରହିଛି ମାମଲା

ନୂଆଦିଲ୍ଲୀ: ଆଜିକାଲି ହାର୍ଟ ଆଟାକ୍ ଯୋଗୁଁ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ମଧ୍ୟପ୍ରଦେଶର ଭିଣ୍ଡ ଜିଲ୍ଲାରୁ ଶୁକ୍ରବାର ଦିନ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି । ଭିଣ୍ଡରେ ୧୨ ବର୍ଷୀୟ…

ବାର ଆଉ ବେଞ୍ଚ କ’ଣ ? ଏମାନଙ୍କ ମଧ୍ୟରେ କେଉଁଭଳି ସମ୍ପର୍କ ରହିବା ଆବଶ୍ୟକ

ଭୁବନେଶ୍ୱର: ମୁଖ୍ୟତଃ କୋର୍ଟ ଭାଷାରେ ଆପଣ ବହୁ କିଛି ଶବ୍ଦର ବ୍ୟବହାର ହେଉଥିବାର ଶୁଣିଥିବେ । ଏହା ମଧ୍ୟରୁ ବାର ଆଉ ବେଞ୍ଚ ବିଷୟରେ ଆପଣ ନିହାତି ଭାବରେ ଶୁଣିଥିବେ । ତେବେ ଆପଣ ଜାଣନ୍ତି କି ବାସ୍ତବରେ ବାର ଆଉ ବେଞ୍ଚ…

୨୦୨୩ରେ ବଲିଉଡ୍ କିପରି ରହିବ: କେଉଁ ତାରକାଙ୍କ ଚାଲିବ ରାଜ୍, କାହାର ଫିଲ୍ମ ହେବ ଫ୍ଲପ୍

ନୂଆଦିଲ୍ଲୀ: ଆଉ ମାତ୍ର ଦିନ କେଇଟା ପରେ ଆମେ ସମସ୍ତେ ନୂଆବର୍ଷ ୨୦୨୩ରେ ପାଦ ଥାପିବା । ନୂଆ ବର୍ଷରେ ନୂଆ ସ୍ୱପ୍ନ ନେଇ ସମସ୍ତେ ଆଗକୁ ବଢ଼ିବାକୁ ପ୍ରୟାସ କରିବେ । ନୂଆ ବର୍ଷରେ ବଲିଉଡର ବହୁ ବଡ଼ ବଡ଼ ତାରକାଙ୍କ ଫିଲ୍ମ ସବୁ…

ବିଷ୍ଣୁଙ୍କ ପ୍ରତିମା ସହିତ ବିବାହ ବନ୍ଧନରେ ବାନ୍ଧି ହେଲେ ଯୁବତୀ , ବିଷ୍ଣୁ ପ୍ରେମରେ ନିଜ ଜୀବନ କରିଲେ ନିଛାବର

ନୂଆଦିଲ୍ଲୀ:ଭଗବାନ ଏବଂ ଭକ୍ତଙ୍କ ମଧ୍ୟରେ ସମ୍ପର୍କ ଅନନ୍ୟ ଅଟେ। ଭକ୍ତମାନେ ବିଭିନ୍ନ ଉପାୟରେ ସେମାନଙ୍କ ଇଶ୍ବରଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରନ୍ତି । ଯାହା ଦ୍ୱାରା ସେମାନେ ଇଶ୍ବରଙ୍କ ଆଶୀର୍ବାଦ ସେମାନଙ୍କ ଉପରେ…

Big Breaking: ଛାତ୍ର ବେକରେ ଫସିଲା ଜାଭେଲିନ୍; ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ବଲାଙ୍ଗିର: ବର୍ତ୍ତମାନ ରାଜ୍ୟର ବିଭିନ୍ନ ସ୍କୁଲରେ ବାର୍ଷିକ ଖେଳ ମହୋତ୍ସବ ଅନୁଷ୍ଠିତ ହେଉଛି । ଯେଉଁଥିରେ ସେହି ସ୍କୁଲର ଛାତ୍ରଛାତ୍ରୀମାନେ ନିଜର ଦକ୍ଷତା ଦେଖାଇବା ସହ ଆଗାମୀ ଦିନରେ ଏହାଠାରୁ କିପରି ଅହୁରୀ ଭଲ…

e-SHRAM ପୋର୍ଟାଲରେ ପଞ୍ଜିକୃତ ହେଲେ ୨୮ କୋଟି ଲୋକ: ଏହି କାର୍ଡରେ କ’ଣ ଫାଇଦା ମିଳେ

ନୂଆଦିଲ୍ଲୀ: ଦେଶର ଗରିବଙ୍କ ହିତସାଧନ ପାଇଁ କେନ୍ଦ୍ର ସରକାର ଅନେକ ଯୋଜନା ପ୍ରଣୟନ କରିଥିବା ବେଳେ ସେଥିମଧ୍ୟରୁ ଗୋଟିଏ ହେଉଛି ଇ-ଶ୍ରମ କାର୍ଡ । ଏହି ସ୍କିମ ମାଧ୍ୟମରେ ଦେଶର ଅସଂଗଠିତ କ୍ଷେତ୍ର ସହିତ ଜଡ଼ିତ ଶ୍ରମିକଙ୍କୁ…

୨୦୨୪ ସାଧାରଣ ନିର୍ବାଚନ ହାତେଇବା ପାଇଁ ବିଜେପିର ରଣନୀତି, ପ୍ରଭାରୀ କରିବେ ସମୀକ୍ଷା

ଭୁବନେଶ୍ୱର:ଧାମନଗର ଉପ ନିର୍ବାଚନ ଆସନ ହାତେଇବା ପରେ ବିଜେପି ଭାବୁଥିଲା ଯେ ପଦ୍ମପୁରରେ ମଧ୍ୟ ତାଙ୍କୁ ସଫଳତା ମିଳିବ । କିନ୍ତୁ ପଦ୍ମପୁରରେ ହେଭି ଟକ୍କର ହେବା ପରେ ମଧ୍ୟ ଦଳ ସେଠାରେ ବିଜୟ ହୋଇପାରିଲା ନାହିଁ ।…

PG Doctorଙ୍କ ନିଯୁକ୍ତି ନେଇ ବଦଳିଲା ନିୟମ: ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହେଲା ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପିଜି ଡାକ୍ତରଙ୍କ ନିଯୁକ୍ତି ନେଇ ଲାଗୁ ହେଲା ନୂଆ ନିୟମ । ପିଜି ଡାକ୍ତରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ବଣ୍ଡର ସର୍ତ୍ତ ଅନୁସାରେ ଅନଲାଇନରେ ନିଯୁକ୍ତି ସ୍ଥାନ ମନୋନୟନ କରାଯିବ । ସେହି…

ସହଜ ହେବ DL-LL ସେବା: ପରିବହନ ବିଭାଗ ଆରମ୍ଭ କରିବ ଆଧାର ଇଣ୍ଟିଗ୍ରେଟେଡ ଫେସଲେସ୍ ସର୍ଭିସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଖୁବଶୀଘ୍ର ଡ୍ରାଇଭିଂ ଲାଇସେନ୍ସ ଓ ଲର୍ଣ୍ଣିଂ ଲାଇସେନ୍ସ (ଏଲଏଲ) ସେବା ପାଇଁ ଆଧାର ଇଣ୍ଟିଗ୍ରେଟଡ୍ ଫେସଲେସ୍ ସେବା ଆରମ୍ଭ ହେବ । ଏହାଦ୍ୱାରା ଆବେଦନକାରୀମାନେ ପୂର୍ବାପେକ୍ଷା ସହଜରେ ଡିଏଲ…