Browsing Category
Breaking News
ଦ୍ରୌପଦୀଙ୍କୁ ନୁହେଁ ଯଶୱନ୍ତଙ୍କୁ ଭୋଟ ଦେଇଛନ୍ତି BJPର ଦୁଇ ବିଧାୟକ: ମୋହନ ମାଝିଙ୍କୁ ତାରାଙ୍କ ତେରଛା ବାଣ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଷ୍ଟ୍ରପତି ନିର୍ବାଚନ ପାଇଁ ସରିଛି ମତଦାନ ପ୍ରକ୍ରିୟା । ଆସନ୍ତାକାଲି ପ୍ରକାଶ ପାଇବ ରାଷ୍ଟ୍ରପତି ନିର୍ବାଚନର ଫଳାଫଳ । ତେବେ ଏନେଇ ସାରା ଦେଶ ଉତ୍ସୁକତାର ସହ ଚାହିଁ ରହିଥିବା ବେଳେ…
ସ୍ଥଗିତ ହେଲା JEE Main Session-2 ପରୀକ୍ଷା, ନୋଟିସ୍ ଜାରି କଲା NTA, ଜାଣନ୍ତୁ କେବେ ହେବ ପରୀକ୍ଷା
ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ଯୁଗ୍ମ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା (ଜେଇଇ ମେନ) ସେସନ-୨କୁ ସ୍ଥଗିତ କରାଯାଇଛି । ପରୀକ୍ଷା ତାରିଖ ପରିବର୍ତ୍ତନ ନେଇ ଏନଟିଏ ପକ୍ଷରୁ ଏକ ନୋଟିସ୍…
ଭୁବନେଶ୍ୱର, ବାଲେଶ୍ୱର, ଦେବଗଡ଼ ଚାରିଆଡ଼େ ଖାଲି ରାଗିଂ: ପୁଣି ବିଜେବି କଲେଜର ଜଣେ ଛାତ୍ରଙ୍କୁ ରାଗିଂ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ରାଜଧାନୀ ଭୁବନେଶ୍ୱରର ବିଜେବି କଲେଜରେ ରାଗିଂ । ଗତ ୨ ତାରିଖରେ ଯୁକ୍ତ ଦୁଇ ପ୍ରଥମ ବର୍ଷ ଇତିହାସ ସ୍ନାତକ ଶ୍ରେଣୀର ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା କରିଥିଲେ । ରୁଚିକାଙ୍କ…
କେବଳ ମୋକିମ୍ ନୁହନ୍ତି, ଆଉ ଜଣେ କଂଗ୍ରେସ ବିଧାୟକ ଦ୍ରୌପଦୀଙ୍କୁ ଭୋଟ ଦେଇଛନ୍ତି: ମୋହନ ମାଝୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଖାଲି ମୋକିମ ନୁହେଁ ଆଉ ଜଣେ କଂଗ୍ରେସ ବିଧାୟକ ବି ଦ୍ରୌପଦୀଙ୍କୁ ଭୋଟ ଦେଇଛନ୍ତି । ରାଷ୍ଟ୍ରପତି ନିର୍ବାଚନରେ ପାର୍ଟି ନୁହେଁ ମାଟିକୁ ପସନ୍ଦ କରିଛନ୍ତି । ଯଶୋବନ୍ତ ସିହ୍ନାଙ୍କୁ…
ସାପ ବୋଲି କ’ଣ ମୋର ହୃଦୟ ନାହିଁ: ଭୋକରେ ଛଟପଟ ହୋଇ ମରିଗଲା ପଛେ ଛୁଆଙ୍କୁ ଖାଇଲାନି ନାଗୁଣୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏ ଦୁନିଆରେ ମାଆକୁ ସବୁଠାରୁ ଉଚ୍ଚସ୍ଥାନ ଦିଆଯାଇଥାଏ । କାରଣ ଗୋଟିଏ ମାଆ ତା’ର ଛୁଆକୁ ଜନ୍ମ ଦେବା ପାଇଁ ଯେଉଁ କଷ୍ଟ ସହ୍ୟ କରେ ତାହା ଆଉ କାହା ପକ୍ଷେ ସମ୍ଭବ ହୋଇନଥାଏ । ତେବେ କେବଳ ମଣିଷ…
