Browsing Category
Breaking News
ବାର୍ଡ ଫ୍ଲୁରେ ପ୍ରାଣ ହରାଇଲା ୧୨ ବର୍ଷର ବାଳକ, କରୋନା ପଜିଟିଭ୍ ହୋଇଥିଲା ଚିହ୍ନଟ
ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ କରୋନାକୁ ନେଇ ଆଶଙ୍କା ଥମିନଥିବା ବେଳେ ଏହି ସମୟରେ ବାର୍ଡ ଫ୍ଲୁର ଆବିର୍ଭାବ ହୋଇଛି । ଜଣେ ୧୨ ବର୍ଷର ବାଳକ ବାର୍ଡ ଫ୍ଲୁରେ ସଂକ୍ରମିତ ହୋଇ ଅକାଳରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି ।…
ଆଫଗାନିସ୍ତାନର ମହିଳାମାନଙ୍କ ଉପରେ ତାଲିବାନର ଲୋଲୁପ ଦୃଷ୍ଟି, ମାଗିଲା ୧୫ ବର୍ଷରୁ ଅଧିକ ବୟସର ଝିଅଙ୍କ ଲିଷ୍ଟ
ଆଫଗାନିସ୍ତାନ ଉପରେ ବଡ଼ ସଙ୍କଟ । ଆଫଗାନିସ୍ତାନରେ ତାଲିବାନ ୮୫% ଅଞ୍ଚଳ ଦଖଲ କରି ନିଜ କବଜାକୁ ନେଇସାରିଛି । ଏହାରି ମଧ୍ୟରେ ଆମେରିକାର ସେନା ଫେରିଯିବାରୁ ଆଫଗାନିସ୍ତାନ ସେନା ଆତଙ୍କବାଦୀଙ୍କ ସହ ଲଢ଼ୁଛନ୍ତିି ।…
ପ୍ରିୟଦର୍ଶିନୀ ମର୍ଡର ମିଷ୍ଟ୍ରି: ଅଭିଯୁକ୍ତ ଜଗନ୍ନାଥଙ୍କୁ ଚାଲିଛି ଜେରା, ଫିଟିବ ଗୁମର ଆଜି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବହୁ ଚର୍ଚ୍ଚିତ ଭୀମଟାଙ୍ଗି ପ୍ରିୟଦର୍ଶିନୀ ହତ୍ୟାକାଣ୍ଡର ଗୁମର ଫିଟିବ ଆଜି । ପୂର୍ବରୁ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ ଅସୁସ୍ଥ ଥିବାରୁ ତାଙ୍କୁୁ ଏମ୍ସରେ ଭର୍ତ୍ତି କରାଯାଇଥିଲା । ତେବେ…
ପ୍ରଥମ ଟ୍ରାନ୍ସଜେଣ୍ଡର ଭାବେ ନିର୍ବାଚନରେ ନାମାଙ୍କନ ଦାଖଲ କରିଥିବା RJ ଅନନ୍ୟାଙ୍କ ଆତ୍ମହତ୍ୟା: ଫ୍ଲାଟରୁ ମିଳିଲା ଶବ, ଜାଣନ୍ତୁ କାରଣ
କୋଚ୍ଚି: କେରଳ ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଥିବା ପ୍ରଥମ ଟ୍ରାନ୍ସଜେଣ୍ଡର ପ୍ରାର୍ଥୀ ତଥା ରାଜ୍ୟର ପ୍ରଥମ ଟ୍ରାନ୍ସ ରେଡିଓ ଜକି ଅନନ୍ୟା କୁମାରୀ ଆଲେକ୍ସ ଆତ୍ମହତ୍ୟା କରିଛନ୍ତି । ଅନନ୍ୟାଙ୍କ ମୃତଦେହ…
ରାଜ କୁନ୍ଦ୍ରାଙ୍କ ପୋନୋଗ୍ରାଫୀ ମାମଲା: ଶିଳ୍ପା ସେଟ୍ଟୀଙ୍କୁ ନେଇ ମୁମ୍ବାଇ ପୋଲିସର ବଡ ବୟାନ
ମୁମ୍ବାଇ: ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ମୁମ୍ବାଇର କ୍ରାଇମ ବ୍ରାଞ୍ଚ ଗିରଫ କରିଛି ଓ କୋର୍ଟ ତାଙ୍କୁ ୩ ଦିନ ପାଇଁ ପୋଲିସ ହେପାଜତକୁ ପଠାଇଛନ୍ତି । ମଙ୍ଗଳବାର ସନ୍ଧ୍ୟାରେ ମୁମ୍ବାଇ…
