Browsing Category

Breaking News

୧୬ରୁ ଓଡ଼ିଶାରେ ପୁଣି ବର୍ଷା, ଏହି ରାଜ୍ୟଗୁଡ଼ିକୁ ଦିଆଗଲା ସତର୍କ ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଶ୍ଚିମା ଝଡ଼ ପ୍ରଭାବରେ ୧୬ରୁ ରାଜ୍ୟରେ ପୁଣି ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତାକାଲିଠାରୁ ରାଜ୍ୟର ରାତି ତାପମାତ୍ରା ବଢ଼ିଯିବ । ସ୍ୱାଭାବିକ ଠାରୁ ୩ରୁ ୪ ଡିଗ୍ରୀ ରାତ୍ରି…

ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ବଡ଼ ଖବର! ଯାଇପାରେ ଚାକିରି, କୋର୍ଟ ଦେଲେ ଏପରି ନିର୍ଦ୍ଦେଶ

ନୂଆଦିଲ୍ଲୀ: ବ୍ୟାଙ୍କରେ କାମ କରୁଥିବା ର୍କମଚାରୀଙ୍କ ପାଇଁ ଆସିଛି ବଡ଼ ଖବର । ଏବେ ବ୍ୟାଙ୍କରେ କାମ କରୁଥିବା କର୍ମଚାରୀଙ୍କୁ ଅତି ସାବଧାନରେ ରହିବା ଆବଶ୍ୟକ । ସୁପ୍ରିମକୋର୍ଟ ଏକ ଶୁଣାଣିରେ କହିଛନ୍ତି ଯେ, ବ୍ୟାଙ୍କ…

West Bengalରେ ଚାଲିଛି କ’ଣ: ମମତା କହୁଛନ୍ତି ମୁଁ ବଡ଼, ଧନଖର କହୁଛନ୍ତି ମୁଁ ବଡ଼

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜ୍ୟପାଳ ଜଗଦୀପ ଧନଖରଙ୍କ ମଧ୍ୟରେ ପୁଣି ସୃଷ୍ଟି ହୋଇଛି ନୂଆ ବିବାଦ । ଗତକାଲିଠାରୁ ରାଜ୍ୟପାଳ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛନ୍ତି…

Kiss Day 2022: କିସ୍ କରିବା ଦ୍ୱାରା ଶରୀରକୁ ମିଳିଥାଏ ଏହିସବୁ ଚମତ୍କାରୀ ଫାଇଦା, ଜାଣନ୍ତୁ କଣ

ନୂଆଦିଲ୍ଲୀ: ଫେବୃଆରୀ ୭ ତାରିଖରୁ ଭାଲେଣ୍ଟାଇନ୍ ସପ୍ତାହର ଆରମ୍ଭ ହୋଇଥାଏ । ଆଉ ଏହି ପ୍ରେମ ସପ୍ତାହରେ ଆଜି ହେଉଛି କିସ୍ ଡେ ଅର୍ଥାତ୍ ଚୁମ୍ବନ ଦିବସ । ଫେବୃଆରୀ ୧୩ ତାରିଖକୁ ଚୁମ୍ବନ ଦିବସ ରୂପେ ପାଳନ କରନ୍ତି ପ୍ରେମୀ…

ଏଣିକି ଶସ୍ତାରେ ମିଳିବ ଖାଇବା ତେଲ: କେନ୍ଦ୍ର ସରକାରଙ୍କ ନେଲେ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ: ଖାଇବା ତେଲର ବର୍ଦ୍ଧିତ ଦରକୁ ନେଇ ଜନସାଧାରଣ ଅସନ୍ତୋଷ ମଧ୍ୟରେ ରହିଛନ୍ତି । ତେଣୁ ଲୋକଙ୍କର ହିତକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ନୂଆ ପଦକ୍ଷେପ ନେଇଛନ୍ତି । କ୍ରୁଡ ପାମ ତେଲ ଉପରୁ ସରକାର କଷ୍ଟମ…