ସବୁଦିନ ପାଇଁ ଆଖି ବୁଜିଲେ DSP, SI ଓ Constable: ହରିୟାଣା, ଝାଡ଼ଖଣ୍ଡ ପରେ ଗୁଜରାଟରେ ଜଣେ ପୋଲିସଙ୍କୁ ହତ୍ୟା କଲେ ଅପରାଧୀ
ନୂଆଦିଲ୍ଲୀ: ନିକଟରେ ଖାକି ଉପରେ ଅପରାଧୀଙ୍କର ଜୁଲମ୍ ବଢ଼ିବାରେ ଲାଗିଛି । ଗତକାଲି ହରିୟାଣାର ଜଣେ ଜଣେ ଡିଏସପିଙ୍କୁ ଅପରାଧୀମାନେ ବୀଭତ୍ସ ଭାବେ ହତ୍ୟା କରିଥିଲେ । ଆଜି ଝାଡ଼ଖଣ୍ଡର ଜଣେ ଏସଆଇ ଦୁର୍ବୃତ୍ତଙ୍କ ଦ୍ୱାରା…
ମଧ୍ୟାନ୍ନ ଭୋଜନ ଦୁର୍ନୀତି ପ୍ରସଙ୍ଗ ନେଇ ବିଧାନସଭା ହୁଲସ୍ତୁଲ, କାଠଗଡାରେ ସରକାର
ଭୁବନେଶ୍ୱର: ମଧ୍ୟାନ୍ନ ଭୋଜନରେ ବଡ ଦୁର୍ନୀତି। ପ୍ରତି ବସ୍ତାରେ ଗାଏବ୍ ହେଇଯାଉଛି୨/୩କେଜି ଚାଉଳ। ଆଉ ପିଲାଙ୍କ ପେଟରେ ପଡୁଛି ଲାତ। ଅନେକ ଦିନ ଧରି ଏହି ବିଷୟରେ ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ଶୋଇ ରହିଥିଲେ ସରକାର।…
ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ବାସଭବନ ଘେରାଉ କଲା ଛାତ୍ର କଂଗ୍ରେସ, ପ୍ରତିବାଦ ବେଳେ ଉଠାଇନେଲା ପୋଲିସ
ଭୁବନେଶ୍ୱର: ବିଜେବି ଛାତ୍ରୀ ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦାବି କରି ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ବାସଭବନ ଘେରାଉ କରିଛି ଛାତ୍ର କଂଗ୍ରେସ । ରୁଚିକାଙ୍କୁ ନ୍ୟାୟ ଦାବିରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କ…
ରାଉରକେଲା NITରେ ଭୟଙ୍କର ଅଗ୍ନିକାଣ୍ଡ
ରାଉରକେଲା(ଓଡ଼ିଶା ଭାସ୍କର): ରାଉରକେଲା ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜିର ବା ଏନଆଇଟି ଇଲେକ୍ଟ୍ରିକାଲ ବିଭାଗରେ ହୋଇଛି ଭୟଙ୍କର ଅଗ୍ନିକାଣ୍ଡ । ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ…
(Video)ମହିଳା ସାଂସଦ ‘ବାହୁବଳୀ’ ଷ୍ଟାଇଲରେ ଉଠାଇଲେ ସିଲିଣ୍ଡର: ମୁଦ୍ରାସ୍ଫୀତିକୁ ନେଇ କେନ୍ଦ୍ର ଉପରେ ବର୍ଷିଲା କଂଗ୍ରେସ
ନୂଆଦିଲ୍ଲୀ: ମହଙ୍ଗା ଦରଦାମକୁ ନେଇ କେନ୍ଦ୍ରର ମୋଦୀ ସରକାରଙ୍କୁ ପୁଣି ଟାର୍ଗେଟ କରିଛି କଂଗ୍ରେସ । ବୁଧବାର ଦିନ ସଂସଦରେ କଂଗ୍ରେସ ଏହାକୁ ନେଇ ବିରୋଧ ପ୍ରଦର୍ଶନ କରିଛି । ଏହି ସମୟରେ ଜଣେ ମହିଳା ସାଂସଦ ଗ୍ୟାସ…