fbpx
Browsing Category

Breaking News

ନିର୍ମାଣାଧୀନ ପୋଲ ଭୁଶୁଡ଼ିବା ଘଟଣା: କଡ଼ା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ଉନ୍ନୟନ କମିଶନର

ନବରଙ୍ଗପୁର, ୧୧ା୧ (ଓଡିଶା ଭାସ୍କର): ନବରଙ୍ଗପୁର ଜିଲ୍ଲା ଉମରକୋଟ ଅନ୍ତର୍ଗତ ତାଲାପଦର ଗାଁରେ ନିର୍ମାଣାଧୀନ ପୋଲ ଭୁଶୁଡ଼ିବା ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦିଆଯାଇଛି । ଏହି ନିର୍ଦ୍ଦେଶ ଦେଇଛନ୍ତି…

ଦେଶରେ ଦିନକରେ ୧୬୧ ମୃତ, ୧୬ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ, ୧୧ା୧: ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୧୬୧ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୧ ହଜାର ୧୬୦କୁ ବୃଦ୍ଧି ପାଇଛି । ଦିନକରେ ୧୬ ହଜାର ୩୧୧ ଜଣ ଆକ୍ରାନ୍ତ ହୋଇଥିବା…

ଟିକାକରଣର ୨ ଦିନ ପୂର୍ବରୁ ଆସିବ ଟିକା!

ଭୁବନେଶ୍ୱର, ୧୧ ।୧(ଓଡିଶା ଭାସ୍କର): ୧୬ରୁ ଟିକାକାରଣ ଆରମ୍ଭ ହୋଇଯିବ । ଟିକାକରଣକୁ ନେଇ ଆଜି ପରିବାର କଲ୍ୟାଣ ନିର୍ଦ୍ଦେଶକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ଯେ କହିଛନ୍ତି ଯେ, ‘ଟିକାକରଣର ୨ରୁ ୩ ଦିନ ମଧ୍ୟରେ…

ରାସ୍ତା ଉପରେ ଜଳିଗଲା ବସ: ବର୍ତ୍ତିଲେ ୩୦ ଯାତ୍ରୀ

କନ୍ଧମାଳ, ୧୧ା୧ (ଓଡିଶା ଭାସ୍କର): ଏକ ଚଳନ୍ତା ବସରେ ହଠାତ ନିଆଁ ଲାଗିଥିଲା, ଫଳରେ ବସଟି ହୁତୁହୁତୁ ହୋଇ ଜଳି ଉଠିଥିଲା । କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ଧୁଙ୍ଗିଆଦିଆ ଘାଟିରେ ଏହି ଘଟଣା ଘଟିଛି । ତେବେ ରୁଦ୍ରକାଳୀ…

ଘଟିଲା ପ୍ରତୀକ୍ଷାର ଅନ୍ତ: ଖୋଲିଲା ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର, ୧୧ା୧ (ଓଡିଶା ଭାସ୍କର): ଆଜିଠାରୁ ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳ ଖୋଲିଛି । ଏହାକୁ ଦୃଷ୍ଟିରେ ରଖି କଲେଜ ପରିସରକୁ ସାନିଟାଇଜ କରାଯିବା ସହ ସରକାରଙ୍କ କୋଭିଡ ଗାଇଡଲାଇନକୁ ଦୃଷ୍ଟିରେ ରଖି…

ଘନ କୁହୁଡ଼ି ଯୋଗୁଁ ବ୍ରେକ ଫେଲ: ନାବାଳିକା ମୃତ, ୪ ଗୁରୁତର

ନିଶ୍ଚିନ୍ତକୋଇଲି, ୧୧ା୧ (ଓଡିଶା ଭାସ୍କର): ଘନ କୁହୁଡ଼ି ଆଉ ବ୍ରେକ ଫେଲ ଯୋଗୁଁ ଜଣେ ନାବାଳିକାଙ୍କ ଜୀବନ ଚାଲିଯାଇଛି । ନିଶ୍ଚିନ୍ତକୋଇଲି ଥାନା ନିକଟ କଟିକଟା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । କଟକ-ଚାନ୍ଦବାଲି…

ଆସନ୍ତା ୧୨ରୁ ପୁଣି ରାଜ୍ୟକୁ ଫେରିବ ଶୀତ

ଭୁବନେଶ୍ୱର, ୧୦ା୧ (ଓଡିଶା ଭାସ୍କର): କିଛି ଦିନ ଧରି ରାଜ୍ୟରେ ଶୀତର ପ୍ରକୋପ କମିଛି । ତେବେ ପୁଣି ଶୀତ ଲେଉଟିବ ବୋଲି ଖବର ମିଳିଛି । ଆଉ ୩ ଦିନ ପରେ ପୁଣି ଶୀତର ପ୍ରତ୍ୟାଗମନ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ…

ଦିନକରେ ରାଜ୍ୟରେ ୨୬୦ ପଜିଟିଭ ଚିହ୍ନଟ

ଭୁବନେଶ୍ୱର, ୧୦ା୧ (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି । ଏହା ମଧ୍ୟରେ ଆଜି ପୁଣି ୨୬୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୫୧ ଓ ସ୍ଥାନୀୟ ଅଞ୍ଚଳରୁ ୧୦୯ଜଣ…

ଅନଲାଇନ କ୍ଲାସ ପାଇଁ ଏହି ରାଜ୍ୟର ଛାତ୍ରଛାତ୍ରୀଙ୍କୁ ମିଳିବ ଦୈନିକ ୨ ଜିବି ଡାଟା, ଜାଣନ୍ତୁ କେଉଁଠି

ଚେନ୍ନାଇ, ୧୦ା୧: ଅନଲାଇନ କ୍ଲାସ କଲେ ମିଳିବ ୨ ଜିବିର ଡାଟା । ଏକଥା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ତାମିଲନାଡ଼ୁ ସରକାର ଅନଲାଇନରେ ପାଠ ପଢ଼ୁଥିବା ସରକାରୀ ଓ ସରକାରୀ ସହାୟତା ପ୍ରାପ୍ତ କଲେଜ ଛାତ୍ରଛାତ୍ରୀଙ୍କ ପାଇଁ…

ଅଗ୍ନିକାଣ୍ଡରେ ଜଳିଗଲା ୩ ଦୋକାନ

ଭୁବନେଶ୍ୱର, ୧୦ା୧ (ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରର ରସୁଲଗଡ଼ରେ ଏକ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ୩ଟି ଦୋକାନ ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି ।…