Browsing Category
Breaking News
ରାଜ୍ୟରେ ପୁଣି ଦୈନିକ ସଂକ୍ରମଣ ଦୁଇ ହଜାର ତଳେ: ଆଜି ଚିହ୍ନଟ ହେଲେ ୧୮୬୪ ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କ୍ରମଶଃ କରୋନାର ସ୍ଥିତି ସ୍ୱାଭାବିକ ହେବାରେ ଲାଗିଥିଲେ ହେଁ ଆଶଙ୍କା ହଟିନାହିଁ । ତେଣୁ ଏହାକୁ ନଜରରେ ରଖି ବିଏମସି ପକ୍ଷରୁ ରାଜଧାନୀ ଭୁବନେଶ୍ୱରର ସମସ୍ତ ସରକାରୀ ଓ…
ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ ସମ୍ମିଳନୀ: ଅଗଷ୍ଟ ୨୩ରୁ ଏକକ ପିଜି ଏଣ୍ଟ୍ରାନ୍ସ, ଅକ୍ଟୋବର ୧୫ରୁ ପିଜି ନାମଲେଖା
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ସମସ୍ତ ଅଣ୍ଡର ଗ୍ରାଜୁଏଟ୍ ଫାଇନାଲ ସେମିଷ୍ଟାର ପରୀକ୍ଷା (ବ୍ୟାକ୍ ପେପରକୁ ଛାଡ଼ି) ଅଗଷ୍ଟ ୧୯ ତାରିଖ ସୁଦ୍ଧା ଶେଷ ହେବ । ସେହିପରି ୟୁଜିର ବ୍ୟାକ୍ ପେକର ସମେତ ଫାଇନାଲ ସେମିଷ୍ଟାର…
ମହାରାଷ୍ଟ୍ରରେ ବର୍ଷା ଯୋଗୁଁ ମୃତ୍ୟୁସଂଖ୍ୟା ୧୩୫କୁ ବୃଦ୍ଧି, ସରକାର କହିଲେ- ଆଗାମୀ ୨୪ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ
ମୁମ୍ବାଇ : କରୋନା ମହାମାରୀ ସହ ଲୋକମାନେ ଲଢ଼େଇ କରୁଥିବା ବେଳେ ମହାରାଷ୍ଟ୍ରରେ ଆତଙ୍କ ସୃଷ୍ଟି କରିଛି ବର୍ଷା । ଗତ ଗୁରୁବାର ସନ୍ଧ୍ୟାଠାରୁ ବର୍ତ୍ତମାନ ସୁଦ୍ଧା ବର୍ଷା ସହ ଜଡିତ ଘଟଣାରେ ୧୩୬ ଲୋକଙ୍କ ମୃତ୍ୟୁ ହୋଇଛି ।…
ଆପଣଙ୍କ ଚେହେରା କହିବ ଆପଣଙ୍କ ଶରୀରରେ ରୋଗ ଅଛି ନା ନାହିଁ, ଆପ୍ଲାଏ କରନ୍ତୁ ଏହି ୮ଟି ଫର୍ମୂଲା
କଥାରେ ଅଛି- ଶରୀର ଅଛି ମାନେ ରୋଗ ଅଛି । ତେବେ କିଛି ଲୋକଙ୍କ ଶରୀରରେ ଅନେକ ରୋଗ ରହିଥିବା ବେଳେ ସେମାନେ ନିଜକୁ ସୁସ୍ଥ ବୋଲି ଭାବିଥାନ୍ତି । ଆଉ କିଛି ଲୋକଙ୍କ ଠାରେ କୌଣସି ରୋଗ ନଥିବା ବେଳେ ସେମାନେ ଅଯଥାରେ…
କୁଆଖାଇ ନଦୀପଠାରୁ ମୃତଦେହ ମିଳିବା ଘଟଣା: ଆସିଲା ପୋଷ୍ଟମର୍ଟମ୍ ରିପୋର୍ଟ, ଭିସେରା ରିପୋର୍ଟରୁ ସ୍ପଷ୍ଟ ହେବ ପୂରା ଘଟଣା
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): କୁଆଖାଇ ନଦୀପଠାରୁ ମୃତଦେହ ମିଳିବା ଘଟଣା ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏବେ କମିଶନରେଟ ପୋଲିସ ପକ୍ଷରୁ ଏହାର ତଦନ୍ତ କାର୍ଯ୍ୟକୁ ଜୋର୍ଦାର୍ କରିଛି । ଏହାରି ଭିତରେ ପୋଲିସ…
