fbpx
Browsing Category

Breaking News

ବ୍ୟାପମ୍ ଦୁର୍ନୀତି ମାମଲାରେ ୩୧ଜଣଙ୍କୁ ଜେଲ୍

ମଧ୍ୟପ୍ରଦେଶ,୨୫ା୧୧: ମଧ୍ୟପ୍ରଦେଶର ପୋଲିସ କନେଷ୍ଟବଳ ନିଯୁକ୍ତି ଦୁର୍ନତି ଭଳି ଘଟଣା ଘଟିଥିଲା । ୨୦୧୩ ବ୍ୟାପମ୍ ଦୁର୍ନୀତି ମାମଲାରେ ୩୧ ଦୋଷୀଙ୍କୁ ଦଣ୍ଡବିଧାନ କରିଛନ୍ତି କୋର୍ଟ । ସେମାନଙ୍କୁ ଜେଲ ଦଣ୍ଡାଦେଶ…

ଲୋକସଭାରେ ଆଗତ ହେଲା ୪ ଗୁରୁତ୍ୱପୂର୍ଣ୍ଣ ବିଲ୍

ନୂଆଦିଲ୍ଲୀ,୨୫ା୧୧: ଆଜି ଲୋକସଭାରେ ଆଗତ ହୋଇଛି ୪ଟି ଗୁରୁତ୍ୱପୂର୍ଣ୍ଣ ବିଲ୍ । ଟିକସ ଆଇନ ସଂଶୋଧନ ବିଲ୍, ଏସପିଜି ସଂଶୋଧନ ବିଲ୍ ଆଗତ ହୋଇଛି । ଅନ୍ତର୍ଜାତୀୟ ବିତ୍ତୀୟ ସେବା କେନ୍ଦ୍ର ପ୍ରାଧିକରଣ ବିଲ୍ ମଧ୍ୟ ଆଗତ…

ସଂସଦରୁ ୨ କଂଗ୍ରେସ ସାଂସଦ ନିଲମ୍ବିତ

ନୂଆଦିଲ୍ଲୀ,୨୫ ।୧୧: ମହାରାଷ୍ଟ୍ରରେ ଚାଲିଥିବା ରାଜନୀତି ଲୋକସଭାରେ ପହଞ୍ଚିଛି । ବିଜେପିର କ୍ଷମତା ଦାଖଲ କରିଥିବା ଘଟଣାକୁ ବିରୋଧ କରି ଲୋକସଭାରେ ପୋଷ୍ଟର ସହ ହୋହାଲ୍ଲା କରୁଥିବା କେରଳର ଦୁଇ କଂଗ୍ରେସ ସାଂସଦଙ୍କୁ…

ଖରିଫ ଧାନ ସଂଗ୍ରହକୁ ନେଇ ବିବୃତି ରଖିଲେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଭୁବନେଶ୍ୱର,୨୫ା୧୧(ଓଡ଼ିଶା ଭାସ୍କର): ଖରିଫ ଧାନ ସଂଗ୍ରହକୁ ନେଇ ଗୃହରେ ବିବୃତି ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ସେ କହିଛନ୍ତି ୮ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ଆରମ୍ଭ ହୋଇଛି । ସେହି…

୭୦ହଜାର କୋଟିର ଜଳସେଚନ ଦୁର୍ନୀତି ମାମଲାରେ ଅଜିତ ପାୱାରଙ୍କୁ କ୍ଲିନଚିଟ୍ !

ମହାରାଷ୍ଟ୍ର,୨୫ା୧୧: ବିଜେପିକୁ ସମର୍ଥନର ୪୮ଘଣ୍ଟା ହୋଇନି ସେପଟେ ଅଜିତ ପାୱାରଙ୍କୁ କ୍ଲିନଚିଟ ମିଳିଛି । ତାଙ୍କୁ ୭୦ହଜାର କୋଟିର ଜଳସେଚନ ଦୁର୍ନୀତି ମାମଲାରେ କ୍ଲିନଚିଟ୍ ଦିଆଯାଇଥିବା ସୂଚନା ମିଳିଛି । ଏନସିପି ନେତା…