ଆଇସିସି ମହିଳା ଦିନିକିଆ ମାନ୍ୟତା: ପୁଣି ଶୀର୍ଷ ସ୍ଥାନକୁ ଫେରିଲେ ମିଥାଲି
ଦୁବାଇ (ଓଡ଼ିଶା ଭାସ୍କର): ଭାରତୀୟ ମହିଳା ଦିନିକିଆ ଦଳର ଅଧିନାୟିକା ମିଥାଲି ରାଜ ପୁଣି ଆଇସିସି ଦିନିକିଆ ମାନ୍ୟତାର ଏକ ନମ୍ବର ସ୍ଥାନକୁ ଫେରିଲେ । ଅଳ୍ପଦିନ ତଳେ ୱେଷ୍ଟଇଣ୍ଡିଜ ଦଳର ଅଧିନାୟିକା ଷ୍ଟେଫାନେ ଟେଲର ଏହି…
ଆଇସିଏମ୍ଆର୍ ୪ର୍ଥ ସେରୋସର୍ଭେ ରିପୋର୍ଟ: ଏବେ ବି ବିପଦ ଆଶଙ୍କା, ୪୦ କୋଟି ଭାରତୀୟଙ୍କ ଦେହରେ ସୃଷ୍ଟି ହୋଇନି ଆଣ୍ଟିବଡି
ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : ଦେଶର ଦୁଇ-ତୃତୀୟାଂଶ ଜନତାଙ୍କ ଶରୀରରେ କରୋନା ଭୂତାଣୁ ବିକ୍ଷରେ ପ୍ରତିରୋଧକ ଶକ୍ତି ବା ଆଣ୍ଟିବଡ଼ି ସୃଷ୍ଟି ହୋଇଛି । ମାତ୍ର ଚିନ୍ତାଜନକ ବିଷୟ ହେଉଛି ଏକ ତୃତୀୟାଂଶ ଜନତା ଅର୍ଥାତ ୪୦…
ପୁଣି ଓଡ଼ିଶାରୁ ୬୯ ଆକ୍ରାନ୍ତଙ୍କ ମୃତ୍ୟୁ, ହିସାବ ଦେଲେ ସରକାର
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିଥିଲେ ବି ମୃତ୍ୟୁ ସଂଖ୍ୟା ରେକର୍ଡସ୍ତରରେ ରହୁଛି । ଲକଡାଉନ୍, ସଟଡାଉନ୍ ପରି କଟକଣା ପରେ ବି ଲାଗିପାରୁନାହିଁ ମୃତ୍ୟୁସଂଖ୍ୟାରେ ରୋକ୍ ।…
ସରକାରୀ ଚାକିରି: ୫ମ ପାସ୍ ପାଇଁ ରହିଛି ସୁଯୋଗ, ଏହି ଜିଲ୍ଲାରେ ଅଙ୍ଗନୱାଡି ପାଇଁ ବାହାରିଛି ପଦବୀ
ନୂଆଦିଲ୍ଲୀ : ଉତ୍ତର ପ୍ରଦେଶ ସରକାରଙ୍କ ଶିଶୁ ବିକାଶ ସେବା ଓ ପୁଷ୍ଟିହାର ବିଭାଗ ଦ୍ୱାରା ୫୩ ହଜାର ଅଙ୍ଗନୱାଡି କର୍ମୀ ଏବଂ ସହାୟକଙ୍କ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି କ୍ରମରେ ଏବେ ଚିତ୍ରକୋଟ୍…
କରୋନା ସଂକ୍ରମଣକୁ ନେଇ ପୁଣି ବିମାନ ସେବାରେ ରୋକ୍ ଲଗାଇଲେ କାନାଡ଼ା ସରକାର, ଅଗଷ୍ଟ ୨୧ ପର୍ଯ୍ୟନ୍ତ କାନାଡାକୁ ଉଡିବନି ଭାରତୀୟ ବିମାନ
ଓଟ୍ଟାୱା (ଓଡ଼ିଶା ଭାସ୍କର): ଦେଶରେ କୋରୋନା ନିୟନ୍ତ୍ରଣକୁ ଆସିଥିଲେ ମଧ୍ୟ ଏବେ ବି କିଛି ରାଷ୍ଟ୍ର ଭାରତରୁ ବିମାନ ଯାତ୍ରାକୁ ନିଷେଧ କରିଛନ୍ତି । ପୂର୍ବରୁ ଦେଶରୁ ବିମାନ ଯାତ୍ରା କାନାଡା ନିଷେଧ କରିଥିବା ବେଳେ ଏହାକୁ…