Browsing Category

Breaking News

PNBରେ ଆପଣଙ୍କର ଆକାଉଣ୍ଟ ଅଛି କି, ଫ୍ରିରେ ପାଇପାରିବେ ୨ ଲକ୍ଷ ଟଙ୍କାର ବେନିଫିଟ୍

ନୂଆଦିଲ୍ଲୀ: ଯଦି ଆପଣଙ୍କର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି)ରେ ଆକାଉଂଟ ଅଛି, ତେବେ ଆପଣ ବହୁତ ବେନିଫିଟ୍ ପାଇପାରିବେ । ପିଏନବି ପକ୍ଷରୁ ମାଗଣାରେ ୨ ଲକ୍ଷ ଟଙ୍କାର ଇନସ୍ୟୁରାନ୍ସ ପ୍ରଦାନ କରାଯାଉଛି । ଏହି…

ଭୁବନେଶ୍ୱରରେ ୪ ଓଡ଼ିଆ ହକି ଖେଳାଳିଙ୍କ ସହ ରାତ୍ରି ଭୋଜନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ଟୋକିଓ ଅଲମ୍ପିକ୍ସରେ ଭାଗ ନେଇ ଓଡ଼ିଶା ଏବଂ ଭାରତକୁ ଗୌରବାନିତ୍ୱ କରିଥିବା ଭାରତୀୟ ପୁରୁଷ ଓ ମହିଳା ହକି ଦଳର ୪ ଜଣ ଓଡ଼ିଆ ହକି ଖେଳାଳି ଦିଗ୍ରେସ ଏକ୍କା, ନମିତା ଟୋପୋ, ବୀରେନ୍ଦ୍ର…

ପିଲାଙ୍କ ପାଇଁ ଖୁବ୍‌ଶୀଘ୍ର ଆସିବ କରୋନା ଟିକା, ପରୀକ୍ଷଣ ପାଇଁ ଅନୁମତି ଲୋଡିଲା ଜନସନ୍‌ ଆଣ୍ଡ ଜନସନ୍

ନୂଆଦିଲ୍ଲୀ: ଦେଶରେ ୧୮ ବର୍ଷ ବୟସରୁ କମ୍‌ ପିଲାମାନେ ଶୀଘ୍ର କରୋନା ଟିକା ନେଇ ପାଇବେ ବୋଲି ଆଶା କରାଯାଉଛି । ଟିକା ନିର୍ମାତା କମ୍ପାନୀ ଜନସନ ଆଣ୍ଡ ଜନସନ ଭାରତରେ ଟିକା ପରୀକ୍ଷା ପାଇଁ ଭାରତ ସରକାରଙ୍କଠାରୁ ଅନୁମତି…

ବହୁଚର୍ଚ୍ଚିତ ବାବୁରାମ ପଣ୍ଡା ହତ୍ୟା ମାମଲା: ୭ବର୍ଷ ପରେ ଫେରାର ଅଭିଯୁକ୍ତକୁ ଧରିଲା ପୁଲିସ

ପିପିଲି,(ଭାସ୍କର ନ୍ୟୁଜ୍‌): ଦୀର୍ଘ ୭ବର୍ଷ ପରେ ଫେରାର ହତ୍ୟା ଅଭିଯୁକ୍ତକୁ ବଳଙ୍ଗା ପୁଲିସ ଧରିବାରେ ସକ୍ଷମ ହୋଇଛି । ୨୦୧୪ ମସିହାରେ ପିପିଲି ଥାନା ଅଂଚଳରେ ଘଟିଥିବା ବହୁଚର୍ଚ୍ଚିତ ବାବୁରାମ ପଣ୍ଡା ହତ୍ୟାକାଣ୍ଡ…

ଟି-୨୦ ବିଶ୍ୱକପ୍‌ କୋହଲିଙ୍କ ପାଇଁ ଅଗ୍ନି ପରୀକ୍ଷା: ଦଳ ଗଠନ ନେଇ ଚାଲିଛି ବିଚାରବିମର୍ଶ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳ ଅଧିନାୟକ ବିରାଟ କୋହଲି ସବୁ ଫର୍ମାଟରେ ଏକାଧିକ ରେକର୍ଡ ପ୍ରତିଷ୍ଠା କରିବାରେ ସଫଳ ହୋଇ ପାରିଛନ୍ତି । ମାତ୍ର ତାଙ୍କ ନେତୃତ୍ୱରେ ଭାରତ ଆଜି ପର୍ଯ୍ୟନ୍ତ କୌଣସି ଗୁରୁତ୍ୱପୂର୍ଣ୍ଣ…

