
Browsing Category
Breaking News
ଆସନ୍ତା 3ଦିନ ସାବଧାନ ରୁହନ୍ତୁ ଏହି ଜିଲ୍ଲାବାସୀ, ଆସୁଛି ଆଉ 2 ଲଘୁଚାପ
ଭୁବନେଶ୍ବର: ଗତ କିଛି ଦିନ ହେବ ବର୍ଷା ଲାଗି ରହିଥିବା ବେଳେ ଗତକାଲି କିଛି ସ୍ଥାନରେ ଟାଣ ଖରା ଦେଖାଯାଇଥିଲା । ତେବେ ବର୍ତ୍ତମାନ ବଡ଼ ବର୍ଷାର ସମ୍ଭାବନା ରହିନଥିବା ବେଳେ ସେପ୍ଟମ୍ବରରେ ଦୁଇଟି ଲଘୁଚାପ ଆସିବା ନେଇ…
ମନାଲି ଟ୍ରିପ୍ ହେଲା କାଳ: ବନ୍ଧୁର ସ୍ତ୍ରୀକୁ ନେଇ ଯାଇଥିଲେ ବୁଲି, ଘରକୁ ଫେରିବା ପରେ ଭୟଙ୍କର ପ୍ରତିଶୋଧ ନେଲା ସ୍ୱାମୀ
ନୂଆଦିଲ୍ଲୀ: ଦିଲ୍ଲୀ ସଂଲଗ୍ନ ଫରିଦାବାଦରୁ ଏକ ଲୋମ ଟଙ୍କୁରା ଖବର ସାମ୍ନାକୁ ଆସିଛି। ଏଠାରେ ରହୁଥିବା ଜଣେ ବ୍ୟକ୍ତି ତାଙ୍କ ବନ୍ଧୁଙ୍କ ସ୍ତ୍ରୀଙ୍କୁ ମନାଲି ବୁଲିବାକୁ ନେଇ ଯାଇଥିଲେ। ଏଥିରେ ତାଙ୍କ ବନ୍ଧୁ ବହୁତ ରାଗି…
ସାଥ୍ ଦେଲାନି ଫିଟନେସ୍; ହୋଇପାରିଲେନି କ୍ରିକେଟର, ବନିଗଲେ ଲୁଟେରା, ଏବେ ଜେଲରେ, ଜାଣନ୍ତୁ କିଏ ସେ କ୍ରିକେଟର ?
ଲକ୍ଷ୍ନୌ: ଟଙ୍କା ଲୋଭରେ ଜଣେ ଜଣେ ବ୍ୟକ୍ତି ଏପରି କିଛି କରନ୍ତି, ଯାହା ତାଙ୍କର ସାରା ଜୀବନକୁ ନଷ୍ଟ କରିଦିଏ । ଜଣେ କ୍ରିକେଟରଙ୍କ ସହିତ ଠିକ୍ ଏପରି କିଛି ହୋଇଛି । ଯିଏ ଜଣେ କ୍ରିକେଟରରୁ ବନି ଯାଇଛନ୍ତି କୁଖ୍ୟାତ…
ରାତି ଅଧରେ ଭୁବନେଶ୍ବରରେ ଛାତିଥରା ଘଟଣା, ପେଟ୍ରୋଲ୍ ଢାଳି ନିଜ ଦେହରେ ନିଆଁ ଲଗାଇଦେଲେ ଆଇନଜୀବୀ
ଭୁବନେଶ୍ବର: ପାଣ୍ଡରା ଅଞ୍ଚଳରେ ଅଭାବନୀୟ ଘଟଣା । ଏଠାରେ ଜଣେ ଆଇନଜୀବୀ ଜୀବନ ଦଗ୍ଧ ହୋଇ ପ୍ରାଣ ହରାଇଛନ୍ତି ।
ସେ ନିଜ ଉପରେ ପେଟ୍ରୋଲ ଢାଳି ଆତ୍ମହୁତି ଦେଇଥିବା ଜଣାପଡିଛି । ମୃତକ ହେଲେ ଦୀପକ କୁମାର ସାହୁ ଏବଂ ସେ…
ଅନଲାଇନ ଅର୍ଡର କରୁଥିଲେ ସାବଧାନ! ସାଣ୍ଡୱିଚ୍ରୁ ବାହାରିଲା ପ୍ଲାଷ୍ଟିକ ଗ୍ଲୋଭ୍, ଏଭଳି ଉତ୍ତର ଦେଲା Zomato
ନୂଆଦିଲ୍ଲୀ: ହରିୟାଣାର ଗୁରୁଗ୍ରାମର ବାସିନ୍ଦା ସତୀଶ ସରଭଗୀ ତାଙ୍କ ଭୋକ ମେଣ୍ଟାଇବା ପାଇଁ ଜୋମାଟୋ ମାଧ୍ୟମରେ ସାଲାଡ୍ ଡେଜ୍ ରୁ ୨ଟି ସାଣ୍ଡୱିଚ୍ ଅର୍ଡର କରିଥିଲେ । କିନ୍ତୁ ଯାହା ଘଟିଲା ତାହା ତାଙ୍କୁ ଆଶ୍ଚର୍ଯ୍ୟ…
