Browsing Category
Breaking News
ଏହି ବ୍ଲଡ୍ ଗ୍ରୁପର ଲୋକମାନେ ସର୍ବାଧିକ ମାତ୍ରାରେ ହୋଇଥାନ୍ତି ହୃଦରୋଗର ଶିକାର, ଜାଣନ୍ତୁ କାହିଁକି
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ହୁ)ର ତଥ୍ୟ ଅନୁଯାୟୀ, ଆଜିକାଲି ଅଧିକାଂଶ ଲୋକଙ୍କର ହୃଦରୋଗ ଯୋଗୁଁ ମୃତ୍ୟୁ ଘଟୁଛି । ତେବେ ହୃଦରୋଗର ପ୍ରଭାବ ସମସ୍ତ ବ୍ଲଡ ଗ୍ରୁପର ଲୋକଙ୍କଠାରେ ଅଲଗା ଅଲଗା ରହିଥାଏ । ଆସନ୍ତୁ ଜାଣିବା…
୧୫୬୦ ଫୁଟ ଉଚ୍ଚ ପାହାଡ଼ରୁ ଝରୁଛି ଅଗ୍ନି, ସତ୍ୟ ଜାଣିଲେ ଉଡ଼ିଯିବ ଆପଣଙ୍କ ହୋସ୍
ଆପଣମାନେ ଜଳପ୍ରପାତ ଦେଖିଥିବେ, ଯେଉଁଠାରେ ଜଳ ଏକ ଉଚ୍ଚସ୍ଥାନରୁ ନିମ୍ନକୁ ପ୍ରବାହିତ ହେଉଥାଏ । କାଲିଫଣ୍ଣିଆଠାରେ ଏପରି ଏକ ଜଳପ୍ରପାତ ରହିଛି ଯାହାକୁ ଦେଖିଲେ ଆପଣଙ୍କୁ ଲାଗିବ ସତେ ଯେପରି ଅଗ୍ନି ପ୍ରବାହିତ ହେଉଛି ।…
ପାର୍କିଂ ପାଇଁ ପ୍ରଫେସରଙ୍କ ଗୁଳିମାଡ, ଦୋକାନୀ ଗୁରୁତର
ବାଲେଶ୍ୱର,୧୩ ।୩(ଓଡିଶା ଭାସ୍କର): ବାଲେଶ୍ୱର ଗଡଗଡିଆ ଛକ ନିକଟ ସଞ୍ଜୟ ହାଇଟସ ଆପାର୍ଟମେଣ୍ଟ ବାହାରେ ହୋଇଛି ଗୁଳିମାଡ । ପାର୍କିଂକୁ ନେଇ ଆପାର୍ଟମେଣ୍ଟର ଜଣେ ବ୍ୟକ୍ତିଙ୍କୁ ଗୁଳିମାଡ ହୋଇଛି । ନ ଗୁଳିମାଡରେ ଗୁରୁତର…
ଓଡିଶାରେ ଲକ୍-ଡାଉନ୍! ମନ୍ତ୍ରୀ କହିଲେ –‘ ସ୍ଥିତି ଦେଖି ପଦକ୍ଷେପ’
ଭୁବନେଶ୍ୱର,୧୩ ।୩(ଓଡିଶା ଭାସ୍କର) : ଦେଶର ଅନେକ ରାଜ୍ୟରେ ପୁଣି କରୋନା ମୁଣ୍ଡବିନ୍ଧାର କାରଣ ପାଲଟିଛି । କିନ୍ତୁ ଓଡିଶାରେ କରୋନା ସଂକ୍ରମଣ ନିୟନ୍ତ୍ରଣାଧୀନ ରହିଛି । ଗତବର୍ଷ ମାର୍ଚ୍ଚ ୧୨ରେ ରାଜ୍ୟ କ୍ୟାବିନେଟ୍…
ସୋମବାର ସକାଳ ୧୦ଟା ୩୦ ଯାଏଁ ଗୃହ ମୁଲତବୀ
ଭୁବନେଶ୍ୱର,୧୩ ।୩(ଓଡିଶା ଭାସ୍କର): ବିଧାନସଭାରେ ପୁଣି ବିରୋଧୀ-ଶାସକ ମୁହାଁମୁହିଁ ହୋଇଛନ୍ତି । ଗୃହ ମଧ୍ୟ ଭାଗରେ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି । ହଟ୍ଟଗୋଳ ମଧ୍ୟରେ ଗୃହରେ…