ନୂଆ ଫଙ୍ଗସ୍‌ର ସନ୍ଧାନ କଲା ଭୁବନେଶ୍ୱର ଏମ୍ସ, କୋଭିଡ୍ ଓ ଅଣ କୋଭିଡ୍ ରୋଗୀଙ୍କୁ ସହଜରେ ଆକ୍ରାନ୍ତ କରେ

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ଭୁବନେଶ୍ୱରସ୍ଥିତ ଅଖିଳ ଭାରତୀୟ ଆର‌୍ୟୁବିଜ୍ଞାନ ସଂସ୍ଥାନ (ଏମ୍ସ) ଗବେଷକମାନେ ଏକ ନୂଆ ଫଙ୍ଗସ୍‌ର ସନ୍ଧାନ କରିଛନ୍ତି । ଏହି ନୂଆ ଫଙ୍ଗସ୍‌ର ନାଁ ‘ଅରୁଣାଲୋକେ’ ରଖାଯାଇଛି । ଏହା…

ବିଧାନସଭାର ମୌସୁମୀ ଅଧିବେଶନ ପ୍ରସ୍ତୁତି : ୨୭ରେ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ଚଳିତମାସ ୨୭ ତାରିଖରେ ଅନୁଷ୍ଠିତ ହେବ ସର୍ବଦଳୀୟ ବୈଠକ । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏହି ବୈଠକ ଡାକିଛନ୍ତି । ସେପ୍ଟେମ୍ବର ପହିଲାରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ…

ପୃଥିବୀ ମୁହାଁ ବିଶାଳକାୟ ଉଲ୍‌କା ପିଣ୍ଡ, ଘଣ୍ଟାପ୍ରତି ୯୪,୨୦୮ କିମି ବେଗରେ ମାଡ଼ି ଆସୁଛି

ନୂଆଦିଲ୍ଲୀ (ଭାସ୍କର ନ୍ୟୁଜ୍): ପୁଣି ଥରେ ପୃଥିବୀ ପ୍ରତି ବିଶାଳକାୟ ଉଲକା ପିଣ୍ଡ ମାଡ଼ ହେବାର ଭୟ ସୃଷ୍ଟି ହୋଇଛି । ପୃଥିବୀ ଆଡ଼କୁ ଏବେ ୪୫ ହଜାର ଫୁଟ ବ୍ୟାସ ବିଶିଷ୍ଟ ଏକ ଉଲକା ପିଣ୍ଡ ଦ୍ରୁତଗତିରେ ଖସୁଥିବା…

ୟୁଟ୍ୟୁବ୍ ଦେଖି ବନଉଥିଲେ ବୋମା, ହଠାତ୍…

କେନ୍ଦୁଝର: ୟୁଟ୍ୟୁବ୍ ଦେଖି ବିଦ୍ୟୁତ ସରଞ୍ଜାମ ପରୀକ୍ଷଣ ବେଳେ ବିସ୍ଫୋରଣ ଘଟି ଛାତ୍ର ଗୁରୁତର । ସଦର ଥାନା ଗୋପୀନାଥପୁର ଗାଁରେ ଘଟଛି ଏହି ଅଭାବନୀୟ ଘଟଣା । ୟୁଟ୍ୟୁବରୁ ଦେଖି ଘରେ ଅଭ୍ୟାସ କରୁଥିବା ବେଳେ ବିସ୍ଫୋରଣ…

ପୃଥିବୀ ଆଡ଼କୁ ଆସୁଛି ବିଶାଳ ଉଲକା ପିଣ୍ଡ, ଶନିବାର ରାତିରେ ହେବ…

ନୂଆଦିଲ୍ଲୀ: ଗୋଟିଏ ପରେ ଗୋଟିଏ ବିପଦ ମାଡ଼ି ଆସୁଛି ପୃଥିବୀକୁ । ଏଇ ଶନିବାର ସେଭଳି ଏକ ବିପଦର ଆଶଙ୍କା କରାଯାଉଛି । ଏକ ବିଶାଳକାୟ ଉଲକା ପିଣ୍ଡ ମାଡ଼ି ଆସୁଛି । ଏହି ଉଲକା ପିଣ୍ଡର ବ୍ୟାସ ୪୫ ହଜାର ଫୁଟ । ଦ୍ରୁତ ଗତିରେ…