Browsing Category

Breaking News

ମହିଳାଙ୍କ ମନକୁ ଆସିଲା ନୂଆ ଆଇଡିଆ, Breast Milkରୁ ପ୍ରସ୍ତୁତ କଲେ ଜୁଏଲାରୀ: ଏବେ ରୋଜଗାର କରୁଛନ୍ତି କୋଟି କୋଟି, ଜାଣନ୍ତୁ ଏହାର ପ୍ରୋସେସ୍

ନୂଆଦିଲ୍ଲୀ: ଆଜିକାଲିର ଯୁଗରେ କୌଣସି କାର୍ଯ୍ୟ ବି ଅସମ୍ଭବ ନୁହେଁ । ବର୍ତ୍ତମାନର ଟେକ୍ନୋଲୋଜି ଯୁଗରେ ଅନେକ ମହିଳା, କମ୍ ବୟସର ଯୁବକମାନେ ବିଜିନେସ୍ କରି ରାତାରାତି କୋଟିପତି ପାଲଟି ଯାଉଥିବାର ଅନେକ ଉଦାହରଣ…

ମାରତ୍ମକ ପ୍ରେମ! ଶାଳୀ-ଭିଣୋଇ ପ୍ରେମରେ ବାଧକ ସାଜୁଥିଲା ସ୍ୱାମୀ, ଗଳା ଚିପି ମାରିଦେଲେ

ୟୁପି: ଉତ୍ତରପ୍ରଦେଶ ବହରାଇଚ ଜିଲ୍ଲାରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଶାଳୀ-ଭିଣୋଇ ପ୍ରେମ ସମ୍ପର୍କରେ ବଳି ପଡିଛି ସ୍ୱାମୀ । ପ୍ରେମ ଯୋଗୁଁ ଭିଣୋଇ ସହିତ ମିଶି ନିଜ ସ୍ୱାମୀକୁ ହତ୍ୟା କରିଛି ଶାଳୀ…

(ଦେଖନ୍ତୁ Video) ଆମ୍ବୁଲାନ୍ସ ମିଳିଲାନି, ଝିଅର ଶବକୁ କାନ୍ଧରେ ଧରି ୧୦ କିମି ପର୍ଯ୍ୟନ୍ତ ଚାଲିଲେ ବାପା

ନୂଆଦିଲ୍ଲୀ: ଆଜିକାଲି ସରକାର ସାଧାରଣ ଜନତାଙ୍କ ପାଇଁ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟସେବା ଘୋଷଣା କରିଥିଲେ ହେଁ ତାହାର ଫାଇଦା ପାଇବାରୁ ବଞ୍ଚିତ ହେଉଛନ୍ତି ନିରୀହ, ମଳିମୁଣ୍ଡିଆମାନେ । ପୂର୍ବରୁ ଏଭଳି ଅନେକ ଦୃଷ୍ଟାନ୍ତ…

ବ୍ରହ୍ମପୁର ମେୟର: ଜିତିଲେ ବିଜେଡି ପ୍ରାର୍ଥୀ ସଂଘମିତ୍ର ଦଳେଇ 

ବ୍ରହ୍ମପୁର(ଓଡ଼ିଶା ଭାସ୍କର): ପୌର ନିର୍ବାଚନର ଭୋଟ ଗଣତି ଚାଲିଥିବା ବେଳେ ପ୍ରାରମ୍ଭିକ ଫଳାଫଳ ସାମ୍ନାକୁ ଆସିଛି । ବ୍ରହ୍ମପୁର ମହାନଗର ମେୟର ପଦବୀ ହାତେଇଛି ବିଜେଡି । ବିଜେଡି ପ୍ରାର୍ଥୀ ସଂଘମିତ୍ରା ଦଳେଇ ଏଥିରେ…

ଦୁଇ ସ୍ତ୍ରୀଙ୍କ ମଧ୍ୟରେ ଚାଲିଛି ସ୍ୱାମୀ ବଣ୍ଟା! ଜଣଙ୍କ ପାଖରେ ୧୫ ଦିନ ତ’ ଆଉ ଜଣଙ୍କ ପାଖରେ ୧୫ ଦିନ

ନୂଆଦିଲ୍ଲୀ: ଆଜିକାଲି ଦୁନିଆରେ ଗୋଟିଏ ସ୍ତ୍ରୀ ସମ୍ଭାଳିବା ଭାରି ପଡୁଛି । କିନ୍ତୁ ବିହାରରେ ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଗୋଟିଏ ସ୍ୱାମୀକୁ ନେବା ପାଇଁ ୨ ସ୍ତ୍ରୀଙ୍କ ମଧ୍ୟରେ ଚାଲିଛି ଭାଗବଣ୍ଟା । ୫…

