fbpx
Browsing Category

Breaking News

ଏଣିକି WhatsAppରେ ଦେଖିବାକୁ ମିଳିବ Instagram ଫିଚର, ଜାଣନ୍ତୁ କ’ଣ ସବୁ ରହିଛି ଖାସ୍

ନୂଆଦିଲ୍ଲୀ: ହ୍ୱାଟସଆପ ବ୍ୟବହାରକାରୀଙ୍କ ପାଇଁ ଏକ ନୂଆ ଅପଡେଟ୍ ଆସିଛି । ଏଣିକି ହ୍ୱାଟସଆପରେ ଇନଷ୍ଟାଗ୍ରାମର ଫିଚର ଉପଲବ୍ଧ ହେବ । ଏନେଇ ହ୍ୱାଟସଆପ୍ ପକ୍ଷରୁ ଏକ ନୂଆ ମେସେଜ୍ ଫିଚର ଉପରେ କାର୍ଯ୍ୟ ଜାରି ରହିଛି । ଯଦି…

ରେଳଟ୍ରାକ୍ ଉପରେ କାନରେ ଇୟରଫୋନ୍ ଦେଇ ‘PUBG’ ଖେଳୁଥିଲେ ୨ ଯୁବକ, ଟ୍ରେନରେ କଟି ଚାଲିଗଲା ଦୁହିଁଙ୍କ ଜୀବନ

ମଥୁରା: ସ୍ମାର୍ଟଫୋନ୍ ଯୁବପିଢ଼ିଙ୍କ ପାଇଁ ଏକ ନିଶା ପାଲଟି ଗଲାଣି । ଏହାସହିତ କିଛି ଜଣ ପବଜି ଗେମ୍ ଖେଳିବାରେ ପୁରା ଦିନକୁ କାଟି ଦେଉଛନ୍ତି । ତେବେ ଏହି ପବଜି ଗେମ୍ କିଛି ଯୁବକଙ୍କ ପାଇଁ କାଳ ପାଲଟିଯାଉଛି । ଏହାର ଏକ…

ଏହି ରାଜ୍ୟର କୃଷକଙ୍କୁ ସ୍ମାର୍ଟଫୋନ୍ କିଣିଲେ ମିଳିବ ୧୫୦୦ ଟଙ୍କା, ଏପରି କରିବେ ଆବେଦନ

ଗାନ୍ଧୀନଗର: ଗୋଟେ ପଟେ ମୋଦୀ ସରକାର କୃଷି ଆଇନକୁ ପ୍ରତ୍ୟାହାର କରିବା ପାଇଁ ନିଷ୍ପତ୍ତି ନେଇଥିବା ବେଳେ ଅନ୍ୟପଟେ ଗୁଜୁରାଟ ସରକାର କୃଷକଙ୍କୁ ସ୍ମାର୍ଟଫୋନ୍ କିଣିବା ପାଇଁ ଟଙ୍କା ଦେଉଛନ୍ତି । ଗୁଜୁରାଟ ସରକାର ରାଜ୍ୟର…

ଗ୍ୟାସ ଦର ବୃଦ୍ଧିରେ କାଲିଠାରୁ ସାରାରାଜ୍ୟରେ ବିଜେଡିର ଆନ୍ଦୋଳନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ପେଟ୍ରୋଲ-ଡିଜେଲ ପରି ଏଲପିଜି ଗ୍ରାସ ଦର ବି ବଢ଼ିବାରେ ଲାଗିଛି । ଏଲପିଜି ଦରବୃଦ୍ଧି ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛି ବିଜେଡି ।…

ଦିନ ପରେ ଦିନ ବିତି ଚାଲିଛି: ନ୍ୟାୟ ଅପେକ୍ଷାରେ ଆଦିତ୍ୟ, ଏସିଏଫ୍ ସୌମ୍ୟ, ମନୀଷ ଓ ମମିତାଙ୍କ ପରିବାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ ନୂଆ ନୂଆ ହତ୍ୟାକାଣ୍ଡ ଘଟିଚାଲିଥିବା ବେଳେ ପୁରୁଣା ଘଟଣାଗୁଡ଼ିକ ଏକପ୍ରକାର ଲୁଚି ଯାଉଛି । ଏପରି ଦେଖିବାକୁ ଗଲେ ଆଦିତ୍ୟ ଦାଶ, ଏସିଏଫ୍ ସୌମ୍ୟ ରଞ୍ଜନ ମହାପାତ୍ର,…

