fbpx
Browsing Category

Breaking News

ଚକାଡୋଳା ବସ୍ ଓଲଟି ୨୦ ଯାତ୍ରୀ ଗୁରୁତର

ସୋର , 14/3 : ଏକ ଦୁଃଖଦ ଘଟଣା କ୍ରମେ ସୋରରେ ଯାତ୍ରୀବାହୀ ଘରୋଇ ବସ୍ ଓଲଟି ୨୦ ଯାତ୍ରୀ ଗୁରୁତର ହୋଇଥିବାର ସୂଚନା ମିଳିଛି । ସୋର ଥାନା ଛକ ନିକଟରେ ଚକାଡୋଳା ବସ ଓଲଟି ପଡିଛି । ଓଭରଟେକ୍ କରିବାକୁ ଯାଇ ଭାରସାମ୍ୟ…

କୋଭିଡ ନିୟମ ଉଲ୍ଲଂଘନ କଲେ ନାଗା ସାଧୁ

ପୁରୀ , 14/3 : କୋଭିଡ ନିୟମ ଉଲ୍ଲଂଘନ କରିଛନ୍ତି ନାଗା ସାଧୁ ବୈଷ୍ଣବପୁରୀ । ଶ୍ରୀମନ୍ଦିରରେ ଥିବା ରୋହିଣୀକୁଣ୍ଡର ପଟା କୁ ଫିଙ୍ଗିଛନ୍ତି ନାଗା ସାଧୁ ବୈଷ୍ଣବପୁରୀ  । ଜେଟିପି ବାରଣ କରିବାରୁ ବିଶୃଙ୍ଖଳା ସୃଷ୍ଟି…

ମହାରାଷ୍ଟ୍ରରୁ ନନ୍ଦି ବଳଦ ସହ ୪ ଜଣଙ୍କୁ ଗିରଫ କଲା ମାଲକାନଗିରି ପୋଲିସ

ମାଲକାନଗିରି , 14/3 :ମାଲକାନଗିରି ଜିଲ୍ଲା ସଦର ମହକୁମାର ଆଦର୍ଶ ଥାନାରେ ଅଟକ ରହିଛନ୍ତି ନନ୍ଦି ବଳଦ ସହ ଚାରିଜଣ ଅପରାଧୀ । ନନ୍ଦି ବଳଦ ଦେଖାଇ ଲୁଟି ନେଇଥିଲେ ୪୮ ହଜାର ଟଙ୍କା।ମିଳିଥିବା ସୂଚନାନୁସାରେ ମାଲକାନଗିରି…

ପ୍ରତିଶ୍ରୁତି ପାଳନ କଲେ ବର୍ଷା: ଦୃଷ୍ଟିହୀନ କଳାକାରଙ୍କ କଣ୍ଠରେ ରେକର୍ଡିଂ କଲେ ଜଗନ୍ନାଥ ଭଜନ

ଭୁବନେଶ୍ୱର, ୧୪ା୩ (ଓଡିଶା ଭାସ୍କର): ପୁଣି ଓଲିଉଡ୍ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ନେଇ ଚର୍ଚ୍ଚା । ଏଥର କିନ୍ତୁ ପାରିବାରିକ ସମସ୍ୟାକୁ ନେଇ ନୁହେଁ, ଜଣେ ଦୃଷ୍ଟିହୀନ କଳାକାରଙ୍କୁ ସହାୟତା ପ୍ରଦାନ କରି ବର୍ଷା…

ଜିରୋ ସଂକ୍ରମଣ ନେଇ ରାଜ୍ୟବାସୀଙ୍କୁ ବାର୍ତ୍ତା ଦେଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କ’ଣ କହିଲେ

ଭୁବନେଶ୍ୱର, ୧୪ା୩ (ଓଡିଶା ଭାସ୍କର): ରାଜ୍ୟକୁ କରୋନା ମୁକ୍ତ କରିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟବାସୀଙ୍କୁ ଭିଡିଓ ବାର୍ତ୍ତା ଦେଇଛନ୍ତି । ଜିରୋ ସଂକ୍ରମଣ ଆମର ଲକ୍ଷ୍ୟ ହେବା ଦରକାର । ଜନସାଧାରଣ…

ରାଜ୍ୟରେ ଆଉ ୭୧ ଜଣ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର, ୧୪ା୩ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହା ମଧ୍ୟରେ ଆଜି ପୁଣି ୭୧ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୪୩ ଓ ସ୍ଥାନୀୟ ଅଞ୍ଚଳରୁ…

ଆଜି ଦିନ ୧୨ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୪ା୩ (ଓଡିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମଧ୍ୟାହ୍ନ ୧୨ଟା ସମୟରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ । ତେବେ ଗତ କିଛିଦିନ ଧରି ଦେଶର ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇ…

ଏସସିବି ମେଡିକାଲରେ ଅଗ୍ନିକାଣ୍ଡ

କଟକ, ୧୪ା୩ (ଓଡିଶା ଭାସ୍କର): କଟକର ଏସସିବି ମେଡିକାଲରେ ଅଗ୍ନିକାଣ୍ଡ ଘଟିଛି । ମେଡିକାଲର ଆଞ୍ଚଳିକ ସିଟି ସ୍କାନରେ ଏହି ଅଗ୍ନିକାଣ୍ଡ ହୋଇଛି । ତେବେ ଅଗ୍ନିକାଣ୍ଡର କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ । ଖବର ପାଇ…

ଭୟଙ୍କର ସଡ଼କ ଦୁର୍ଘଟଣା: ୬ ମୃତ, ୬ ଗୁରୁତର

ଅମରାବତୀ, ୧୪ା୩: ଆନ୍ଧ୍ରପ୍ରଦେଶରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି । ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲ୍ଲା ଅନ୍ତର୍ଗତ ଗୋଲାପାଲିରେ…

କ୍ୟାପିଟାଲ ହସ୍ପିଟାଲର ବିଚିତ୍ର ନୀତି: ଗଳାବାଟରେ ଟିକା ନେଉଛନ୍ତି ସମ୍ପର୍କୀୟ

ଭୁବନେଶ୍ୱର, ୧୪ା୩ (ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ଟିକାକରଣ ଠିକ ଭାବେ ହେଉନଥିବା ଅଭିଯୋଗ ଆସିଛି । ଡାକ୍ତର ଠିକ୍ ସମୟରେ ନ ଆସିବା ସହ ହସ୍ପିଟାଲ କର୍ମଚାରୀଙ୍କ…