fbpx
Browsing Category

Breaking News

ଆଜି ବିଜେଡିରେ ମିଶିବେ ପ୍ରଦୀପ ମାଝୀ, ରାଜନୀତିରେ ଆରମ୍ଭ କରିବେ ନୂଆ ଇନିଂସ୍

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ନବରଙ୍ଗପୁରର ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀ ଶନିବାର ବିଜୁ ଜନତା ଦଳ (ବିଜେଡି)ରେ ଯୋଗ ଦେବେ । ନବରଙ୍ଗପୁରରେ ଆୟୋଜିତ ହେବାକୁ ଥିବା ବିଜେଡିର ମିଶ୍ରଣ କାର୍ଯ୍ୟକ୍ରମରେ…

ମମିତା ମେହେର ହତ୍ୟା ମାମଲା: ଆଜି ୧୨ ଘଣ୍ଟିଆ ଗଜପତି ବନ୍ଦ

ପାରଳାଖେମୁଣ୍ଡି, (ଭାସ୍କର ନ୍ୟୁଜ୍‌): କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍‌ସାଇନ୍‌ ପବ୍ଲିକ୍‌ ସ୍କୁଲ୍‌ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଶନିବାର ବିଜେପି…

ଆଜି ଝାରସୁଗୁଡ଼ା ବନ୍ଦ, ସକାଳ ୬ଟାରୁ ଦିନ ୨ଟା ଯାଏଁ ଯାତାୟତ ସବୁ ଠପ୍

ଝାରସୁଗୁଡ଼ା: ମମିତା ମେହେର ହତ୍ୟାକାଣ୍ଡରେ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଓ ଏହି ମାମଲାକୁ ସିବିଆଇ ତଦନ୍ତ କରିବା ଦାବିରେ ଜିଲ୍ଲା ବିଜେପି ପକ୍ଷରୁ ୮ ଘଣ୍ଟିଆ ଝାରସୁଗୁଡ଼ା ବନ୍ଦ ଡାକରା ଦିଆଯାଇଛି । ଶନିବାର…

ଆନ୍ଧ୍ର-ଓଡ଼ିଶା ସୀମା ବିବାଦ: ନୀବନଙ୍କୁ ଭେଟିବେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ଆସିବେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ । ୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଭେଟିବା କାର୍ଯ୍ୟକ୍ରମ ।…

ଶନିବାର ଠାରୁ ଲାଗୁହେବ ସଂଶୋଧିତ ତେଲ ଦର

ଭୁବନେଶ୍ୱର: ତୈଳ ଦର ହ୍ରାସ ନେଇ ରାଜ୍ୟ ସରକାରଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ । ପେଟ୍ରୋଲ ଓ ଡିଜେଲ ଉପରୁ ୪% ଲେଖାଏଁ କମିଲା ଭାଟ୍ । ପେଟ୍ରୋଲରୁ ୨୮%, ଡିଜେଲରୁ ୨୪% ଭାଟ୍ ନେବେ ରାଜ୍ୟ ସରକାର । ପୂର୍ବରୁ ପେଟ୍ରୋଲରୁ…

ଆର୍ୟନ ଖାନ୍ ଗିରଫ ଘଟଣା: ତଦନ୍ତ କରିବେନି ସମୀର ୱାଙ୍ଖଡ଼େ

ମୁମ୍ବାଇ କ୍ରୁଜ ପାର୍ଟିରେ ଡ୍ରଗ୍ସ କାରବାର ମାମଲା ଓ ଆର୍ୟନ ଖାନ୍ ଗିରଫ ଘଟଣା । ଆର୍ୟନ ଖାନ୍ ମାମଲାର ତଦନ୍ତ ଭାରରୁ ହଟିଲେ ସମୀର ୱାଙ୍ଖଡ଼େ । ଏନିସିବି ଅଧିକାରୀ ସମୀର ୱାଙ୍ଖଡ଼େଙ୍କୁ ଏନସିବି ମୁଖ୍ୟାଳୟକୁ ବଦଳି ।…

ଭିଜିଲାନ୍ସ ଜାଲରେ ମୁଖ୍ୟ କିରାଣି

ଭୁବନେଶ୍ୱର: ଲାଞ୍ଚ ନେଇ ଧରାପଡ଼ିଲେ ମୁଖ୍ୟ କିରାଣି । ବିଲ୍ ପାଇଁ କଣ୍ଟ୍ରାକ୍ଟରଙ୍କଠାରୁ ନେଉଥିଲେ ସାଢ଼େ ୩ ହଜାର ଟଙ୍କା । ମୁଖ୍ୟ କିରାଣି ପ୍ରଣୟ କୁମାର ପଟ୍ଟନାୟକଙ୍କୁ ଧରିଲା ଭିଜିଲାନ୍ସ । ଭୁବନେଶ୍ୱର ଆର ଆଣ୍ଡ ବି…

ମାନସିକ ବିକୃତ ବ୍ୟକ୍ତିଙ୍କୁ ପଥରରେ ଛଚି ହତ୍ୟା, ପୋଲିସର ତଦନ୍ତ ଜାରି                                                   

କେନ୍ଦୁଝର ସଦର ଥାନା ଅନ୍ତର୍ଗତ଼ ପଦ୍ମପୁର ବଜାରରେ ଜଣେ ମାନସିକ ବ୍ୟକ୍ତିଙ୍କୁ କେହି ପଥରରେ ଛେଚି ହତ୍ୟା କରିଛି। ତେବେ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିଥିବାବେଳେ ପଦ୍ମପୁର ଅଞ୍ଚଳରେ ବୁଲୁଥିବା ସମୟରେ ଗତକାଲି ତାଙ୍କୁ…

କୁଚ୍ ବିହାର ପାଇଁ ୧୯ ବର୍ଷରୁ କମ୍ ଓଡ଼ିଶା ଟିମ୍ ଘୋଷିତ: ବିଦର୍ଭ ସହ ପ୍ରଥମ ମ୍ୟାଚ୍

ଭୁବନେଶ୍ୱର: କୁଚ୍ ବେହାର ଟ୍ରଫି କ୍ରିକେଟ ପାଇଁ ୧୯ ବର୍ଷରୁ କମ ଓଡ଼ିଶା ଟିମ୍ ଘୋଷିତ ହୋଇଛି । ଘୋଷିତ ୨୨ ଜଣିଆ ଟିମରେ ଶ୍ରେଷ୍ଠ ସିଂହଙ୍କୁ ଅଧିନାୟକ ଦାୟିତ୍ୱ । ନଭେମ୍ବର ୨୯ରୁ ଇନ୍ଦୋରରେ ଆରମ୍ଭ ହେବ କୁଚ୍ ବେହାର…

ଶସ୍ତା ହେବ ଖାଇବା ତେଲ, ଶୁଳ୍କ ହ୍ରାସ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଦିନକୁ ଦିନ ରୋଷେଇ ଘରକୁ ମହଙ୍ଗା ମାଡ଼ ବଢ଼ିବାରେ ଲାଗିଛି । ପେଟ୍ରୋଲ ଡିଜେଲ ପରେ ଖାଇବା ତେଲ ଦର ବି ଆକାଶ ଛୁଆଁ ହେବାରେ ଲାଗିଛି । କିନ୍ତୁ ଏହାରି ମଧ୍ୟରେ ସାଧାରଣ ବର୍ଗ ଲୋକଙ୍କ ଆସିଛି ଖୁସି ଖବର ।…