Browsing Category
Breaking News
ଆସନ୍ତା ଜୁନ୍ ୫ରୁ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା? ଜାଣନ୍ତୁ ଗୁଜବ ନା ସତ
ନୂଆଦିଲ୍ଲୀ, ୧୮ା୫: କରୋନାକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟ ସରକାର ନିଜ ରାଜ୍ୟ ବୋର୍ଡ ପରୀକ୍ଷା ସହ ଦ୍ୱାଦଶ ପରୀକ୍ଷାକୁ ବାତିଲ କରିଛନ୍ତି । ତେବେ ଆସନ୍ତା ଜୁନ ୫ରୁ ପରୀକ୍ଷା ହେବା ନେଇ ସୋସିଆଲ ମିଡ଼ିଆରେ ଭାଇରାଲ…
ଓଡ଼ିଶାରେ ଆଜି ୧୦, ୩୨୧ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର, ୧୮ ।୫ (ଓଡିଶା ଭାସ୍କର): ରାଜ୍ୟରେ କରୋନାର ଦ୍ୱିତୀୟ ଲହରର ତାଣ୍ଡବ ଜାରି ରହିଛି । ଦିନକୁ ଦିନ ନୂଆ ସଂକ୍ରମିତଙ୍କ ଚିହ୍ନଟ ହେବା ପ୍ରଶାସନ ଓ ଜନସାଧାରଣଙ୍କୁ ଚିନ୍ତାରେ ପକାଇଛି । ଲକଡାଉନ, ସଟଡାଉନ୍,…
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ବୈଜ୍ଞାନିକଙ୍କ ସତର୍କବାଣୀ: ଆଗାମୀ ସମୟ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ, ଆସିବ ଏକାଧିକ ଲହର
ନୂଆଦିଲ୍ଲୀ, ୧୮ା୫: ଭାରତରେ କରୋନାର ଦ୍ୱିତୀୟ ଲହର ଜାରି ରହିଛି । କରୋନାରେ ଦେଶର ପ୍ରାୟ ୪ ହଜାର ଲୋକ ବର୍ତ୍ତମାନ ସୁଦ୍ଧା ପ୍ରାଣ ହରାଇ ସାରିଲେଣି । ତେବେ ଭାରତର ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ…
ରାଜ୍ୟର ୨୨ ଜଣଙ୍କ ମୁଣ୍ଡ ନେଲା ମହାମାରୀ କରୋନା
ଭୁବନେଶ୍ୱର, ୧୮ା୫ (ଓଡିଶା ଭାସ୍କର): ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୨ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା…
କରୋନାରେ ମୃତ୍ୟୁବରଣ କଲେ ପରିବାରର ଜଣଙ୍କୁ ମିଳିବ ଚାକିରି, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
ନୂଆଦିଲ୍ଲୀ, ୧୮ା୫: ଦେଶରେ କରୋନାର ଦ୍ୱିତୀୟ ଲହର ଭୟଙ୍କର ଭାବେ ବଢ଼ି ଚାଲିଛି । ତେବେ ମଧ୍ୟପ୍ରଦେଶରେ କରୋନାକୁ ନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଏଣିକି କରୋନାରେ…
ଆଇଏମଏର ପୂର୍ବତନ ସଭାପତି ଡାକ୍ତର କେକେ ଅଗ୍ରୱାଲଙ୍କ କରୋନାରେ ପରଲୋକ
ନୂଆଦିଲ୍ଲୀ: କରୋନା ମହାମାରୀ ହୁ ହୁ ହୋଇ ବଢିଚାଲିଥିବା ବେଳେ ମୃତ ସଂଖ୍ୟା ବଢିଚାଲିଛି । ଏହାରି ମଧ୍ୟରେ ହାର୍ଟ କେୟାର୍ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆର ସଭାପତି ଓ ଆଏମଏର ପୂର୍ବତନ ସଭାପତି ପଦ୍ମଶ୍ରୀ ଡାକ୍ତର କେକେ…
‘ତଉକ୍ତେ’ ତାଣ୍ଡବ: ୧୬ ମୃତ, ୧୯୦ କିମି ବେଗରେ ପବନ
ନୂଆଦିଲ୍ଲୀ, ୧୮ା୫: ଆରବ ସାଗରରେ ସୃଷ୍ଟି ହୋଇଥିବା ୨୦୨୧ ବର୍ଷର ପ୍ରଥମ ସାମୁଦ୍ରିକ ଝଡ଼ ଭୟଙ୍କର ରୂପ ନେଇଛି । ଗତକାଲି ରାତି ୮ଟା ୩୦ରେ ଏହା ଗୁଜରାଟ ଉପକୂଳ ଛୁଇଁଥିଲା । ଏହାର ପ୍ରଭାବରେ ମହାରାଷ୍ଟ୍ର, କର୍ଣ୍ଣାଟକ,…
ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୪ ଲକ୍ଷ ୩ ହଜାର ପାର
ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୪ ଲକ୍ଷ ୩ ହଜାର ୯୯୪ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬ କୋଟି ୪୨ ଲକ୍ଷ ୬୨…
ଓଡ଼ିଆ କ୍ରିକେଟର ଶିବସୁନ୍ଦର ଦାସଙ୍କୁ BCCIର ନୂଆ ଦାୟିତ୍ୱ
ନୂଆଦିଲ୍ଲୀ: ଓଡ଼ିଆ କ୍ରିକେଟର ଶିବସୁନ୍ଦର ଦାସଙ୍କୁ BCCIର ନୂଆ ଦାୟିତ୍ୱ ଦିଆଯାଇଛି। ଶିବସୁନ୍ଦର ଭାରତୀୟ ମହିଳା କ୍ରିକେଟ ଟିମ୍ର ବ୍ୟାଟିଂ କୋଚ୍ ହୋଇଛନ୍ତି । ବ୍ୟାଟିଂ କୋଚ ନିଯୁକ୍ତି ନେଇ ଖୋଦ ଶିବସୁନ୍ଦର…
ପଞ୍ଚାୟତ ନିର୍ବାଚନ ଡ୍ୟୁଟି ବେଳେ କରୋନା ନେଲା ୧୬୨୧ ଶିକ୍ଷା କର୍ମଚାରୀଙ୍କ ଜୀବନ, ଲିଷ୍ଟ ଜାରି
ଲକ୍ଷ୍ନୌ : କରୋନା ମହାମାରୀ ହୁ ହୁ ହୋଇ ମାଡିଚାଲିଥିବା ବେଳେ ଅନେକ ଲୋକଙ୍କର ଜୀବନ ଯାଉଛି । ଏହାରି ମଧ୍ୟରେ ଉତ୍ତର ପ୍ରଦେଶର ପଞ୍ଚାୟତ ନିର୍ବାଚନରେ ଡ୍ୟୁଟି କରୁଥିବା ବେଳେ କରୋନାରେ ସଂକ୍ରମିତ ଶିକ୍ଷା କର୍ମଚାରୀଙ୍କ…