fbpx
Browsing Category

Breaking News

ଆଜି ହେବ ଅଗ୍ନି-୩ କ୍ଷେପଣାସ୍ତ୍ରର ପରୀକ୍ଷଣ

ଭଦ୍ରକ,୩୦ା୧୧(ଓଡ଼ିଶା ଭାସ୍କର): ଆଜି ଭଦ୍ରକ କଲାମ ଦ୍ୱୀପରୁ ଅଗ୍ନି-୩ର ପରୀକ୍ଷଣ କରାଯିବ ବୋଲି ଜଣାପଡ଼ିଛି । ଅଗ୍ନି-୩ର ପରୀକ୍ଷଣ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଯାଇଛି । ଏହା ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ…

ଝାଡ଼ଖଣ୍ଡରେ ବିଧାନସଭା ଆସନ ପାଇଁ ମତଦାନ ଜାରି

ଝାଡ଼ଖଣ୍ଡ,୩୦ା୧୧: ଆଜି ଝାଡ଼ଖଣ୍ଡ ବିଧାନସଭା ପାଇଁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ କରାଯାଇଛି । ସକାଳ ୭ଟାରୁ ୧୩ଟି ଆସନ ପାଇଁ ମତଦାନ ଜାରି ରହିଛି । ଝାଡ଼ଖଣ୍ଡ ରାଜ୍ୟର ୬ଟି ଜିଲ୍ଲାରେ ବିଧାନସଭା ଆସନ ପାଇଁ ମତଦାନ ଜାରି…

ଭଦ୍ରକରେ ନୂଆ ମେଡ଼ିକାଲ କଲେଜ ପ୍ରତିଷ୍ଠା ଘୋଷଣା ମିଛ

ଭଦ୍ରକ,୨୯ା୧୧(ଓଡ଼ିଶା ଭାସ୍କର): ଭଦ୍ରକରେ ନୂଆ ମେଡ଼ିକାଲ କଲେଜ ପ୍ରତିଷ୍ଠା ଘୋଷଣା ମିଛ ବୋଲି ସୂଚନା ମିଳିଛି । ସନ୍ଧ୍ୟାରେ ମେଡ଼ିକାଲ ପ୍ରତିଷ୍ଠା ନେଇ ଘୋଷଣା କରିଥିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ । ଏନେଇ ପ୍ରେସ ରିଲିଜ ମଧ୍ୟ…

ପରିବହନ କମିସନରଙ୍କ ଚିଠି, ୧୦ଟି କ୍ଷେତ୍ରରେ ପଡ଼ିବ ଫାଇନ

ଭୁବନେଶ୍ୱର,୨୯ା୧୧(ଓଡ଼ିଶା ଭାସ୍କର): ଆରଟିଓ ଯାଞ୍ଚ ନେଇ ପୁଣିଥରେ ୩ମାସ ନୂଆ ମୋଟର ଯାନ ଆଇନକୁ କୋହଳ କରାଯାଇଥିଲା । ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଏହି ଘୋଷଣା ପରେ ସବୁ ଜିଲ୍ଲାପାଳଙ୍କୁ ପରିବହନ କମିସନର ଚିଠି…

ଆସନ୍ତାକାଲି ବହୁମତର ପ୍ରମାଣ ଦେବେ ମହାରାଷ୍ଟ୍ର ସରକାର

ମହାରାଷ୍ଟ୍ର,୨୯ା୧୧: ଆସନ୍ତାକାଲି ବହୁମତର ପ୍ରମାଣ ଦେବେ ମହାରାଷ୍ଟ୍ର ସରକାର । ଦିନ ୨ଟାରେ ବହୁମତର ପ୍ରମାଣ ଦେବେ ଉଦ୍ଧବ ଠାକରେ । ଉଲ୍ଲେଖଯୋଗ୍ୟ ଯେ ଗତକାଲି ମହାରାଷ୍ଟ୍ରରେ ମହାନାଟକରେ ପୂର୍ଣ୍ଣଛେଦ ପକେଇ ବା ସମସ୍ତ…