ଯୋଗୀ ସରକାରଙ୍କ ନିଷ୍ପତ୍ତି- ଅଯୋଧ୍ୟାରେ ଗାଈ ପିନ୍ଧିବେ କୋଟ୍

ଅଯୋଧ୍ୟା,୨୫ ।୧୧: ଉତ୍ତରପ୍ରଦେଶରେ ଗାଈଙ୍କ ସୁରକ୍ଷା ପାଇଁ ନୂଆ ନିଷ୍ପତ୍ତି ଗ୍ରହଣ କରିଛନ୍ତି ଯୋଗୀ ସରକାର । ଅଯୋଧ୍ୟାରେ ଗାଈଙ୍କୁ ଏବେ କୋଟ୍ ପିନ୍ଧାଯିବ । ସେମାନଙ୍କୁ ଥଣ୍ଡାରୁ ବଞ୍ଚାଇବା ପାଇଁ ଏହାର ଶୁଭାରମ୍ଭ…

ଜଗତସିଂହପୁରରେ ଝିଅକୁ ଦୁଷ୍କର୍ମ ଓ ଆତ୍ମହତ୍ୟା ଘଟଣାରେ ବାଚସ୍ପତିଙ୍କ ରୁଲିଂ

ଭୁବନେଶ୍ୱର,୨୫ା୧୧(ଓଡ଼ିଶା ଭାସ୍କର): ବିଧାନସଭାରେ ଜାରି ରହିଛି ଶୀତକାଳିନ ଅଧିବେଶନ । ଏହାରି ମଧ୍ୟରେ ଜଗତସିଂହପୁର ନାଉଗାଁ ଅଞ୍ଚଳରେ ନାବାଳିକା ଦୁଷ୍କର୍ମ ପ୍ରସଙ୍ଗରେ ବିଧାନସଭାରେ ହଟ୍ଟଗୋଳ ହୋଇଥିଲା । ଏନେଇ ଗୃହରେ…

ଲୋକସଂଖ୍ୟା ତୁଳନାରେ ଓଡ଼ିଶା ନାବାଳିକା ଦୁଷ୍କର୍ମରେ ପ୍ରଥମ: ନରସିଂହ

ଭୁବନେଶ୍ୱର,୨୫ା୧୧(ଓଡ଼ିଶା ଭାସ୍କର): ବିଧାନସଭାରେ ଜାରି ରହିଛି ଶୀତକାଳିନ ଅଧିବେଶନ । ବିଧାନସଭାରେ ସରକାର ଭୁଲ ତଥ୍ୟ ଦେଇଥିବା ନରସିଂହ ମିଶ୍ର ଅଭିଯୋଗ କରିଛନ୍ତି । ପୂର୍ବରୁ ସୁପ୍ରିମକୋର୍ଟରେ ୧୦୦୫ ଜଣଙ୍କୁ ଦୁଷ୍କର୍ମ…

ବେସୁରା ଗାଇବାରୁ ମଞ୍ଚ ଉପରେ ଚଢି ପିଟିଲେ ଦର୍ଶକ, ଭିଡିଓ ଭାଇରାଲ

ଗୁଜୁରାଟ,୨୫ ।୧୧: ଗୁଜୁରାଟରେ ଚାଲୁଥିବା ଲୋକସଙ୍ଗୀତ କାର୍ଯ୍ୟକ୍ରମରେ ଏକ ସଙ୍ଗୀନ ଘଟଣା ଦେଖିବାକୁ ମିଳିଛି । କାର୍ଯ୍ୟକ୍ରମରେ ଗାୟକ ବେସୁରା ଗାଇବାରୁ ଦର୍ଶକମାନେ ରାଗିଯିବା ସହ ଷ୍ଟେଜ୍ ଉପରେ ଚଢି ତାଙ୍କୁ ବାଡେଇଥିଲେ…

ନୂଆ ଟ୍ରାଫିକ ଆଇନ ପରେ ରାଜ୍ୟରେ କମିଛି ୧୬% ଦୁର୍ଘଟଣା

ଭୁବନେଶ୍ୱର,୨୫ା୧୧(ଓଡ଼ିଶା ଭାସ୍କର): ଗତ କିଛି ମାସ ତଳେ ନୂଆ ଟ୍ରାଫିକ ନିୟମ ଲାଗୁ ହୋଇଥିଲା । ଯାହାଫଳରେ ଉଲ୍ଲଙ୍ଘନକାରୀଙ୍କୁ ୧୦ଗୁଣା ଫାଇନ ଦେବାକୁ ପଡ଼ୁଥିଲା । ଏହାପରେ ସରକାର ୩ମାସ ନିୟମକୁ କୋହଳ କରି ସବୁ ଗାଡ଼ିର…