Browsing Category

Breaking News

ରାଉରକେଲାରେ ବଡ ଧରଣର ଜିଏସ୍‌ଟି ଠକେଇ ନେଇ ଚଢ଼ଉ, ରେଡ ବେଳେ ସଂସ୍ଥା ମାଲିକ ଅନୁପସ୍ଥିତ

ରାଉରକେଲା, (ଭାସ୍କର ନ୍ୟୁଜ୍‌) :୧୦ କୋଟିରୁ ଊଦ୍ଧ୍ୱର୍ ଟଙ୍କାର ଜିଏସ୍‌ଟି ଠକେଇ ନେଇ କେନ୍ଦ୍ରୀୟ ଜିଏସ୍‌ଟି ପକ୍ଷରୁ ଚଢ଼ଉ କରାଯାଇଛି । ରାଉରକେଲାରେ ଥିବା ଟପ୍‌ ଟେକର ନାମକ ଏକ ସଂସ୍ଥା ୧୦ କୋଟିରୁ ଊଦ୍ଧ୍ୱର୍ ଟଙ୍କାର…

ଆସୁଛି ଆଉ ଏକ ଲଘୁଚାପ, ୨୪ଘଣ୍ଟା ମଧ୍ୟରେ ଘୂର୍ଣ୍ଣିବଳୟ ରୂପ ନେବ : ଆଭ୍ୟନ୍ତରୀଣ ଓଡ଼ିଶା ପ୍ରଚଣ୍ଡ ତାତିରେ ଜଳିବ, ଉପକୂଳରେ ମେଘୁଆ ପାଗ

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ଆସୁଛି ଏକ ଲଘୁଚାପ। ଆସନ୍ତା ୬ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଓ ତାହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ…

‘କଶ୍ମୀରୀ ପଣ୍ଡିତ ଶୀଘ୍ର କାଶ୍ମୀରରେ ନିଜ ଘରକୁ ଫେରିବେ, ସଂକଳ୍ପ ପୂରା କରିବାର ସମୟ ଆସି ଯାଇଛି’: ମୋହନ ଭାଗବତ

ଜାମ୍ମୁ: ଗତ କିଛି ସମୟ ହେବ ଦେଶରେ କଶ୍ମୀରୀ ପଣ୍ଡିତଙ୍କ ପ୍ରସଙ୍ଗ ଚର୍ଚ୍ଚାରେ ରହିଛି। ଅନ୍ୟପଟେ ରାଷ୍ଟ୍ରୀୟ ସ୍ଵଂୟସେବକ ସଂଘର ପ୍ରମୁଖ ମୋହନ ଭାଗବତ କହିଛନ୍ତି କଶ୍ମୀରୀ ପଣ୍ଡିତ ଶୀଘ୍ର କଶ୍ମୀରରେ ନିଜ ଘରକୁ ଫେରିବେ।…

(Video) ହ୍ରିତିକ ରୋଶନଙ୍କ ଗୀତରେ ମହିଳାଙ୍କ ଜବରଦସ୍ତ ଡାନ୍ସ, ଭିଡିଓ ଦେଖିଲେ ଆପଣ ବି ହୋଇଯିବେ ଫ୍ୟାନ୍

ଡାନ୍ସ କରିବାକୁ ପ୍ରାୟ ସମସ୍ତେ ଭଲ ପାଇଥାନ୍ତି, ପିଲା ହୁଅନ୍ତୁ କି ବୃଦ୍ଧ, ସମସ୍ତ ଖୁସିରେ ନାଚିବାକୁ ପସନ୍ଦ କରିଥାନ୍ତି । ଅନେକ ସମୟରେ ଦେଖାଯାଇଛି ଯଦି କାହାର ପସନ୍ଦର ଗୀତ ବାଜୁଛି ସେତେବେଳେ ମନକୁ ମନ ନାଚିବା…

ମସଜିଦ ସାମ୍ନାରେ ଲାଉଡସ୍ପିକରରେ ହେଉଛି ହନୁମାନ ଚାଳିସା ପାଠ, ମସଜିଦରେ ଜୋରରେ ନମାଜ ପଢ଼ିବାକୁ ବିରୋଧ

