Browsing Category
Breaking News
ନାମରୁ ଜାଣନ୍ତୁ ଝିଅମାନଙ୍କର ସ୍ୱଭାବ, ଏହିପରି ଭାଗ୍ୟଶାଳୀଙ୍କୁ ବିବାହ କଲେ ବଦଳିଯିବ ଜୀବନ
ସାଧାରଣତଃ ଝିଅ ଓ ବୋହୂମାନଙ୍କୁ ମା’ ଲକ୍ଷ୍ମୀଙ୍କର ଅନ୍ୟ ରୂପ ବୋଲି କୁହାଯାଏ । ଘରେ ଝିଅଟିଏ ଥିଲେ ମା’ ସର୍ବଦା ଆମ ସାଥୀରେ ରହିଥାନ୍ତି ବୋଲି ଲୋକମାନେ ବିଶ୍ୱାସ କରନ୍ତି । ବିବାହ ପରେ ଝିଅଟିଏ ଅନ୍ୟ ଘରକୁ…
ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ଭୂପେନ୍ଦ୍ର, ଏହି ରାଜ୍ୟର ସିଏମ ହୋଇପାରନ୍ତି ସାମିଲ
ଅହମଦାବାଦ: ଜୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ଚୟନ ହୋଇଥିବା ଭୂପେନ୍ଦ୍ର ପଟେଲ ଆଜିର ଦିନ ୨ଟା ୨୦ରେ ନିଜ ପଦ ପାଇଁ ଶପଥ ନେବେ । ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ନେବାର ୨ ଦିନ ପରେ କ୍ୟାବିନେଟ ମନ୍ତ୍ରୀମାନଙ୍କୁ ଶପଥ ଦିଆଯିବ ।…
ସେପ୍ଟେମ୍ବରରେ ରେକର୍ଡ ଭାଙ୍ଗିଲା ବର୍ଷା, ପୁରୀରେ ସର୍ବାଧିକ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଙ୍ଗୋପସାଗରେରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତର ରୂପ ନେବାରୁ ଲଗାଣ ବର୍ଷା ଜାରି ରହିଛି । ପ୍ରବଳ ବର୍ଷାରେ ଭିଜୁଛି ସାରା ରାଜ୍ୟ । ଆଜି ବି ଦିନ ତମାମ ବର୍ଷା ଲାଗି ରହିବ ।…
ଜିପ୍କୁ ପଛପଟୁ ପିଟିଲା ଟ୍ରକ୍: ୭ ମୃତ, ୫ ଆହତ
ବେଙ୍ଗାଲୁରୁ: ଜିପ୍ କୁ ପଛପଟୁ ଟ୍ରକ୍ ଧକ୍କା ଦେବା ଫଳରେ ୭ ଜଣଙ୍କର ମୃତ୍ୟୁ ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଚିକ୍କାବାଲାପୁର ଜିଲ୍ଲା ଚିନ୍ତାମଣି ତହସିଲ ଅଧିନ ମେଡିକର କ୍ରସ ନିକଟରେ । ସୂଚନାନୁସାରେ ଏକ…
ମା’ ତାରିଣୀଙ୍କ ଆଶୀର୍ବାଦ ନେଲେ ପ୍ରମୋଦ ଭଗତ
କେନ୍ଦୁଝର (ଭାସ୍କର ନ୍ୟୁଜ୍): ଟୋକିଓ ପାରାଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ହାସଲ କରି ଓଡ଼ିଶା ତଥା ଭାରତକୁ ଗୌରବାନ୍ୱିତ କରିଥିବା ଓଡ଼ିଆ ପୁଅ ପ୍ରମୋଦ ଭଗତ ଆଜି ଘଟଗାଁ ମା’ ତାରିଣୀଙ୍କୁ ଦର୍ଶନ କରିଛନ୍ତି ।…
ଆଜି ବି ପ୍ରବଳ ଛେଚିବ ବର୍ଷା: ୭ ଜିଲ୍ଲାକୁ ରେଡ୍, ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ସତର୍କ ରହିବାକୁ ଜିଲ୍ଲାପାଳମାନଙ୍କୁ ଏସ୍ଆର୍ସିଙ୍କ…
ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍) : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେଇଛି । ଏହି ଅବପାତ ଏବେ ଚାନ୍ଦବାଲିଠାରୁ ଉତ୍ତର-ଦକ୍ଷିଣ ଉତ୍ତରଦିଗରେ ୮୦ କି.ମି., ପାରାଦୀପ…
ଆଜି କଟକ ବନ୍ଦ , ସକାଳ ୬ଟାରୁ ସଂନ୍ଧ୍ୟା ୬ଟା ଯାଏଁ ଗାଡ଼ି ଚଳାଚଳ ବନ୍ଦ
କଟକ (ଭାସ୍କର ନ୍ୟୁଜ୍): ବିଜେପି ପକ୍ଷରୁ ସୋମବାର ୧୨ ଘଣ୍ଟିଆ କଟକ ବନ୍ଦ ଡାକରା ଦିଆଯାଇଛି । ଆସନ୍ତା ଦୂର୍ଗାପୂଜାରେ ମା'ଙ୍କ ମୂର୍ତ୍ତି ଉଚ୍ଚତାକୁ ନେଇ ଉଠିଥିବା ବିବାଦ ପ୍ରସଙ୍ଗରେ ଏହି ବନ୍ଦ ଡାକରା ଦିଆଯାଇଛି ।…
କେବିସି-୧୩ ହଟ୍ ସିଟରେ ନଜର ଆସିବେ ନୀରଜ ଚୋପ୍ରା-ପୀଆର୍ ଶ୍ରୀଧର, ଦେଖନ୍ତୁ ପ୍ରୋମୋ
ମୁମ୍ବାଇ: କୈନ ବନେଗା କରୋଡପତି ୧୩ ତମ ସଂସ୍କରଣରେ ନିକଟରେ ଫାରା ଖାନ୍ ଏବଂ ଦୀପିକା ପାଦୁକୋନ୍ ହଟ୍ ସିଟ୍ ରେ ନଜର ଆସିଥିଲେ । ଏହା ପୂର୍ବରୁ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ସୌରଭ ଗାଙ୍ଗୁଲି ଓ ବିରେନ୍ଦ୍ର…
ଏଠାରେ ଟଫି-ଚକଲେଟ୍ ଦରରେ ମିଳୁଛି ଟାଙ୍କି ଫୁଲ୍ ତେଲ, ପେଟ୍ରୋଲ୍ ଓ ଡିଜେଲ ଏଠି ପୂରା ଶସ୍ତା
ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ୍ ଓ ଡିଜେଲ୍ ଦରକୁ ନେଇ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ଅନେକ ସହରରେ ଏବେ ତୈଳ ଦର ୧୦୦ ଟପିସାରିଲାଣି । ହେଲେ ଅନ୍ୟପଟେ ଦୁନିଆରେ ପେଟ୍ରୋଲିୟମ୍ ସମ୍ପଦରେ ଭରପୁର ଥିବା ଦେଶ…
ଛେଚୁଚି ବର୍ଷା: ୭ ଜିଲ୍ଲାକୁ ଜାରି ହେଲା ରେଡ୍ ୱାର୍ଣ୍ଣିଂ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କାଲି ସକାଳ ଯାଏଁ ୭ଟି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୭ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ଉକ୍ତ…