Browsing Category

Breaking News

ଜେଲରୁ ମୁକୁଳିଲେ ଅଭୟ ପାଠକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଝାରପଡା ଜେଲରୁ  ବାହାରିଛନ୍ତି ପୂର୍ବତନ ଆଇଏଫଏସ ଅଧିକାରୀ ଅଭୟ ପାଠକ । ଦୀର୍ଘ ୬ ମାସ ପରେ ସେ ଜେଲରୁ ବାହାରିଛନ୍ତି। ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିବା ପରେ ସେ ଆଜି ଜେଲରୁ…

ପୁରୀ ସିପସରୁବାଲିରେ ନିର୍ମାଣ ହେବ ବିମାନବନ୍ଦର, ଚିହ୍ନଟ ହେଲା ଜାଗା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁରୀ ସିପସରୁବାଲିରେ ନିର୍ମାଣ ହେବ ବିମାନବନ୍ଦର । ଏହି ବିମାନବନ୍ଦର ୧ ହଜାର ଏକର ଜମିରେ ପ୍ରତିଷ୍ଠା ହେବାକୁ ଥିବା ବେଳେ ଏଥିପାଇଁ ଜାଗା ଚିହ୍ନଟ ହୋଇଛି । ଭୁବନେଶ୍ୱରରୁ ପୁରୀକୁ ୬…

ତିନିଦିନ ପ୍ରଥମ ସ୍ତ୍ରୀ ସହିତ, ଆଉ ତିନିଦିନ ଦ୍ୱିତୀୟ ସ୍ତ୍ରୀ ସହ, ଜାଣନ୍ତୁ ବାକି ଗୋଟିଏ ଦିନ କାହା ସହ ବିତେଇବେ ସ୍ୱାମୀ

ରାମପୁର: ବିବାହିତ ଯୁବକଙ୍କୁ ଫେସବୁକ୍ ରେ ହୋଇଗଲା ପ୍ରେମ ଏବଂ ଲିଭ୍-ଇନ୍ ସମୟରେ ଗର୍ଭବତୀ ହୋଇଗଲେ ଯୁବତୀ । ହେଲେ ଏବେ ତାଙ୍କ ଛୁଆକୁ ବାପାର ପରିଚୟ ମିଳିଯାଇଛି । ପ୍ରକୃତରେ ଜଣେ ଯୁବତୀ ନିଜ ପ୍ରେମିକକୁ ଖୋଜି ଖୋଜି…

ନୟାଗଡରେ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତକୁ ୩ ଦିନିଆ ରିମାଣ୍ଡ

ନୟାଗଡ଼(ଓଡ଼ିଶା ଭାସ୍କର): ନୟାଗଡ଼ରେ ପୁଣି ଥରେ ପରୀ ଘଟଣାର ପୁନରାବୃତ୍ତି ହୋଇଛି । ଜିଲ୍ଲାର ବାଣିଗୋଛା ଥାନା ନୂଆଗାଁ ପଞ୍ଚାୟତ ଧୁନ୍ଦୁଗାଡିଆ ଗାଁର ୬ ବର୍ଷର ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତକୁ ୩…

ଟିକା ନେଉଥିବା ଲୋକଙ୍କ ହସ୍ପିଟାଲରେ ଭର୍ତ୍ତି ହେବାର ସମ୍ଭାବନା ୮୦ ପ୍ରତିଶତ କମ

ନୂଆଦିଲ୍ଲୀ : ଭାରତରେ କରୋନାର ଦ୍ଵିତୀୟ ଲହରର ପ୍ରକୋପ କମିବାରେ ଲାଗିଛି। ତଥାପି ମନରୁ ଭୟ ଏଯାଏଁ ଦୂର ହୋଇ ନାହିଁ  । ଦେଶରେ ଟିକାକରଣ ଯୁଦ୍ଧକାଳୀନସ୍ତରରେ ଜାରି ରହିଛି । ଏହା ମଧ୍ୟରେ ନୀତି ଆୟୋଗର ସଚିବ ଭିକେ…

