Browsing Category
Breaking News
ରାଜ୍ୟରେ ଆଜି ଚିହ୍ନଟ ହେଲେ ୩,୬୫୦ କରୋନା ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ ?
ଭୁବନେଶ୍ୱର, (ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଲକଡାଉନ୍, ସଟଡାଉନ୍ ଓ କର୍ଫ୍ୟୁ ଆଦି କଟକଣା ସହ ଜନସାଧାରଣଙ୍କ କୋଭିଡ୍ ସଚେତନତା ପାଇଁ କରୋନା ନିମ୍ନମୁଖୀ ହେବାରେ ଲାଗିଛି ।…
ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୯ ଲକ୍ଷ ୬ ହଜାର ୭୮୦କୁ ବୃଦ୍ଧି
ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୯ ଲକ୍ଷ ୬ ହଜାର ୭୮୦ ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ କୋଟି ୩ ଲକ୍ଷ ୪୪…
ସ୍ନାନବେଦୀରେ ଶ୍ରୀଜିଉ, କଟକଣା ମଧ୍ୟରେ ଚାଲିଛି ନୀତିକାନ୍ତି
ପୁରୀ(ଓଡ଼ିଶା ଭାସ୍କର): ଆଜି ହେଉଛି ପବିତ୍ର ସ୍ନାନ ପୂର୍ଣ୍ଣିମା । କରୋନା କାଳରେ ରଥଯାତ୍ରାର ଆଦ୍ୟପର୍ବ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଆଜି ଅନୁଷ୍ଠିତ ହେଉଛି । ସ୍ନାନବେଦୀକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି ।…
ଓଡ଼ିଶାରେ ଚିନ୍ତା ବଢ଼ାଇଲା କରୋନାର ଡେଲ୍ଟା ପ୍ଲସ୍ ଭାରିଆଣ୍ଟ, ରାଜ୍ୟବାସୀଙ୍କୁ ସତର୍କ କରାଇଲା ସ୍ୱାସ୍ଥ୍ୟ ବିଭାଗ
ଭୁବନେଶ୍ୱର (ଓଡ଼ିଶା ଭାସ୍କର) : କରୋନାର ଡେଲ୍ଟା ପ୍ଲସ୍ ଭାରିଆଣ୍ଟ ଚିହ୍ନଟ ହେବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟବାସୀଙ୍କୁ ସଚେତନ କରାଯାଇଛି ।ଭବିଷ୍ୟତରେ ଯେକୌଣସି ପରିସ୍ଥିତିର ସମ୍ମୁଖୀନ କରିବା ସହ…
ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ: ସବୁ ଜୀବନ ମୂଲ୍ୟବାନ ନୀତିରେ ବିପର୍ଯ୍ୟୟ ମୁକାବିଲା, ସମ୍ଭାବ୍ୟ ବନ୍ୟା ଓ ବାତ୍ୟା ପାଇଁ…
ଭୁବନେଶ୍ୱର,(ଓଡ଼ିଶା ଭାସ୍କର) : ସବୁ ଜୀବନ ମୂଲ୍ୟବାନ । ରାଜ୍ୟ ସରକାର ସମସ୍ତ ବିଭାଗ ସହ ସମନ୍ୱୟ ରକ୍ଷାକରି ସମନ୍ୱିତ ଆଭିମୁଖ୍ୟରେ ବିପର୍ଯ୍ୟୟ ପରିଚାଳନା ନୀତି ଆପଣାଇଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ…
କରୋନା ଟିକା ପାଇଁ ଗ୍ଲୋବାଲ ଇ-ଟେଣ୍ଡର ବାତିଲ୍ କଲେ ରାଜ୍ୟ ସରକାର
ଭୁବନେଶ୍ୱର,(ଓଡ଼ିଶା ଭାସ୍କର) : କୋଭିଡ ଟିକା ପାଇଁ ରାଜ୍ୟ ସରକାର ଗତ ମେ ୧୪ ତାରିଖରେ ଜାରି କରିଥିବା ଗ୍ଲୋବାଲ ଇ-ଟେଣ୍ଡରକୁ ବାତିଲ କରିଛନ୍ତି । ଏ ନେଇ ରାଜ୍ୟ ଔଷଧନିଗମ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି…
ଶ୍ରୀଶ୍ରୀବଳଦେବଜୀଉଙ୍କ ଦେବସ୍ନାନ ନୀତି ପାଇଁ ୧୪୪ ଧାରା ଜାର, ୨୫ତାରିଖ ସକାଳ ୬ ଟା ଯାଏ ବଳବତ୍ତର ରହିବ କଟକଣା
କେନ୍ଦ୍ରାପଡ଼ା (ଓଡ଼ିଶା ଭାସ୍କର) : ତୁଳସୀକ୍ଷେତ୍ରାଧିପତି ବଡ଼ଠାକୁର ସିଦ୍ଧ ଶ୍ରୀଶ୍ରୀବଳଦେବଜୀଉଙ୍କ ରଥଯାତ୍ରାକୁ ଅନୁମତି ଦେବାପାଇଁ ହାଇକୋର୍ଟଙ୍କ ନିକଟରେ ଦାଖଲ ହୋଇଥିବା ୪ଟି ଆବେଦନକୁ ବୁଧବାର ହାଇକୋର୍ଟ ଅଗ୍ରାହ୍ୟ…
ଆଜି ଶ୍ରୀଜିଉଙ୍କ ମହାସ୍ନାନ ପୂର୍ଣ୍ଣିମା, ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଚତୁର୍ଦ୍ଧାମୂର୍ତ୍ତି
ପୁରୀ, (ଓଡ଼ିଶା ଭାସ୍କର) : ଜ୍ୟେଷ୍ଠ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ବିଶ୍ୱ ପ୍ରସିଦ୍ଧ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହେଉଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ସହ…
ସ୍ଵପ୍ନ ଧୂଳିସାତ, ଭାରତକୁ ହରାଇ ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ୍ ଜିତିଲା ନ୍ୟୁଜିଲାଣ୍ଡ, ନିରାଶ କଲେ ବିରାଟ ବାହିନୀ
ନୂଆଦିଲ୍ଲୀ: ଇତିହାସ ରଚିଲା ନ୍ୟୁଜିଲାଣ୍ଡ। ୨୦୧୯ ବିଶ୍ଵ କପ୍ ଫାଇନାଲ୍ରେ କଡା ସଂଘର୍ଷ କରି ହାରିଥିବା କିଓ୍ଵି ଦଳ ଐତିହାସିକ ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ୍ ଜିତି ଇତିହାସ ରଚିଛି। ଏଥିସହ କ୍ରିକେଟ୍ ଦୁନିଆକୁ ମିଳିଲା…
ଜାମ୍ମୁ କାଶ୍ମୀର ଶୋପିଆନ୍ ଅଞ୍ଚଳରେ ଏନ୍କାଉଣ୍ଟ, ଜଣେ ଆତଙ୍କବାଦୀକୁ ନିହତ କଲେ ଯବାନ, ସର୍ଚ୍ଚ ଅପରେସନ ଜାରି
ଜମ୍ମୁ କାଶ୍ମୀର (ଓଡ଼ିଶା ଭାସ୍କର): ଜାମ୍ମୁ କାଶ୍ମୀରର ଶୋପିଆନ୍ ଜିଲ୍ଲାରେ ଶର୍ମାଲ୍ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି । ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ଗୁପ୍ତ ସୂଚନା…