fbpx
Browsing Category

Breaking News

୭ ବର୍ଷରେ ୮.୫୦ ଲକ୍ଷ ଛାଡ଼ିଛନ୍ତି ଭାରତର ନାଗରିକତ୍ୱ, ସଂସଦରେ ସୂଚନା ଦେଲେ ସରକାର

ନୂଆଦିଲ୍ଲୀ: ଅନେକ ଅନ୍ତରାଷ୍ଟ୍ରୀୟ ସର୍ଭେରୁ ଜଣାପଡ଼ିଛି ଭାରତ ରହିବା ପାଇଁ ଦୁନିଆର ସବୁଠୁ ଭଲ ଦେଶମାନଙ୍କ ମଧ୍ୟରୁ ଗୋଟିଏ । କିନ୍ତୁ ଆଶ୍ଚର୍ଯ୍ୟକର ବିଷୟ ହେଉଛି ଗତ ୭ ବର୍ଷରେ ପ୍ରାୟ ସାଢ଼େ ୮ ଲକ୍ଷ ରୁ ଅଧିକ ଲୋକ…

ରଙ୍ଗବତୀ ଗୀତର ରଚୟିତା ମିତ୍ରଭାନୁ ଗଉନ୍ତିଆ ଅସୁସ୍ଥ

ରଙ୍ଗବତୀ ଗୀତର ରଚୟିତା ମିତ୍ରଭାନୁ ଗଉନ୍ତିଆ ଅସୁସ୍ଥ । ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ହସ୍ପିଟାଲରେ ଭର୍ତ୍ତି । ପ୍ରଥମେ କୁଚିଣ୍ଡା ହସ୍ପିଟାଲ ଓ ପରେ ବୁର୍ଲାକୁ ସ୍ଥାନାନ୍ତର । ପ୍ରସିଦ୍ଧ ସମ୍ବଲପୁରୀ ଗୀତ…

କଙ୍ଗନାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଆବେଦନ କଲେ ଜାଭେଦ ଅଖତର, ମାନହାନି କେସ୍ ସହ ଜଡ଼ିତ ଏହି ମାମଲା

ମୁମ୍ବାଇ: ଦିଗ୍ଗଜ ଲେଖକ ତଥା ଗୀତିକାର ଜାଭେଦ ଅଖତର ଏବଂ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ମଧ୍ୟରେ ବିବାଦ ବିଷୟରେ କାହରିକୁ ଅଛପା ନାହିଁ । ଏହାରି ମଧ୍ୟରେ ଜାଭେଦ ଅଖତର ସୋମବାର ମୁମ୍ବାଇର ଏକ କୋର୍ଟରେ ଯାଚିକା…

‘ଆଇଆଇସି କ’ଣ ମୋ ହଜବେଣ୍ଡ୍’: ବିଲ୍ ପୈଠକୁ ନେଇ ଅସନ୍ତୋଷ ପ୍ରକାଶ କଲେ ତପସ୍ୱିନୀ, ଦେଖନ୍ତୁ ଭିଡିଓ…

ଗଞ୍ଜାମ: ସୁମିତ୍ ତପସ୍ୱିନୀ ମାମଲା ଥମିବାର ନାଁ ନେଉନାହିଁ । ଶାଶୁଘରେ ନିଜର ହକ୍ ଦାବି କରି ଧାରଣାରେ ବସିଥିବା ତପସ୍ୱିନୀଙ୍କ ମମାଲାରେ ଶୁଣାଣି କରି ତପସ୍ୱିନୀ ଏବଂ ତାଙ୍କ ସ୍ୱାମୀ ସୁମିତଙ୍କୁ ୭ ଦିନ ପାଇଁ ଏକାଠି…

