Browsing Category

Breaking News

ଆଜି ରୁଷିଆ-ୟୁକ୍ରେନ ମଧ୍ୟରେ ଚତୁର୍ଥ ପର୍ଯ୍ୟାୟ କଥାବାର୍ତ୍ତା

ନୂଆଦିଲ୍ଲୀ: ରୁଷିଆ-ୟୁକ୍ରେନ ମଧ୍ୟରେ ଆଜି ଚତୁର୍ଥ ପର୍ଯ୍ୟାୟ ଆଲୋଚନା ହେବାକୁ ଯାଉଛି । ଭର୍ଚୁଆଲ ମୋଡରେ ଉଭୟ ଦେଶର ପ୍ରତିନିଧିଙ୍କ କଥାବାର୍ତ୍ତା ହେବ । ପୂର୍ବରୁ ୩ ଥର ଆଲୋଚନା ହୋଇଥିଲେ ବି ସମାଧାନର ବାଟ ବାହାରି…

ପେଟିଏମ୍‌ ସଂସ୍ଥାପକ ବିଜୟ ଶେଖର ଗିରଫ, ଡିସିପିଙ୍କ ଗାଡିକୁ ଧକ୍କା ଦେଇ ଚମ୍ପଟ୍ ମାରୁଥିବା ବେଳେ ମାଡ଼ି ବସିଲା ପୋଲିସ

ନୂଆଦିଲ୍ଲୀ: ପେଟିଏମର ସଂସ୍ଥାପକ ତଥା ଭାରତୀୟ ଯୁବ ଉଦ୍ୟୋଗୀ ବିଜୟ ଶେଖର ଶର୍ମାଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି । ଦିଲ୍ଲୀର ମାଲବିୟ ନଗରରେ ଥିବା ମଦର ଇଣ୍ଟରନ୍ୟାସନାଲ ସ୍କୁଲ ନିକଟରୁ ତାଙ୍କୁ ପୋଲିସ ଗିରଫ କରିଛି ।…

ଓଡ଼ିଶା ଇତିହାସରେ ପ୍ରଥମ: ବିଜେଡି ଦଖଲରେ ୩୦ ଜିଲ୍ଲା ପରିଷଦ, ୭୦ ପ୍ରତିଶତ ମହିଳାଙ୍କ ହାତରେ ଶାସନ ଭାର

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌) : ଓଡ଼ିଶା ଇତିହାସରେ ପ୍ରଥମ ଥରପାଇଁ ଏବଂ ବୋଧ ହୁଏ ସମଗ୍ର ଦେଶରେ କୌଣସି ଏକ ଆଞ୍ଚଳିକ ଦଳ ରାଜ୍ୟର ସମସ୍ତ ଜିଲ୍ଲାରେ ଜିଲ୍ଲାପରିଷଦ ଗଠନ କରିବାରେ ସଫଳ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ…

ନିର୍ବାଚନି ଉଷ୍ମତା ସହ ବଢ଼ିବ ଅସହ୍ୟ ତାତି: ୧୬ରୁ ବର୍ଷିବ ନିଆଁ, ୨ ଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌) : ରାଜ୍ୟରେ ଗତ କିଛିଦିନ ହେବ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି । ଯାହାଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ସକାଳ ୮ଟାରୁ ଖରାର ପ୍ରାଦୁର୍ଭାବ ଅନୁଭୂତ ହେଉଛି । ଏପରିକି ଦିନ…

ମଦ ଦୋକାନରେ ପଶିଲେ, ପଥର ମାରି ଭାଙ୍ଗିଲେ ବୋତଲ: ଭାଇରାଲ ହେଉଛି ଉମା ଭାରତୀଙ୍କ ଉଗ୍ର ରୂପ

ମଦ ଦୋକାନରେ ପଶିଲେ, ଆଉ ରାଗରେ ପଥର ଫୋପାଡ଼ି ମଦ ବୋତଲ ଗୁଡ଼ିକୁ ଭାଙ୍ଗିଦେଲେ । ଏଭଳି କିଛି ଉଗ୍ର ରୂପ ଦେଖାଇଛନ୍ତି ବିଜେପି ବରିଷ୍ଠ ନେତା ଉମା ଭାରତୀ । ରବିବାର ଉମା ଭାରତୀ ଭୋପାଳ ଏକ ମଦ ଦୋକାନ ମଧ୍ୟରେ ପଶିଥିଲେ ଏବଂ…