ଭଦ୍ରକରେ ହେବ ନୂଆ ମେଡ଼ିକାଲ କଲେଜ: ନବ ଦାସ

ଭଦ୍ରକ,୨୯ା୧୧(ଓଡ଼ିଶା ଭାସ୍କର): ଭଦ୍ରକରେ ନୂଆ ମେଡ଼ିକାଲ କଲେଜ ହେବ ବୋଲି ସୂଚନା ମିଳିଛି । ଏନେଇ ଘୋଷଣା କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ଆସନ୍ତା ବର୍ଷ ଫେବ୍ରୁଆରି ସୁଦ୍ଧା ନିର୍ମାଣ କାର୍ଯ୍ୟ ଆରମ୍ଭ…

ଗିରଫ ହେଲା ଓୟୋ ବ୍ଲାକମେଲର

ଭୁବନେଶ୍ୱର,୨୯ା୧୧(ଓଡ଼ିଶା ଭାସ୍କର): ଯୁବତୀଙ୍କ ଭିଡ଼ିଓ ଭଇରାଲ ପ୍ରସଙ୍ଗରେ ଓୟୋ ବ୍ଲାକମମେରଙ୍କୁ ଆଜି ଗିରଫ କରିଛି ପୋଲିସ । ସେମାନେ ଦୁଇ ଜଣ ମିଶି ବ୍ଲାକମେଲ କରୁଥିବା ଜଣାପଡ଼ିଛି । ବ୍ଲାକମେଲ ଅଭିଯୋଗରେ ଦୁଇଜଣ…

ହ୍ରାସ ପାଇଲା ଅଭିବୃଦ୍ଧି ହାର

ନୂଆଦିଲ୍ଲୀ,୨୯ା୧୧(ଓଡ଼ିଶା ଭାସ୍କର): ଦେଶର ଅର୍ଥନୀତି ମାନ୍ଦାବସ୍ଥା ଆଡ଼କୁ ଗତି କରୁଥିବା ଜଣାପଡ଼ିଛି । ଦ୍ୱିତୀୟ ତିନି ମାସରେ ଜିଡ଼ିପି ଅଭିବୃଦ୍ଧି ହାର ପୁଣି ହ୍ରାସ ପାଇଛି । ଅଭିବୃଦ୍ଧି ହାର ୦.୫%କୁ ହ୍ରାସ ପାଇଛି ।…

ମୋ ବସ୍ ଯାତ୍ରୀଙ୍କ ପାଇଁ ଖୁସି ଖବର, କମିବ ଏସି ବସ୍ ଭଡ଼ା

ଭୁବନେଶ୍ୱର,୨୯ା୧୧(ଓଡ଼ିଶା ଭାସ୍କର): ମୋ ବସ୍ ଯାତ୍ରୀଙ୍କ ପାଇଁ ଏକ ଖୁସି ଖବର ଆସିଥିବା ଜଣାପଡ଼ିଛି । ଡିସେମ୍ବର ୧ରୁ ଜାନୁଆରି ୩୧ଯାଏଁ କ୍ରୁଟ(କ୍ୟାପିଟାଲ୍ ରିଜିନ୍ ଅରବାନ ଟ୍ରାନ୍ସପୋର୍ଟ) ବସ୍ ଭଡ଼ା କମ୍ କରାଯିବ ।…

ସୁକ୍ୟୁରିଟି କର୍ମୀଙ୍କ ବନ୍ଧୁକରୁ ଗୁଳି ବାଜି ଗ୍ରାହକ ଆହତ

ପୁରୀ,୨୯ା୧୧(ଓଡ଼ିଶା ଭାସ୍କର): ପୁରୀ କୁମୁଟିସାହି ଛକରେ ବିଓଆଇ ବ୍ରାଞ୍ଚରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସେଠାରେ ସିକ୍ୟୁରିଟି କର୍ମୀଙ୍କ ବନ୍ଧୁକରୁ ଗୁଳି ବାଜି ଜଣେ ଗ୍ରାହକ ଆହତ ହୋଇଥିବା ସୂଚନା ମିଳିଛି ।…