କର୍ଣ୍ଣାଟକରେ  ହିଜାବ, ଝଟକା-ହଲାଲ ମାଂସର ବିରୋଧ ପରେ ଏବେ ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ମସଜିଦରେ ଲାଉଡସ୍ପିକର ଦ୍ୱାରା ନମାଜ ପଢ଼ିବାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ଲାଉଡସ୍ପିକରରେ ନମାଜ ପଢ଼ିବାକୁ ନେଇ…

ଫିଟିଲା ଗୁମର: ଚାକିରି ନାଁରେ ଠକୁଥିବା ୫ ଦଲାଲ ଗିରଫ

କୋରାପୁଟ: ବଡ଼ କମ୍ପାନୀରେ ଚାକିରି ଦେବାକୁ କହି ଠକୁଥିବା ଠକ ଗ୍ୟାଙ୍ଗର ୫ ଜଣଙ୍କୁ ଗିରଫ । ଦାମନଯୋଡ଼ିର ନାଲକୋ ଏବଂ ସୁନାବେଡ଼ାର ହାଲରେ ଚାକିରି କରାଇଦେବାକୁ କହି ଠକୁଥିଲେ ଏହି ଠକ । ତେବେ ରବିବାର ଏହି ଗ୍ୟାଙ୍ଗର ୫…

ପାକିସ୍ତାନର ନୂତନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ! ସଂସଦରେ ଘୋଷଣା କଲେ ବିରୋଧୀ ଦଳ

ନୂଆଦିଲ୍ଲୀ: ପାକିସ୍ତାନରେ ରାଜନୀତି କେତେ ନିଚ୍ଚ ସ୍ତରକୁ ଯାଇପାରେ ଏହାର ଦୃଶ୍ୟ ରବିବାର ଦେଖିବାକୁ ମିଳିଛି। ନିଜ ଇଚ୍ଛାକୁ ପୂରଣ କରିବାକୁ ଯାଇ କେହି ବି ନେତା ସେଠାରେ କିଛି ବି କରିବାକୁ ପ୍ରସ୍ତୁତ। ଗୋଟିଏ ପଟେ…

ସମାଜସେବୀ ଚନ୍ଦ୍ରଗୁପ୍ତ ପ୍ରସାଦଙ୍କୁ କଳିଙ୍ଗ ଧ୍ୱଜ ଓଡ଼ିଶା ଗୌରବ ସମ୍ମାନ ପୁରସ୍କାର

ଝାରସୁଗୁଡ଼ା(ଓଡ଼ିଶା ଭାସ୍କର): ପବିତ୍ର ଉତ୍କଳ ଦିବସ ଅବସରରେ ଝାରସୁଗୁଡ଼ା ଅପର୍ଣ୍ଣା ୱାର୍ଲ୍ଡ ସ୍କୁଲ ପରିସରରେ ଆନ୍ତର୍ଜାତୀୟ ମାନବ ଅଧିକାର କମ୍ୟୁନିଟି ଭାରତ ପକ୍ଷରୁ ଆୟୋଜିତ ହୋଇଯାଇଛି କଳିଙ୍ଗ ଧ୍ୱଜ ଓଡ଼ିଶା ଗୌରବ…

ଗିରଫ ହେଲେ ଆରଏମସି ଇନସ୍ପେକ୍ଟର: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ କରିଥିଲା ରେଡ୍

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ସର୍ଗିପାଲି ଆରଏମସି ଇନସ୍ପେକ୍ଟର ବନମାଳୀ ନାଏକ ବନମାଳୀ ନାଏକଙ୍କର ୨.୭୧ କୋଟିର ସଂପତ୍ତି ଠାବ କରିଛି ଭିଜିଲାନ୍ସ । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ…

ରାତିସାରା ମାଲିକର ଶବକୁ ଜଗି ରହିଲା କୁକୁର, ଥାନାଧିକାରୀ କଲେ ଶବସତ୍କାର

କୁହାଯାଏ ମଣିଷର ସବୁଠୁ ବିଶ୍ୱସ୍ତ ବନ୍ଧୁ ହେଉଛି କୁକୁର । ମଣିଷ ହୁଏତ ଧୋକା ଦେଇପାରେ କିନ୍ତୁ କୁକୁର ନୁହେଁ । ସବୁବେଳେ ନିଜ ମାଲିକଙ୍କ ପାଇଁ ସେଥାଏ ବିଶ୍ୱସ୍ତ ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼…