Browsing Category
Breaking News
ଖୁସି ଖବର: ଓଡ଼ିଶାରୁ ଆଜି ୧୧ ହଜାର ୫୧୩ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?
ଭୁବନେଶ୍ୱର (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ହଇଚଇ ସୃଷ୍ଟି କରିଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୧୧ ହଜାର ୫୧୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ…
ସିପିଆଇଏମଏଲ ରାଜ୍ୟ ସମ୍ପାଦକଙ୍କ କରୋନାରେ ଦେହାନ୍ତ
ଭୁବନେଶ୍ୱର(ଓଡ଼ିଶାଭାସ୍କର): ସିପିଆଇଏମଏଲ ରାଜ୍ୟ ସମ୍ପାଦକ ଶିବରାମଙ୍କ କରୋନାରେ ଦେହାନ୍ତ । କୋଭିଡରେ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ କୋଭିଡ ହସ୍ପିଟାଲରେ ମୃତ୍ୟୁ ହୋଇଛି । ଗତ ମେ ୩ ତାରିଖରେ କୋଭିଡରେ…
ସରକାରଙ୍କ ଅପାରଗତା ହିଁ ଦେଶରେ ଅକ୍ସିଜେନ୍ ସଙ୍କଟର ମୁଖ୍ୟ କାରଣ, କେନ୍ଦ୍ର ଉପରେ ବର୍ଷିଲେ ପ୍ରିୟଙ୍କା
ନୂଆଦିଲ୍ଲୀ: କରୋନା ଭାଇରସ୍ ସଂକ୍ରମଣର ଦ୍ୱିତୀୟ ଲହରରେ ଦେଶରେ ସୃଷ୍ଟି ହୋଇଥିବା ଅକ୍ସିଜେନ୍ ସଙ୍କଟକୁ ନେଇ କେନ୍ଦ୍ର ଉପରେ ବର୍ଷିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା । ପ୍ରିୟଙ୍କା କହିଛନ୍ତି ଯେ,…
ୟୁଏଇକୁ ସ୍ଥାନାନ୍ତର ହେବ ଆଇପିଏଲ୍-୨୦୨୧: ଆସନ୍ତା ସେପ୍ଟେମ୍ବରରୁ ଆରମ୍ଭ ହେବ ଅବଶିଷ୍ଟ ମ୍ୟାଚ୍, ସୂଚନା ଦେଲା ବିସିସିଆଇ
ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)ର ୧୪ତମ ସଂସ୍କରଣର ଅବଶିଷ୍ଟ ମ୍ୟାଚ ୟୁନାଇଟେଡ୍ ଆରବ ଏମିରେଟ୍ସ (ୟୁଏଇ)ରେ ଆୟୋଜନ କରାଯିବ । ବିସିସିଆଇ ଉପସଭାପତି ରାଜୀବ ଶୁକ୍ଲା ଏନେଇ ସୂଚନା ଦେଇଛନ୍ତି ।…
୧୯୭୮ରେ ବନ୍ଦ ହୋଇଥିବା ଆବାସିକ ସ୍କୁଲ ପରିସରରୁ ମିଳିଲା ଶହ ଶହ ପିଲାଙ୍କ କଙ୍କାଳ!
ଟରଣ୍ଟୋ: କାନାଡ଼ାର ଏକ ଆବାସିକ ସ୍କୁଲ ପରିସରରୁ ୨୧୫ ଜଣ ପିଲାଙ୍କ ଦେହାବଶେଷ ମିଳିଛି । ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡ୍ୟୁ ଏନେଇ ଅବଗତ ହେବା ପରେ ଏହାକୁ ଏକ ହୃଦୟ ବିଦାରକ ଘଟଣା ବୋଲି ଅଭିହିତ କରିଛନ୍ତି । ସମସ୍ତ…
କରୋନା ଭ୍ୟାକ୍ସିନ ବ୍ୟବହାରକାରୀଙ୍କ ପାଇଁ ବିପଜ୍ଜନକ ନା ସୁରକ୍ଷିତ, ଏନେଇ ପ୍ରକୃତ ସତ୍ୟର ଖୁଲାସା କଲେ ଭାରତର ପ୍ରସିଦ୍ଧ ବୈଜ୍ଞାନିକ
ନୂଆଦିଲ୍ଲୀ: ଲୋକଙ୍କୁ ଭ୍ୟାକ୍ସିନ ଦେବା ହେଉଛି ଏକ ମସ୍ତବୁଡ଼ ଭୁଲ୍ ପଦକ୍ଷେପ ବୋଲି ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ୨୦୦୮ ମସିହାର ନୋବେଲ ବିଜେତା ତଥା ଭାଇରୋଲୋଜିଷ୍ଟ ପ୍ରଫେସର ଲୁଚ ମୋଣ୍ଟାନିୟର ଦୃଢ଼ତାର ସହ ମତ ଦେଇଥିଲେ…
ମୌସୁମୀ ଆଗମନ: ଜୁନ୍ ଦ୍ୱିତୀୟ ସପ୍ତାହ ସୁଦ୍ଧା ଓଡ଼ିଶା ଛୁଇଁବ
ଭୁବନେଶ୍ୱର, (ଓଡିଶା ଭାସ୍କର): ଚଳିତ ବର୍ଷ ମୌସୁମୀ ନିର୍ଦ୍ଧାରିତ ସମୟ ପୂର୍ବରୁ ଆସିବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ଆସନ୍ତା ୩୦ କିମ୍ବା ୩୧ରେ ମୌସୁମୀ କେରଳ ଛୁଇଁବ । ସାଧାରଣତଃ ଜୁନ୍ ପହିଲାରେ ମୌସୁମୀ କେରଳ…
ପଇସା ଲୋଭ ସାଜିଲା କାଳ: ୭ ବର୍ଷୀୟା ନାବାଳିକାଙ୍କୁ ବାହାହେଲେ ୪୫ ବର୍ଷୀୟ ଯୁବକ, ଏହାପରେ ଫେରାର୍ ହେଲେ ବର, କାରଣ ଥିଲା ଅଜବ
ନୂଆଦିଲ୍ଲୀ: ବିହାରର ନବାଦା ଜିଲ୍ଲାରେ ବାଲ୍ୟ ବିବାହ ଭିଡିଓ ଭାଇରାଲ ହେବା ପରେ ଖଗଡ଼ିଆରେ ଅନୁରୂପ ଭାବେ ଆଉ ଏକ ମାମଲା ସାମନାକୁ ଆସିଛି । ପିତାମାତା ଟଙ୍କା ଲୋଭରେ ନିଜର ୭ ବର୍ଷୀୟା ଝିଅକୁ ଜଣେ ୪୫ ବର୍ଷୀୟ ଯୁବକଙ୍କ…
ଭାରତରେ କମିଲା କରୋନା ସଂକ୍ରମଣ
ନୂଆଦିଲ୍ଲୀ : ଦେଶରେ କରୋନାର ପ୍ରକୋପ ଜାରି ରହିଛି । ତେବେ ଉଭୟ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ଗତକାଲି ଅପେକ୍ଷା ସାମାନ୍ୟ ହ୍ରାସ ପାଇଥିବା ଜଣାପଡ଼ିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୩୬୧୭ ଜଣଙ୍କ ମୃତ୍ୟୁ…
ଆଜି ବସିବ ମନ୍ତ୍ରୀ ପରିଷଦ ବୈଠକ
ଭୁବନେଶ୍ୱର, (ଓଡିଶା ଭାସ୍କର): ଆଜି ବସିବ ମନ୍ତ୍ରୀ ପରିଷଦ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍ଣ ସାଢ଼େ ୫ଟାରେ ମନ୍ତ୍ରୀ ପରିଷଦ ବୈଠକ ବସିବ ବୋଲି ସୂଚନା ମିଳିଛି । ବୈଠକରେ କରୋନା…