Browsing Category

Breaking News

ଅର୍ଚ୍ଚନା ନାଗ ମାମଲା:୧୨ ଘଣ୍ଟାର ପଚରା ଉଚୁରା ପରେ ପରେ ଆଜି ପୁଣି ଥରେ ଇଡିରେ ହାଜର ପ୍ରମୋଦ

ଭୁବନେଶ୍ୱର:ଅର୍ଚ୍ଚନା ନାଗ ମାମଲାରେ ଦିନ ପରେ ଦିନ ବିତିଚାଲିଥିବା ବେଳେ ଇଡି ତାର ତଦନ୍ତ ଜାରି ରଖିଛି । ତେବେ ଆଜି ଇଡିର ଦ୍ୱାରରେ ପୁଣି ଥରେ ଉପସ୍ଥିତ ହୋଇଛନ୍ତି ପ୍ରମୋଦ ସ୍ୱାଇଁ । ପ୍ରଥମ ଥରରେ ୧୨ ଘଣ୍ଟାର ପଚରା…

(Video) ମାଗଣା ଖାଇବା ପାଇଁ ବାହାଘରରେ ପହଞ୍ଚିଥିଲେ MBA ଛାତ୍ର: ଧୋଇବାକୁ ପଡ଼ିଲା ପ୍ଲେଟ୍

ଭୋପାଳ: ମଧ୍ୟପ୍ରଦେଶରେ ଏକ ବିବାହ କାର୍ଯ୍ୟକ୍ରମରେ ଜଣେ ଯୁବକଙ୍କୁ ପ୍ଲେଟ୍ ଧୋଇବାକୁ ବାଧ୍ୟ କରୁଥିବା ଏକ ଭିଡିଓ ଭାଇରାଲ ହେଉଛି । ଭିଡିଓରେ ଜଣାପଡିଛି କି, ଯୁବକ ଜଣକ ଏମବିଏ ଛାତ୍ର । ଏକ ବିବାହରେ ବିନା ନିମନ୍ତ୍ରଣରେ…

ଓଡ଼ିଆ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ

କଟକ(ଓଡ଼ିଶା ଭାସ୍କର): ବର୍ଷିୟାନ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ ଘଟିଛି । କଟକ ଚଣ୍ଡି ରୋଡ ସ୍ଥିତ ବାସଭବନରେ ଝରଣା ଦାସଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ୮୨ ବର୍ଷ ବୟସରେ ବିଳମ୍ବିତ ରାତିରେ ସବୁଦିନ ପାଇଁ ଆଖି…

କାଲିଫର୍ଣ୍ଣିଆରେ ଗିରଫ ହେଲା ଗୋଲଡି ବରାଡ: ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ

ନୂଆଦିଲ୍ଲୀ: ପଞ୍ଜାବୀ ଗାୟବ ତଥା ରାଜନେତା ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପଛର ମାଷ୍ଟରମାଇଣ୍ଡ ଗୋଲଡି ବରାଡକୁ ଗିରଫ କରାଯାଇଛି । ରିପୋର୍ଟ ଅନୁସାରେ, କାଲିଫର୍ଣ୍ଣିଆରେ ଗୋଲଡିକୁ ଅଟକ ରଖାଯାଇଛି । ଭାରତୀୟ ସୁରକ୍ଷା…

ପ୍ରଚାର ମୈଦାନରେ ଆଜି ସୁପ୍ରିମୋଙ୍କ ଏଣ୍ଟ୍ରି: ପଦ୍ମପୁର ଦେଖିବ ଆଜି ଗ୍ରାଣ୍ଡମାଷ୍ଟରଙ୍କ ଗ୍ରାଣ୍ଡ ସୋ

ଭୁବନେଶ୍ୱର: ପ୍ରଚାର ମୈଦାନରେ ଆଜି ହେବ ନବୀନଙ୍କ ଏଣ୍ଟ୍ରି । ବିଜେପି ଆଉ କଂଗ୍ରେସକୁ ମାତ ଦେବା ପାଇଁ ଆଜି ସୁପ୍ରିମୋ କରିବେ ନିର୍ବାଚନ ପ୍ରଚାର । ପାଇକମାଳ, ଝାରବନ୍ଧ ଆଉ ପଦ୍ମପୁରରେ ଆଜି ହେବ ଶାସକ ଦଳର ଗ୍ରାଣ୍ଡ ସୋ…