ଓମିକ୍ରନ: ମହାରାଷ୍ଟ୍ରରେ ପୁଣି ୮ ଜଣ ସଂକ୍ରମିତ ଚିହ୍ନଟ

ମୁମ୍ବାଇ: ମହାରାଷ୍ଟ୍ରରେ ଆଉ ୮ ନୂଆ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ । ଏହି ୮ ଜଣ ବିଦେଶକୁ ନଯାଇ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ମହାରାଷ୍ଟ୍ରରେ ଏଯାଏଁ ୨୮ ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି । ୯ ଜଣ ସୁସ୍ଥ ହୋଇ ଘରକୁ…

ମହିଳାଙ୍କୁ ବିନା ବସ୍ତ୍ରରେ ଠିଆ କରାଇଲା ପୋଲିସ, ଏବେ ଦେବାକୁ ହେବ ୨୨ କୋଟି

ନୂଆଦିଲ୍ଲୀ: ମହିଳାଙ୍କୁ ର୍ଦୁବ୍ୟବହାର ପୋଲିସକୁ ପଡ଼ିଲା ମହଙ୍ଗା । କୃଷ୍ଣକାୟ ମହିଳାଙ୍କୁ ର୍ଦୁବ୍ୟବହାର କରିବା ଅଭିଯୋଗରେ ପୋଲିସକୁ ଦେବାକୁ ହେବ ୨୨ କୋଟି କ୍ଷତିପୂରଣ । ଏହି ଘଟଣା ଘଟିଛି ଆମେରିକାର ଚିକାଗୋ ସହରରେ ।…

ଓମିକ୍ରନ୍: ରିସ୍କ ଦେଶରୁ ଆସିଲେ କରିବାକୁ ହେବ ପ୍ରି-ବୁକିଂ ଟେଷ୍ଟ

ନୂଆଦିଲ୍ଳୀ: ଓମିକ୍ରନ କଟକଣା କଡ଼ା କଲା ବିମାନ ଚଳାଚଳ ମନ୍ତ୍ରାଳୟ । ଡିସେମ୍ବର ୨୦ରୁ ଆଟ୍ ରିସ୍କ ଦେଶରୁ ଆସୁଥିଲେ କରାଇବାକୁ ହେବ ପ୍ରି-ବୁକିଂ ଆରଟିପିସିଆର ଟେଷ୍ଟ । ଦେଶର ପ୍ରମୁଖ ୬ଟି ବିମାନ ବନ୍ଦର ପାଇଁ…

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ, ୨୦ ହଜାର ଲାଞ୍ଚ ବେଳେ ଧରିଲା ଭିଜିଲାନ୍ସ

ନବରଙ୍ଗପୁର: ଭିଜିଲାନ୍ସ ଜାଲରେ ପାପଡ଼ାହାଣ୍ଡି ବ୍ଲକ କନିଷ୍ଠ ଯନ୍ତ୍ରୀ । ୨୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଜେଇ ବୀଣାପାଣି ବେହେରା । ଜଣେ ଠିକାଦାରଙ୍କ ଠାରୁ ବିଲ୍ ପାସ୍ କରିବାକୁ ଲାଞ୍ଚ ନେଉଥିବା ଅଭିଯୋଗ ।…

ରାଜ୍ୟରେ ଖୋଲିବ ୧୧ଟି ସାଇବର୍ ଓ ଅର୍ଥନୈତିକ ଅପରାଧ ଶାଖା

ଭୁବନେଶ୍ୱର: ଖୁବ୍ ଶୀଘ୍ର ରାଜ୍ୟରେ ଖୋଲିବ ୧୧ଟି ସାଇବର୍ ଓ ଅର୍ଥନୈତିକ ଅପରାଧିକ ଶାଖା । ରାଜ୍ୟରେ ମୋଟ୍ ସାଇବର ଥାନା ସଂଖ୍ୟା ୧୪କୁ ବୃଦ୍ଧି । ସମ୍ବଲପୁର, ରାଉରକେଲା ଓ ବ୍ରହ୍ମପୁରକୁ ମିଶି ହେଲା ୧୪ଟି ଥାନା ।…