fbpx
Browsing Category

Breaking News

ମମିତା ହତ୍ୟା ମାମଲାରେ ନୂଆ ମୋଡ଼; ମିଳିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ

କଳାହାଣ୍ଡି(ଓଡ଼ିଶା ଭାସ୍କର): କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣାରେ ପୁଣି ସାମ୍ନାକୁ ଆସିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ଦୋକାନୀ ବିବେକ ଅଗ୍ରୱାଲ ନାମକ ବ୍ୟକ୍ତିଙ୍କ…

ଚୀନ ମାଟି ତଳେ ତିଆରି କରୁଛି ଭୟଙ୍କର ପରମାଣୁ ଯୁଦ୍ଧାସ୍ତ୍ର: ଆମେରିକାକୁ ପଛକୁ ଠେଲି ନମ୍ବର-୧ ଲକ୍ଷ୍ୟରେ ଡ୍ରାଗନ, ଭାରତ ପାଇଁ ସତର୍କ ଘଣ୍ଟି

ନୂଆଦିଲ୍ଲୀ: ସମଗ୍ର ବିଶ୍ୱ ପାଇଁ ବର୍ତ୍ତମାନ ବିପଦ ଭାବେ ଉଭା ହୋଇଛି ଚୀନ । ପୂର୍ବରୁ ଆମେରିକା-ରୁଷିଆ ମଧ୍ୟରେ ଶୀତଳ ଯୁଦ୍ଧ ଦେଖିବାକୁ ମିଳିଥିବା ବେଳେ ଆଗକୁ ଏହା ଆମେରିକା-ଚୀନ ମଧ୍ୟରେ ହେବାର ସମ୍ଭାବନା ରହିଛି ।…

ଅନ୍ୟ ମହିଳା ସହ ସ୍ୱାମୀକୁ ଦେଖିଲା ପତ୍ନୀ, ରାଗରେ ନିଜର ୫ ଛୁଆର ତଣ୍ଟି ଚିପିି ମାରି ଦେଲା!

ନୂଆଦିଲ୍ଲୀ: ଜର୍ମାନୀର ଜଣେ ମହିଳା ନିଜ ସ୍ୱାମୀର ଅନ୍ୟ ଜଣେ ମହିଳାଙ୍କ ସହିତ ପ୍ରେମ ସମ୍ପର୍କ ଥିବାରୁ ରାଗରେ ଆସି ନିଜର ୫ଜଣ ସନ୍ତାନକୁ ମାରିଦେଇଛି । ତେବେ ମହିଳା ଜଣକ ନିଜର ପିଲାମାନଙ୍କୁ ମାରିବା ପୂର୍ବରୁ ନିଜ…

ଲୋକଙ୍କୁ ବଡ଼ ଆଶ୍ୱସ୍ତି; ଏହି ରାଜ୍ୟରେ ପେଟ୍ରୋଲ ୧୩.୩୦ ଓ ଡିଜେଲ ୧୯ ଟଙ୍କା ହେଲା ଶସ୍ତା

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଉପରେ କେନ୍ଦ୍ର ସରକାର ଏକ୍ସାଇଜ ଶୁଳ୍କ ହ୍ରାସ କରିବା ପରେ ଅନେକ ରାଜ୍ୟ ଭାଟ୍ ହ୍ରାସ କରିଛନ୍ତି । ଏପରି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ବସଭରାଜ ବୋମ୍ମଇଙ୍କ ନେତୃତ୍ୱରେ କର୍ଣ୍ଣାଟକ…