ପିଙ୍କ ବଲ୍ ଟେଷ୍ଟରେ ବିଜୟଠୁ ୯ ଓ୍ଵିକେଟ୍ ଦୂରରେ ଭାରତ, ଦ୍ଵିତୀୟ ଦିନରେ ଶ୍ରୀଲଙ୍କା ୨୮/୧

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଖେଳାଯାଉଥିବା ପିଙ୍କ ବଲ୍ ଟେଷ୍ଟରେ ଭାରତର ପଲ୍ଲା ଭାରି ରହିଛି। ଦ୍ଵିତୀୟ ଦିନର ଖେଳ ଶେଷ ସୁଦ୍ଧା ଶ୍ରୀଲଙ୍କା ଦ୍ଵିତୀୟ ଇନିଂସରେ ଗୋଟିଏ ଓ୍ଵିକେଟ୍ ବିନିମୟରେ ୨୮ ରନ କରିଛି। କୁଶଲ…

ପୁଟିନ ସେନାଙ୍କ ଗୁଳିରେ ପ୍ରାଣ ହରାଇଲେ ଆମେରିକୀୟ ପତ୍ରକାର: ଅନ୍ୟ ଜଣେ ଆହତ

ୟୁକ୍ରେନରେ ଋଷର ଆକ୍ରମଣ ଜାରି ରହିଛି । ଏହାରି ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ୟୁକ୍ରେନରେ ଜଣେ ଆମେରିକୀୟ ସାମ୍ବାଦିକଙ୍କୁ ଗୁଳିମାରି ହତ୍ୟା କରିଦିଆଯାଇଛି । ଯୁଦ୍ଧରେ ପ୍ରଥମ ଥର କେହି ଆମେରିକୀୟଙ୍କ ମୃତ୍ୟୁ…

ମାଇନସ ତାପମାତ୍ରାରେ କବାଡି ଖେଳିଲେ ଆଇଟିବିପି ଯବାନ, ଭାଇରାଲ ହେଉଛି ଭିଡିଓ…

ଭାରତୀୟ ସେନାର ବୀର ଯବାନଙ୍କ ଭିଡିଓ ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । କେତେବେଳେ ଭିଡିଓରେ ଶତ୍ରୃକୁ ଉଚିତ୍ ଜବାବ ଦେଉଥିବାର ତ’ କେତେବେଳେ ମାଇନସ ତାପମାତ୍ରାରେ ଭାରତ ସୀମାରେ ରକ୍ଷା କରୁଥିବା…

ସୋନିଆ ଗାନ୍ଧୀଙ୍କ ହାତରେ ରହିବ କଂଗ୍ରେସର ଦାୟିତ୍ଵ, ପାର୍ଟିକୁ ମଜବୁତ କରିବା ଉପରେ ଫୋକସ୍

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ସମେତ ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନରେ ଲଜ୍ଜାଜନକ ପରାଜୟ ପରେ ରବିବାର କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷରେ ଅନୁଷ୍ଠିତ ହୋଇଛି। ତେବେ…

ରାହୁଲ ଗାନ୍ଧୀଙ୍କୁ ପାର୍ଟିର ଅଧ୍ୟକ୍ଷ କରିବା ଉଚିତ୍, ଗେହଲଟ୍ କହିଲେ- ସେ ଏକାକୀ ମୋଦୀଙ୍କ ମୁକାବିଲା କରୁଛନ୍ତି

ନୂଆଦିଲ୍ଲୀ ୧୩।୦୩: କଂଗ୍ରେସ କାର୍ଯ୍ୟକମିଟି ବୈଠକ ରବିବାର ଅନୁଷ୍ଠିତ ହୋଇଛି। ଏହି ବୈଠକ ପୂର୍ବରୁ ଅନେକ ବଡ ନେତା ରାହୁଲ ଗାନ୍ଧୀଙ୍କୁ ପୁଣି ଥରେ ପାର୍ଟିର ଅଧ୍ୟକ୍ଷ କରିବାକୁ ନିଜର ଇଚ୍ଛା ପ୍ରକାଶ କରିଛନ୍ତି। ଏହି…