Browsing Category
Breaking News
ଏମିତି ସ୍ତ୍ରୀ ସମସ୍ତଙ୍କୁ ମିଳୁ! ଛାଡ଼ପତ୍ର ପରେ ପୂର୍ବ ସ୍ୱାମୀଙ୍କ ପାଇଁ ଖୋଜିଦେଲେ ପ୍ରେମିକା
ନୂଆଦିଲ୍ଲୀ: ଆଜିକାଲି ଦୁନିଆରେ ଛାଡ଼୍ରପତ୍ର ପରେ ସ୍ୱାମୀ-ସ୍ତ୍ରୀ ପରସ୍ପରର ମୁହଁ ଦେଖିବାକୁ ଚାହୁଁନାହାନ୍ତି ତ’ ଆଉ କିଛି ଅଧା ସମ୍ପତ୍ତି ନେବା ପାଇଁ କୋର୍ଟରେ ପହଞ୍ଚିଯାଆନ୍ତି । କିନ୍ତୁ ଆମେରିକାର ଇଣ୍ଡିୟାନାରେ…
ଲିଭ୍-ଇନ୍-ରିଲେସନ୍ସୀପ୍ ଉପରେ ପ୍ରତିବନ୍ଧକ ଲଗାଇଲେ ଏହି ଦେଶର ସରକାର, ପରକୀୟା ପ୍ରୀତି ଉପରେ ମଧ୍ୟ କଡ଼ା ନିୟମ ଲାଗୁ
ନୂଆଦିଲ୍ଲୀ: ମୁସଲିମ ବହୁଳ ଦେଶ ଇଣ୍ଡୋନେସିଆରେ ଲିଭ୍-ଇନ୍ ରିଲେସନସୀପ୍ ଉପରେ କଡ଼ା ନିୟମ ପ୍ରବର୍ତ୍ତନ କରିଛନ୍ତି ସରକାର। ବହୁପ୍ରତିକ୍ଷିତ ଏବଂ ବିବାଦୀୟ ଦଣ୍ଡସଂହିତାକୁ ସଂସୋଧନକୁ ଦେଶର ସଂସଦ ମଞ୍ଜୁରୀ ଦେଇଛି। ଏହି…
ପୁଣି ପୁରୁଷଙ୍କୁ ପଛରେ ପକାଇଲେ ମହିଳା , ଅଙ୍ଗ ଦାନରେ ମଧ୍ୟ ମହିଳା ନମ୍ବର ୧:ରିପୋର୍ଟ
ଭୁବନେଶ୍ୱର:ଅଙ୍ଗ ଦାନ ମହାପୂଣ୍ୟ । ଅଙ୍ଗଦାନକୁ ନେଇ ବର୍ତ୍ତମାନ ସମୟରେ ବହୁ ତତ୍ପରତା ଦେଖିବାକୁ ମିଳୁଛି । ସେଥିପାଇଁ ବିଗତ୭ ବର୍ଷ ମଧ୍ୟରେ ପ୍ରାୟ ଅଙ୍ଗଦାନ କରିବାର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ମିଳିଥିବା…
(Video) ରାସ୍ତାରେ ମଇଁଷିକୁ ଗୋଇଠା ମାରିବା ପଡ଼ିଲା ମହଙ୍ଗା: ଧୁମଧଡାକ୍ ହୋଇ ବାଇକରୁ ଖସିଲେ ୨ ଯୁବକ
ସୋସିଆଲ ମିଡିଆରେ ଅନେକ ଥର ଏପରି କିଛି ଲୋକଙ୍କର ଭିଡିଓ ସାମ୍ନାକୁ ଆସିଥାଏ, ଯେଉଁମାନେ ବିନା କାରଣରେ ସମସ୍ତଙ୍କ ସହ ଲାଗିଥାନ୍ତି । ଅବଶ୍ୟ ଅନେକଥର ଏହାର ପରିଣାମ ତାଙ୍କୁ ତୁରନ୍ତ ମିଳିଯାଏ । ଏପରି ଏକ ଭିଡିଓ…
ବାପାଙ୍କୁ କିଡନୀ ଦେଇ ଉଦାହାରଣ ସୃଷ୍ଟି କଲେ ରୋହିଣୀ, ପ୍ରଶଂସା କଲେ ବିଜେପି ନେତା
ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଜନତା ଦଳର ଅଧକ୍ଷ ଲାଲୁ ଯାଦବଙ୍କର ଗତକାଲି କିଡନୀ ପ୍ରତ୍ୟାରୋପଣ ହଇଛି । ତାଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ଲାଲୁଙ୍କୁ କିଡନୀ ଡୋନେଟ୍ କରିଥିବା ଜଣାପଡିଛି । ତେବେ ଅସ୍ତ୍ରୋପଚାର ପରେ ଉଭୟ ହୋସରେ…