ବାଜିଲା ଟୋକିଓ ଅଲିମ୍ପିକ୍ସ ବିଗୁଲ, ବିନା ଦର୍ଶକରେ ହେଲା ରଙ୍ଗାରଙ୍ଗ୍ ଉଦ୍ଘାଟନ ଉତ୍ସବ; ଭାରତୀୟ ଦଳର ନେତୃତ୍ୱ ନେଲେ ମନପ୍ରୀତ ଓ ମେରୀକମ୍
ଟୋକିଓ (ଭାସ୍କର ନ୍ୟୁଜ୍): ବାଜିଲା ଟୋକିଓ ଅଲିମ୍ପିକ୍ସ ବିଗୁଲ୍ । ବିନା ଦର୍ଶକ ଓ ରଙ୍ଗାରଙ୍ଗ୍ ଉତ୍ସବ ସହ ଶୁକ୍ରବାର ମହାସମାରୋହରେ ଉଦ୍ଘାଟିତ ହୋଇଯାଇଛି ୩୨ତମ ଗ୍ରୀଷ୍ମକାଳୀନ ଟୋକିଓ ଅଲିମ୍ପିକ୍ସ କ୍ରୀଡ଼ା । ଜାପାନ…
ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୪୧. ୫୯ ଲକ୍ଷକୁ ବୃଦ୍ଧି
ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୪୧ ଲକ୍ଷ ୫୯ ହଜାର ୪୭୬ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯ କୋଟି ୪୦ ଲକ୍ଷ ୫…
ଆଜି ପ୍ରକାଶ ପାଇବ ଆଇସିଏସ୍ଇ ଦଶମ ଓ ଆଇଏସ୍ସି ଦ୍ୱାଦଶ ରେଜଲ୍ଟ
ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍): କାଉନ୍ସିଲ୍ ଫର୍ ଦ ଇଣ୍ଡିଆନ୍ ସ୍କୁଲ ସାର୍ଟିଫିକେସନ୍ ଏକ୍ଜାମିନେସନ୍ (ସିଆଇଏସ୍ସିଇ) ପକ୍ଷରୁ ଆଇସିଏସ୍ଇ ଦଶମ ଓ ଆଇଏସ୍ସି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଶନିବାର ଅପରାହ୍ଣ…
ଡିଏଫଓଙ୍କୁ ମିଳିଲା କ୍ଲିନ୍ଚିଟ୍, ବିଦ୍ୟାଭାରତୀଙ୍କ ସହ ନାହିଁ ସମ୍ପର୍କ, ଗଜପତି ଏସ୍ପି କଲେ ସ୍ପଷ୍ଟ
ଭୁବନେଶ୍ଵର(ଓଡ଼ିଶା ଭାସ୍କର): ଏସିଏଫ୍ଓ ସୌମ୍ୟଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାରେ ତଦନ୍ତ ଆଉ ପାଦେ ଆଗେଇଛି। ବହୁ ଚର୍ଚ୍ଚିତ ଏହି ଘଟଣାରେ ଅନ୍ୟତମ ଅଭିଯୁକ୍ତ ରହିଥିବା ଡିଏଫଓ ସଂଗ୍ରାମ ବେହେରାଙ୍କୁ ମିଳିଛି କ୍ଲିନ୍…
ଭାରତୀୟ କ୍ରୀଡ଼ାବିତଙ୍କୁ ଉତ୍ସାହିତ କଲେ ପ୍ରଧାନମନ୍ତ୍ରୀ ମୋଦୀ, ବସିବା ସ୍ଥାନରୁ ଛିଡ଼ା ହୋଇ ଜଣାଇଲେ ସମ୍ମାନ
ନୂଆଦିଲ୍ଲୀ(ଓଡ଼ିଶା ଭାସ୍କର ବ୍ୟୁରୋ): ବହୁ ପ୍ରତୀକ୍ଷିତ ଟୋକିଓ ଅଲିମ୍ପିକ୍ସ-୨୦୨୦ ଶୁକ୍ରବାରଠାରୁ ଆରମ୍ଭ ହୋଇଯାଇଛି। ବିଭିନ୍ନ ଦେଶର କ୍ରୀଡ଼ାବିତ୍ଙ୍କ ଗହଣରେ ଉଦଘାଟନୀ ସମାରୋହ ବଡ଼ ଉତ୍ସାହର ସହ ପାଳିତ ହୋଇଯାଇଛି।…