ବାଣ କଟକଣାର ଉଡ଼ିଲା ଧଜ୍ଜିଆ: ବାୟୁପ୍ରଦୂଷଣ ଯୋଗୁଁ ବିପଜ୍ଜନକ ସ୍ଥିତିରେ ରାଜଧାନୀ

ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ ଦ୍ୱାରା ବାଣ ଫୁଟାଇବାକୁ ସମ୍ପୂର୍ଣ୍ଣ ବ୍ୟାନ୍ କରାଯାଇଥିଲେ ବି ଲୋକମାନେ ଏହାକୁ ମାନି ନଥିଲେ ଓ ଅଧିକ ବାଣ ଫୁଟାଇଥିଲେ । ଏହାର ପରିମାଣ ସ୍ୱରୂପ ଆଜି ଦିଲ୍ଲୀ ଏନସିଆରରେ ବାୟୁ ପ୍ରଦୂଷଣ…

ବିଶ୍ୱବାସୀଙ୍କୁ ମିଳିଲା ପ୍ରଥମ କରୋନା ବଟିକା, ଏହାକୁ ଖାଇବା ପରେ ମୃତ୍ୟୁ ଆଶଙ୍କା ବହୁତ କମ୍

ନୂଆଦିଲ୍ଲୀ: ଶେଷରେ ବିଶ୍ୱବାସୀଙ୍କୁ ମିଳିଛି ପ୍ରଥମ କରୋନା ବଟିକା । କରୋନା ବିପକ୍ଷରେ ଲଢ଼େଇ ପାଇଁ ଏହା ଏକ ନୂଆ ଅସ୍ତ୍ର ଭାବେ କାର୍ଯ୍ୟ କରିବ । ବ୍ରିଟେନରେ ଏହାକୁ ବ୍ୟବହାର ନେଇ ଅନୁମତି ମିଳିସାରିଥିବା ବେଳେ…

ଆମାଜନରୁ ଅର୍ଡର୍ କରିଥିଲେ ପାସପୋର୍ଟ କଭର୍, କମ୍ପାନୀ ପଠାଇଦେଲା ଜଣେ ବ୍ୟକ୍ତିଙ୍କ ପାସପୋର୍ଟ

ନୂଆଦିଲ୍ଲୀ: କେରଳର ୱାଇନାଡ୍ ଜିଲ୍ଲାରେ ଗମ୍ଭୀର ଅବହେଳାର ଖବର ସାମନାକୁ ଆସିଛି । ଏଠାରେ ଜଣେ ବ୍ୟକ୍ତି ଇ-କମର୍ସ କମ୍ପାନୀ ଆମାଜନ୍ ରୁ ପାସପୋର୍ଟ କଭର୍ ଅର୍ଡର୍ କରିଥିଲେ । ହେଲେ କମ୍ପାନୀ ଜଣେ ବ୍ୟକ୍ତିଙ୍କର…

ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି ଅନାବରଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଡ଼ା ସୁରକ୍ଷା ସହିତ ଆଜି କେଦାରନାଥ ଗସ୍ତ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାବା କେଦାରନାଥଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିଛନ୍ତି । ପୂଜା…

ରାଜ୍ୟରେ ତଳକୁ ଖସିଲା କରୋନା: ଆଜି ୧୭୦ ପଜିଟିଭ୍, ୩ ଜଣଙ୍କର ପ୍ରାଣ ଗଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…

୨୩ ବର୍ଷ ବୟସରେ ଜିତିଛନ୍ତି ୨ଟି ବିଶ୍ୱକପ୍ ଟାଇଟଲ୍, ଆଜି ସବୁଠାରୁ ସଫଳ କ୍ୟାପଟେନ୍

ନୂଆଦିଲ୍ଳୀ: ବିରାଟ କୋହଲୀ, କେବଳ ନାମ ହିଁ ଯଥେଷ୍ଟ । ଆଜି ନଭେମ୍ବର ୫ ତାରିଖ ହେଉଛି ଭାରତୀୟ କ୍ରିକେଟ୍ ଟିମ୍ ଅଧିନାୟକ ବିରାଟ କୋହଲୀଙ୍କ ଜନ୍ମଦିନ । ସେ ଆଜି ୩୩ ବର୍ଷରେ ପାଦ ଥାପିଛନ୍ତି । ହେଲେ ସେ ୨୩ ବର୍ଷ ବୟସରେ…