ପୌର ନିର୍ବାଚନରେ ବିଜେଡିର ଦବଦବା: ଜାଣନ୍ତୁ ୧୨ଟା ସୁଦ୍ଧା କିଏ ବିଜୟୀ ଓ କିଏ ଆଗୁଆ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୌର ନିର୍ବାଚନର ଭୋଟ ଗଣତି ଜାରି ରହିଛି । ଏହାରି ମଧ୍ୟରେ ଆସିଛି ୧୦୮ଟି ଆସନର ଟ୍ରେଣ୍ଡ । ସମସ୍ତ ୧୦୮ ପୌରାଧ୍ୟକ୍ଷ ଆସନର ପ୍ରାରମ୍ଭିକ ଆସିଛି ଟ୍ରେଣ୍ଡ । ୧୦୮ଟି ଆସନରୁ ବିଜେଡି…

ରୁଷର ପରମାଣୁ ବୁଡ଼ାଜାହାଜ ଉତ୍ତର ଆଟଲାଣ୍ଟିକ ମହାସାଗରରେ ମାରିଲା ପଇଁତରା, ଭୟଙ୍କର ଦିଗକୁ ମୁହାଁଉଛି ଯୁଦ୍ଧର ଗତିବିଧି

ନୂଆଦିଲ୍ଲୀ: ୟୁକ୍ରେନ-ରୁଷିଆ ଯୁଦ୍ଧ ଆଜି ୩୧ ଦିନରେ ପହଞ୍ଚିଛି । ଏହା ମଧ୍ୟରେ ଉଭୟ ପକ୍ଷର ବହୁ ଧନଜୀବନ ନଷ୍ଟ ହୋଇଛି । ଯୁଦ୍ଧ ସମାପ୍ତ ପାଇଁ ଏକାଧିକ ବାର ଦୁଇ ରାଷ୍ଟ୍ର ମଧ୍ୟ ଆଲୋଚନା ହୋଇଥିଲେ ହେଁ ସମାଧାନର ସୂତ୍ର…

ଆସନ୍ତାକାଲିଠାରୁ ଆରମ୍ଭ ହେବ ଅନ୍ତର୍ଜାତୀୟ ବିମାନ ସେବା, ଜାଣନ୍ତୁ କ’ଣ ରହିଛି ଗାଇଡଲାଇନ୍ସ

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ ହେବାକୁ ଯାଉଛି । କେନ୍ଦ୍ର ସରକାର ଏଥିପାଇଁ ନୂଆ ଗାଇଡଲାଇନ ଜାରି କରିଛନ୍ତି । କୋଭିଡ ସଙ୍କଟ କାରଣରୁ ଗତ ଦୁଇବର୍ଷ ହେଲା ଅନ୍ତର୍ଜାତୀୟ ବିମାନ ଉଡ଼ାଣ…

RRR ବକ୍ସ ଅଫିସ୍ କଲେକ୍ସନ୍: ପ୍ରଥମ ଦିନରେ ୨୦୦ କୋଟି ପାର୍ କଲା

ନୂଆଦିଲ୍ଲୀ: ଏସଏସ ରାଜମୌଲିଙ୍କ ଦ୍ୱାରା ନିର୍ମିତ ଫିଲ୍ମ ଆରଆରଆର ବକ୍ସ ଅଫିସରେ ଧମାକା ମଚାଇଛି । ଫିଲ୍ମ ରିଲିଜର ପ୍ରଥମ ଦିନରେ ଗ୍ଲୋବାଲ କଲେକ୍ସନ ୨୦୦ କୋଟି ଟପିଛି । ଜୁନିୟର ଏନଟିଆର ଓ ରାମ ଚରଣ ଏହି ଫିଲ୍ମର ଲିଡ୍…

କାରରେ ଏହି ପାର୍ଟସ୍ ଲଗାଇଥିଲେ ହୋଇଯାଅ ସାବଧାନ୍: ଲାଗିପାରେ ୫ ହଜାର ଟଙ୍କା ଜରିମାନା

ନୂଆଦିଲ୍ଲୀ: କାରକୁ ଜବରଦସ୍ତ ଲୁକ୍ ଦେବା ଚକ୍କରରେ ଆମେ ସେଥିରେ କିଛି ପାର୍ଟସ୍ ଲଗାଇଥାଉ । ଏହା ସଉକ ହିସାବରେ ତ ଠିକ୍, କିନ୍ତୁ ନିୟମ ହିସାବରେ ଏପରି କରିବା ଦ୍ୱାରା ଆପଣଙ୍କ ଉପରେ ଜରିମାନା ଲାଗିପାରେ । ଯଦି ଆପଣଙ୍କ…