ସାବଧାନ! ପ୍ରତିଦିନ ଅଣ୍ଡା ଖାଇଲେ ବଢିପାରେ ହାର୍ଟ ଆଟାକର ଆଶଙ୍କା

କିଛି ଲୋକଙ୍କୁ ପ୍ରତିଦିନ ଅଣ୍ଡା ଖାଇବାକୁ ଭଲ ଲାଗିଥାଏ । ଏହି ଅଣ୍ଡା ଆପଣଙ୍କ ପାଇଁ କେତେ ଭଲ ଆଉ କେତେ ମନ୍ଦ, ଆପଣ ଜାଣନ୍ତି କି ? ସବୁ ଖାଦ୍ୟରେ ପୋଷଣ ରହିଛି । କିନ୍ତୁ ଆମକୁ ଏହି ସବୁ ଖାଦ୍ୟ ଖାଇବାର ଉପାୟ ଜାଣିବା…

ନଭେମ୍ବରରେ ପୁଣି ବଢ଼ିଲା ବେରୋଜଗାର, ଗ୍ରାମାଞ୍ଚଳରେ ଅପେକ୍ଷା ସହରାଞ୍ଚଳରେ ଅଧିକ ବେରୋଜଗାରୀ

ନୂଆଦିଲ୍ଲୀ: ଗଲା ମାସ ନଭେମ୍ବରରେ ଦେଶରେ ବୃଦ୍ଧି ପାଇଛି ବେରୋଜଗାରୀ। ସେଣ୍ଟର ଫର ମନିଟରିଂ ଇଣ୍ଡିଆନ୍ ଇକୋନୋମି (ସିଏମଇଇ) ର ରିପୋର୍ଟ ଅନୁଯାୟୀ, ନଭେମ୍ବର ମାସରେ ଦେଶର ବେରୋଜଗାରୀ ହାର ତିନି ମାସରେ ସର୍ବାଧିକ ୮% କୁ…

Indo-Pak ବର୍ଡର ହେବ ଶକ୍ତିଶାଳୀ: ଲାଗିବ ୧୪୦୦ ଥର୍ମାଲ ସେନସର, ୧୦୦ ଡ୍ରୋନ, ୫୫୦୦ ସୁରକ୍ଷା କ୍ୟାମେରା, ଲାଗୁ ହେବ ଇସ୍ରାଏଲ୍ ଫର୍ମୂଲା

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ଅନ୍ତରାଷ୍ଟ୍ରୀୟ ସୀମାକୁ ନେଇ କେନ୍ଦ୍ର ସରକାର ନୂଆ ପ୍ଲାନିଂ କରିଛନ୍ତି । ଅତ୍ୟାଧୁନିକ ଥର୍ମାଲ ସେନସର, ଡ୍ରୋନ, ସୁରକ୍ଷା କ୍ୟାମେରା ଲଗାଯାଇ ବର୍ଡରକୁ ଇସ୍ରାଏଲ ଫର୍ମୂଲାରେ ଶକ୍ତିଶାଳୀ…

Tax Slab ବଦଳିଯିବ! ଦୁଇଟି ବଦଳରେ ଲାଗୁ ହେବ ଗୋଟିଏ ଟ୍ୟାକ୍ସ ସିଷ୍ଟମ, ୭ ଲକ୍ଷ ଇନକମ୍ ଉପରେ ଲାଗୁ ହେବ ଟ୍ୟାକ୍ସ

ନୂଆଦିଲ୍ଲୀ: ଆସନ୍ତା ବର୍ଷର ବଜେଟ ୨୦୨୪ ନିର୍ବାଚନ ପୂର୍ବରୁ ଶେଷ ବଜେଟ ହେବ । ଏହାପରେ ୨୦୨୪ ଫେବୃଆରୀ ମାସରେ ଅନ୍ତରୀଣ ବଜେଟ୍ ଆଗତ ହେବ । ତେବେ ସେହି ବର୍ଷ ନୂଆ ସରକାର ଗଠନ ପରେ ଜୁଲାଇରେ ଫୁଲ ଟାଇମ୍ ବଜେଟ ଆଗତ…

FIFA World Cupରୁ ଆସିଲା ଦୁଃଖଦ ଖବର: ୨୨ ବର୍ଷୀୟ ଷ୍ଟାର ମିଡଫିଲ୍ଡରଙ୍କ ଦେହାନ୍ତ

ନୂଆଦିଲ୍ଲୀ: କତାରରେ ବର୍ତ୍ତମାନ ଫିଫା ବିଶ୍ୱକପ-୨୦୨୨ ଜାରି ରହିଛି । ଏହି ଅବସରରେ ଏକ ଆସିଛି ଏକ ଦୁଃଖଦ ଖବର । କଲମ୍ବିଆର ଷ୍ଟାର ମିଡଫିଲ୍ଡର ଆନ୍ଦ୍ରେସ ବଲାଣ୍ଟାଙ୍କ ପରଲୋକ ଘଟିଛି । ଆସନ୍ତା ବର୍ଷ ଜାନୁଆରୀ ମାସ ୧୮…