(Breaking) ଜଗନ୍ନାଥ ମନ୍ଦିରରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁରେ ଜଳିଗଲେ ଜଗନ୍ନାଥଙ୍କ ସମେତ ତିନି ଠାକୁର
ବ୍ରହ୍ମଗିରି: ଜଗନ୍ନାଥ ମନ୍ଦିରରେ ଭୟଙ୍କର ଅଗ୍ନିକାଣ୍ଡ। ନିଆଁର ଆଁରେ ଜଳିଗଲେ ତିନି ଠାକୁର। ସେବାୟତ ସନ୍ଧ୍ୟା ଆଳତୀ ବେଳେ ଯେଉଁ ଦୀପ ଦେଇଥିଲେ ସେହି ଦୀପରୁ ନିଆଁ ଲାଗିଥିବା ଆଶଙ୍କା କରାଯାଉଛି।
ଏହି ଭୟଙ୍କର…
୩୧ ତାରିଖରେ ହେବାକୁ ଥିବା ହୋମଗାର୍ଡ ପରୀକ୍ଷା ସ୍ଥଗିତ, ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କରନ୍ତୁ ଅପେକ୍ଷା
କୋରାପୁଟ: ଗୃହରକ୍ଷୀ ପଦବୀ ପାଇଁ ହେବାକୁ ଥିବା ପାରକ୍ଷା ସ୍ଥଗିତ । ୩୧ ତାରିଖରେ ପରୀକ୍ଷା ଅନୁଷ୍ଠିତ ହେବାକୁ ଥିଲା ।
୧୨୫ଟି ପଦବୀ ପାଇଁ ପରୀକ୍ଷା ହେବାର ଥିଲା । ପ୍ରତିକୂଳ ପାଗ, ପରିସ୍ଥିତି ଓ ପ୍ରାର୍ଥୀଙ୍କ…
ରାସ୍ତାରେ ବସର ହେଲା ବ୍ରେକ ଫେଲ୍, ଅଟୋକୁ ଯାଇ ପିଟି ହେବାରୁ 6 ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ: କର୍ଣ୍ଣାଟକ-କେରଳ ସୀମାନ୍ତ ତାଲାପାଡିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ୧୦ ବର୍ଷର ବାଳକ ଏବଂ ତାଙ୍କ ମାଆଙ୍କ ସମେତ ଛଅ ଜଣଙ୍କର ମୃତ୍ୟୁ ହୋଇଛି ।
କାସରଗୋଡ଼ରୁ ମାଙ୍ଗାଲୁରୁ ଯାଉଥିବା…
ୟୁକ୍ରେନ ଉପରେ ରୁଷର ବଡ଼ ଆକ୍ରମଣ, କ୍ଷେପଣାସ୍ତ୍ର ମାଡ଼ରେ 15ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ଆଜି ରୁଷ ୟୁକ୍ରେନ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଆକ୍ରମଣ କରିଥିଲା, ଯେଉଁଥିରେ ୟୁକ୍ରେନରେ ୪ ଶିଶୁ ସମେତ ମୋଟ ୧୫ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହାର ପ୍ରତିକ୍ରିୟାରେ ରାଷ୍ଟ୍ରପତି ଭୋଲୋଡିମିର…
ସେପ୍ଟେମ୍ବର ଦ୍ଵିତୀୟ ସପ୍ତାହରୁ ଆରମ୍ଭ ହେବ କୁକୁର ଗଣନା, ଗଣିବେ BMC କର୍ମଚାରୀ
ଭୁବନେଶ୍ବର: ସେପ୍ଟେମ୍ବର ଦ୍ଵିତୀୟ ସପ୍ତାହରୁ BMCରୁ ଆରମ୍ଭ ହେବ କୁକୁର ଗଣନା । ଏନେଇ ସୂଚନା ଦେଇଛନ୍ତି BMC କମିଶନର ଚଞ୍ଚଳ ରାଣା ।
ଭେଟେନାରୀ ଡାକ୍ତରଙ୍କ ପରାମର୍ଶରେ ପ୍ରତି ୱାର୍ଡରେ ଗଣନା ହେବ । ପ୍ରତି ୱାର୍ଡ…