ସୁନ୍ଦରଗଡ଼ର କୋଟିପତି ADM ଗିରଫ

ସୁନ୍ଦରଗଡ଼(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ଫସିଥିବା ସୁନ୍ଦରଗଡ଼ର କୋଟିପତି ଏଡିଏମଙ୍କୁ ଆଜି ଗିରଫ କରାଯାଇଛି । ଏଡିଏମ ବିଶ୍ୱଜିତ୍ ମହାପାତ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ ସେଲ୍ । ଆଜି ତାଙ୍କୁ ଭିଜିଲାନ୍ସ…

ଏପର୍ଯ୍ୟନ୍ତର ସବୁଠୁ ବଡ଼ ବ୍ୟାଙ୍କ ସ୍କାମ୍, ୨୮ଟି ବ୍ୟାଙ୍କକୂ ଏହି କମ୍ପାନୀ ଲଗାଯାଇଛି ଚୁନ

ନୂଆଦିଲ୍ଲୀ: ଦେଶର ସବୁଠୁ ବଡ଼ ବ୍ୟାଙ୍କ ସ୍କାମ୍ ମାମଲା ସାମନାକୁ ଆସିଛି । ଏହି ସ୍କାମ୍ କୋଟିଏ କି ଦୁଇ କୋଟି ନୁହେଁ କି ଶହେ କି ଦୁଇ ଶହ କୋଟି ବି ନୁହେଁ । ଏକାଥରକେ ୨୨ ହଜାର ୮୪୨ କୋଟି ଟଙ୍କାର ଠକେଇ । ଭାରତୀୟ…

ଗୋଟିଏ ଦିନରେ ଚାଲିଗଲା ୬୮୪ ଜୀବନ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ପୂର୍ବ ଅପେକ୍ଷା କମିବାରେ ଲାଗିଛି । ଦେଶରେ ୨୪ ଘଣ୍ଟାରେ ଆଉ ୪୪ ହଜାର ୮୭୭ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦୈନିକ କୋଭିଡ ସଂକ୍ରମଣ ହାର ୩.୧୭ ପ୍ରତିଶତକୁ ହ୍ରାସ ପାଇଛି ।…

କରୋନାରୁ ସୁସ୍ଥ ହେବା ପରେ ବି ମାଡ଼ି ଆସୁଛି ବିପଦ: ଶରୀରରେ ଏକ ବର୍ଷରୁ ଅଧିକ ସମୟ ଭାଇରାସ୍ ରହିବା ଭୟଙ୍କର

ନୂଆଦିଲ୍ଲୀ: ଦୀର୍ଘ ଦୁଇବର୍ଷ ଧରି କରୋନା ମହାମାରୀ ମାନବ୍ୟ ସଭ୍ୟତାକୁ ଏକ ପ୍ରକାର ବାନ୍ଧି ରଖିବାରେ ସକ୍ଷମ ହୋଇଛି । ଏହାକୁ ନେଇ ବିଭିନ୍ନ ସମୟରେ ବୈଜ୍ଞାନିକମାନେ ନୂଆ ନୂଆ ତଥ୍ୟ ପ୍ରଦାନ କରିଥିବା ବେଳେ ନିକଟରେ ଏକ…

ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ଦଉଡ଼ିରେ ବାନ୍ଧି ଦୁଇ ମହଲାରୁ ଫିଙ୍ଗିଲେ ଦୁର୍ବୃତ୍ତ, ବିଜୁଳି ଖୁଣ୍ଟରେ ଅଟକିଗଲା….

ନୂଆଦିଲ୍ଲୀ: ଗୋଟିଏ ୨୫ ବର୍ଷୀୟା ଯୁବତୀ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି । ୪ ଜଣ ଅଭିଯୁକ୍ତ ଉକ୍ତ ଯୁବତୀଙ୍କୁ ଗଣଦୁଷ୍କର୍ମ ସହିତ ଖୁବ୍ ଅତ୍ୟାଚାର କରିଛନ୍ତି । ଅଭିଯୁକ୍ତ ମାନେ ମଦ ନିଶାରେ ଦୁଷ୍କର୍ମ କରିବା ପରେ ଏକ…