(ଭିଡିଓ ଦେଖନ୍ତୁ) ଆକାଶରୁ ଖସୁଛି ବିଶାଳକାୟ ସାପ, ଭୟରେ ଲୋକମାନେ ଏଣେତେଣେ ଦୌଡ଼ୁଛନ୍ତି

ନୂଆଦିଲ୍ଲୀ: ମଣିଷ ଓ ପଶୁଙ୍କ ମଧ୍ୟରେ ବହୁ ପୂରାତନ କାଳରୁ ସମ୍ପର୍କ ରହିଆସିଥିଲେ ହେଁ ଭୟଙ୍କର ପଶୁଙ୍କ ଠାରୁ ମଣିଷ ଦୂରେଇ ରହିଥାଏ । ଯଦି ଆମେ ସାପ କଥା କହିବା, ତେବେ ଯେ କେହି ବି ଛାନିଆ ହେବା ସ୍ୱାଭାବିକ ।…

ମେକ୍ସିକୋରେ ଡ୍ରଗ୍ କାର୍ଟଲ୍ସଙ୍କ ମଧ୍ୟରେ ରକ୍ତ ସଂଘର୍ଷ, ୧୦ ମୃତ; ହତ୍ୟା ପରେ ବ୍ରିଜରେ ଲଟକାଇଲେ ୯ ଶବ

ନୂଆଦିଲ୍ଲୀ: ମେକ୍ସିକୋରୁ ପୁଣିଥରେ ଡ୍ରଗ୍ସ କାର୍ଟଲ୍ସଙ୍କ ମଧ୍ୟରେ ରକ୍ତ ସଂଘର୍ଷର ଖବର ସାମ୍ନାକୁ ଆସିଛି । ଗୁରୁବାର ଦିନ ଜକାଟେକସ୍ ରୁ ୧୦ଜଣଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଏଥିମଧ୍ୟରୁ ଜଣଙ୍କ ମୃତଦେହ ପୁଲ୍ ଦ୍ୱାରା…

୬୦ ହଜାର ସରକାରୀ ସାଧାରଣ ବୀମା କର୍ମଚାରୀଙ୍କ ପାଇଁ ଖୁସିଖବର, ଖୁବଶୀଘ୍ର ବଢ଼ିପାରେ ଦରମା

ନୂଆଦିଲ୍ଲୀ: ସରକାରୀ ସାଧାରଣ ବୀମା କର୍ମଚାରୀଙ୍କ ପାଇଁ ଖୁସି ଖବର । ସରକାରୀ ସାଧାରଣ ବୀମା କମ୍ପାନୀଗୁଡିକର ୬୦,୦୦୦ କର୍ମଚାରୀଙ୍କ ଦରମା ୧୫ ପ୍ରତିଶତ ବୃଦ୍ଧି ହୋଇପାରେ । ମିଡିଆ ରିପୋର୍ଟ ଅନୁସାରେ, ଅର୍ଥ…

ଡଙ୍ଗା ଗୋଟାଇବା ବେଳେ ୨ ଭଉଣୀଙ୍କ ସଲିଳ ସମାଧି

ଯୋର(ଓଡ଼ିଶା ଭାସ୍କର): ଯୋରରୁ ଡଙ୍ଗା ଗୋଟାଇବା ବେଳେ ୨ ଭଉଣୀଙ୍କ ସଲିଳ ସମାଧି । କେନ୍ଦ୍ରାପଡ଼ା ସଦର ଥାନା ଜଅଁରା ବାରିମୂଳ ଗାଁରେ ଏହି ଦୁଃଖଦ ଘଟଣା ଘଟିଛି । ମୃତକଙ୍କ ମଧ୍ୟରୁ ଜଣେ ୩ ବର୍ଷର ଓ ଅନ୍ୟ ଜଣେ ୨ ବର୍ଷର…

ଡାକ୍ତରଙ୍କୁ ଅପହରଣ ପରେ ହତ୍ୟା, ରାସ୍ତା ଉପରେ ଫୋପାଡ଼ିଲେ ମୃତଦେହ

କାବୁଲ: ଆଫଗାନିସ୍ତାନ ଉପରେ ତାଲିବାନୀ ମାନେ କବଜା କରିବା ପରେ ସ୍ଥିତି ବିଗିଡ଼ିବାରେ ଲାଗିଛି । ଉତ୍ର ଆଫଗାନିସ୍ତାନରେ ଜଣେ ଜଣାଶୁଣା ଡାକ୍ତରଙ୍କୁ ଉଠାଇ ନେଇ ତାଙ୍କୁ ହତ୍ୟା କରିଦିଆଯାଇଥିବା ଜଣାପଡ଼ିଛି । ମହମ୍ମଦ…