ନିଲମ୍ବିତ ହେଲେ ତହସିଲଦାର, ମାନି ନଥିଲେ କୋଭିଡ୍ ନିୟମ, ମହଙ୍ଗା ପଡ଼ିଲା ନାଗିନ୍ ଡ୍ୟାନ୍ସ

ଯାଜପୁର,ଜଗତସିଂହପୁର(ଓଡ଼ିଶା ଭାସ୍କର): ଭାଇ ବାହାଘରରେ ନାଚିଥିଲେ ତହସିଲଦାର । କିନ୍ତୁ ମାସ୍କ ଖୋଲି ନାଚିବା ନେଇ ତାଙ୍କ ବିରୋଧରେ ଉଠିଥିଲା ଅଭିଯୋଗ । କୋଭିଡ୍ ନିୟମ ଉଲ୍ଲଂଘନ କରିବା ସମ୍ପ୍ରତି ଏହି ମହିଳା…

ଏଣିକି ପୁରୁଷମାନେ ବି ହୋଇପାରିବେ ଗର୍ଭବତୀ ! ଚୀନର ବୈଜ୍ଞାନିକ କରିଛନ୍ତି ଏପରିି ଅଦ୍ଭୁତ ରିସର୍ଚ୍ଚ

ଚୀନର ବୈଜ୍ଞାନିକମାନେ ସବୁବେଳେ ଅଦ୍ଭୁତ ପ୍ରକାର ରିସର୍ଚ୍ଚ କରିଆସିଛନ୍ତି । ନିକଟରେ ଚୀନର ଉହାନ ଲ୍ୟାବରୁ ବାହାରିଥିବା ଜଣେ ବୈଜ୍ଞାନିକ ଦାବି କରି କହିଛନ୍ତି ଯେ, ଚୀନ ସବୁବେଳେ ଅଜୀବ ରିସର୍ଚ୍ଚ କରିଥାଏ । ସେଠାରେ…

ଅକ୍ଟୋବରରୁ ଆରମ୍ଭ ହେବ କୋଭିଡ୍ ମହାମାରୀର ତୃତୀୟ ଲହର, ଜାଣନ୍ତୁ ଏନେଇ କଣ କହିଲେ ୪୦ ଜଣିଆ ବିଶେଷଜ୍ଞ

ବେଙ୍ଗାଲୁରୁ: କୋଭିଡ୍ ର ଦ୍ୱିତୀୟ ଲହର ଦେଶରେ ଆତଙ୍କ ଖେଳାଇ ଥିବା ବେଳେ ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଭାରତ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏବେ ଠାରୁ ହିଁ ବିଭିନ୍ନ ରାଜ୍ୟର ସରକାରଙ୍କ ତତ୍ପରତା ପ୍ରକାଶ…

ଦିଲ୍ଲୀପ ତିର୍କି ହେଲେ ଓଡ଼ିଶା ହକି ଆଡହକ୍ କମିଟିର ଚେୟାରମ୍ୟାନ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଦଳିଛନ୍ତି ଓଡ଼ିଶା ହକି ଆଡହକ୍ କମିଟି ଚେୟାରମ୍ୟାନ୍ । ଦିଲ୍ଲୀପ ତିର୍କିଙ୍କୁ ଆଜି ଓଡ଼ିଶା ହକି ଆଡହକ୍ କମିଟି ଚେୟାରମ୍ୟାନ୍ ପଦବୀରେ ନିଯୁକ୍ତ କରାଯାଇଛି । ଏନେଇ କମିଟିର ଆବାହକ କ୍ରୀଡା…

କରୋନାରେ ଅନାଥ ହୋଇଥିବା ପିଲାଙ୍କୁ ମିଳିଲା ଆଶ୍ୱସ୍ତି, ପ୍ରତି ମାସରେ ମିଳିବ ଏତିକି ଟଙ୍କା ପେନସନ୍

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ଶିଶୁ ସେବା ଯୋଜନା ଅଧୀନରେ ୪ହଜାର ଟଙ୍କାର ମାସିକ ପେନସନ୍ ଦେବା ନେଇ ଘୋଷଣା କରିଛନ୍ତି । କୋଭିଡ୍ ମହାମାରୀ କାଳରେ ବାପା ମା'ଙ୍କୁ ହରାଇଥିବା…