ବିଶ୍ୱରେ ସବୁଠୁ ଦ୍ରୁତତମ ରହିବ ଭାରତର ବିକାଶ ଦର, ବିଶ୍ୱବ୍ୟାଙ୍କ ବଢାଇଲା ଜିଡିପି ଅଭିବୃଦ୍ଧି ପୁର୍ବାନୁମାନ
ନୁଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୨୩ ପାଇଁ ଭାରତର ଆଭିବୃଦ୍ଧିକୁ ପୁନଃ ଆକଳନ କରି ବଢାଇ ଦେଇଛି ବିଶ୍ୱବ୍ୟାଙ୍କ। ୨୦୨୨-୨୩ ପାଇଁ ଭାରତର ଜିଡିପି ପୁର୍ବାନୁମାନକୁ ୬.୫ରୁ ୬.୯ ପ୍ରତିଶତକୁ ବୃଦ୍ଧି କରିଛି। ଏହା ସହିତ…
ଦୁନିଆର ସବୁଠାରୁ ମହଙ୍ଗା ପଦାର୍ଥ ‘ଆଣ୍ଟିମ୍ୟାଟର’: ଯାହାର ୧ ଗ୍ରାମ ପାଇଁ ଦେବାକୁ ଏତିକି କୋଟି
ପୃଥିବୀରେ ଏପରି ଅନେକ ପଦାର୍ଥ ରହିଛି ଯାହାର ମୂଲ୍ୟ କଳନା କରିହେବନାହିଁ । ତେବେ ଆମେ ଜାଣିବାରେ ଦାମୀ ସାମଗ୍ରୀ ମଧ୍ୟରେ ଦୁର୍ମୂଲ୍ୟ ଧାତୁ, ସୌଖୀନ ଗାଡ଼ି କି ବିଳାସପୂର୍ଣ୍ଣ ବଙ୍ଗଳା ବା ହୀରାଖଚିତ ଗହଣା ଆଦି ରହିଛି ।…
‘ନାବାଳିକାଙ୍କ ସହମତି ସହମତି ନୁହେଁ’, ଦୁଷ୍କର୍ମ ଅଭିଯୁକ୍ତଙ୍କ ଜାମିନ୍ ଖାରଜ କଲେ ହାଇକୋର୍ଟ
ନୂଆଦିଲ୍ଲୀ: ଶାରିରିକ ସମ୍ପର୍କ ରଖିବା ପାଇଁ ନାବାଳିକାଙ୍କ ସହମତି ସହମତି ନୁହେଁ। ଏଭଳି କିଛି କହି ୧୬ ବର୍ଷୀୟ ଯୁବତୀର ଦୁଷ୍କର୍ମ କରିଥିବା ଅଭିଯୁକ୍ତକୁ ଜାମିନ ଦେବାକୁ ମନା କରି ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ଏହା…
‘ଧର୍ମ ପରିବର୍ତ୍ତନ ଉଦ୍ଦେଶ୍ୟରେ ସାହାଯ୍ୟ କରନି’ : ସୁପ୍ରିମକୋର୍ଟ
ସୁପ୍ରିମକୋର୍ଟ: ବେଆଇନ ଧର୍ମ ପରିବର୍ତ୍ତନ ଉପରେ ସୁପ୍ରିମକୋର୍ଟ ପୁଣି ଥରେ କଡା ମନ୍ତବ୍ୟ ଦେଇଛନ୍ତି । ଯେଉଁମାନେ ଟଙ୍କା, ଖାଦ୍ୟ କିମ୍ବା ଔଷଧ ପ୍ରଲୋଭନ ଦେଖାଇ ଧର୍ମ ପରିବର୍ତ୍ତନ କରୁଛନ୍ତି ସେମାନେ ଭୁଲ୍ କରୁଛନ୍ତି…
ରିମାଣ୍ଡରେ ଗଲେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ; ଦେଲେ ବିସ୍ଫୋରକ ବୟାନ, କହିଲେ- ‘କାହାକୁ ଛାଡିବିନି…’
ଭୁବନେଶ୍ୱର: ହନିଟ୍ରାପ କୁଇନ୍ ଅର୍ଚ୍ଚନା ନାଗକୁ ଇଡି ରିମାଣ୍ଡରେ ନେଇଛି । ଆଜିଠାରୁ ୧୩ ତାରିଖ ପର୍ଯ୍ୟନ୍ତ ଅର୍ଚ୍ଚନାକୁ ଜେରା କରିବ ଇଡି । ଏନେଇ ପୂର୍ବରୁ ଇଡି କୋର୍ଟକୁ ଆବେଦନ କରିଥିବା ବେଳେ ଜିଲ୍ଲା ଦୌରା ଜର୍ଜ…