କଟକ ଶିଶୁଭବନ ICUରେ ଅଗ୍ନିକାଣ୍ଡ
କଟକ,୧୩ ।୩(ଓଡିଶା ଭାସ୍କର): କଟକ ଶିଶୁଭବନ ଆଇସିୟୁରେ ଘଟିଛି ଅଗ୍ନିକାଣ୍ଡ ।ଏହି ଅଗ୍ନିକାଣ୍ଡ ଘଟିବାର କିଛି ସମୟ ମଧ୍ୟରେ ହିଁ ନିଆଁକୁ ଆୟତ୍ତ କରାଯାଇଛି । ତେବେ ଅଗ୍ନିକାଣ୍ଡରେ କିଛି କ୍ଷୟକ୍ଷତି ହୋଇନଥିବା ସୂଚନା…
ଟିକାରେ ଗାଈ ରକ୍ତ ଓ ଘୁଷୁରୀ ମାଂସ ମିଶିଥିବା ଗୁଜବ: ଭ୍ୟାକ୍ସିନ ନେବାକୁ ଲୋକେ ଅମଙ୍ଗ
ନୂଆଦିଲ୍ଲୀ, ୧୩ା୩: ହରିୟାଣାରେ କରୋନା ଟିକାକୁ ନେଇ ଏକ ଗୁଜବ ବ୍ୟାପିଛି । ଫଳରେ ଲୋକମାନେ କରୋନା ଟିକା ନେବାକୁ ଅମଙ୍ଗ ହେଉଛନ୍ତି । ଟିକାରେ ଗାଈ ରକ୍ତ ଓ ଘୁଷୁରୀ ମାଂସ ମିଶିଥିବା ଏକ ମିଛ ଖବର ପ୍ରଚାରିତ ହୋଇଛି ।…
ମାର୍ଚ୍ଚ ୨୧ରେ ରାଉରକେଲା ଆସିବେ ରାଷ୍ଟ୍ରପତି
ଭୁବନେଶ୍ୱର,୧୩ ।୩(ଓଡିଶା ଭାସ୍କର): ମାର୍ଚ୍ଚ ୨୧ରେ ରାଉରକେଲା ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ନିଟର ସମାବର୍ତ୍ତନ ସମାରୋହରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ ସହ ଉପସ୍ଥିତ ରହିବେ ରାଜ୍ୟପାଳ…
କରୋନା କଟକଣା: ମାସ୍କ ନପିନ୍ଧିଲେ ବିମାନରୁ ବିଦା
ଭୁବନେଶ୍ୱର,୧୩ ।୩(ଓଡିଶା ଭାସ୍କର): ବଢୁଥିବା କରୋନା ମାମଲାକୁ ଦେଖି କଟକଣାକୁ କଡାକଡି କରାଯାଇଛି । ସେହିପରି ବିମାନରେ କୋଭିଡ ନିୟମ କଡାକଡି ଭାବେ ପାଳନ କରିବାକୁ ଡିଜିସିଏ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷକରି ମାସ୍କ…
ଜନଶତାବ୍ଦୀ ଏକ୍ସପ୍ରେସରେ ନିଆଁ: ଉଦ୍ଧାର ହେଲେ ୩୫ ଯାତ୍ରୀ
ନୂଆଦିଲ୍ଲୀ, ୧୩ା୩: ଦିଲ୍ଲୀ-ଡେରାଡୁନ୍ ଜନଶତାବ୍ଦୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିଛି । ଦିଲ୍ଲୀରୁ ଡେରାଡୁନ୍ ଯାତ୍ରା କରୁଥିବା ସମୟରେ ଟ୍ରେନର ସି-୫ ବଗିରେ ନିଆଁ ଲାଗିଯାଇଥିଲା । ତେବେ ଟ୍ରେନରେ ଥିବା ସମସ୍ତ…