Browsing Category
Breaking News
Another Bollywood actress tests positive for Coronavirus
Mumbai, 5/4: The number of Coronavirus cases is increasing day by day in India. Many Bollywood celebrities and cricketers have been infected by the deadly virus.
Bollywood…
ପିପିଲି ଉପନିର୍ବାଚନ: ପ୍ରଚାର ମଇଦାନକୁ ଓହ୍ଲାଇବେ ନବୀନ
ଭୁବନେଶ୍ୱର, ୫ା୪ (ଓଡିଶା ଭାସ୍କର): ପିପିଲିରେ ପ୍ରଚାର ମଇଦାନକୁ ଓହ୍ଲାଇବେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ମତଦାନ ପାଇଁ ଆଉ ଅଳ୍ପଦିନ ବାକି ଥିବାରୁ ପ୍ରଚାର ଜୋରଦାର ହେବ । ବିଜେଡି ପିପିଲିରେ ବିପୁଳ ଭୋଟରେ…
ବନ୍ୟା ବିତ୍ପାତ: ୭୫ ଜଣଙ୍କ ମୃତ୍ୟୁ, ୧୨ ନିଖୋଜ, ଜାଣନ୍ତୁ କେଉଁଠି
ଜାକର୍ତ୍ତା, ୫ା୪: ଇଣ୍ଡୋନେସିଆକୁ ବନ୍ୟା ଓ ଭୂସ୍ଖଳନ ଭଳି ପ୍ରାକୃତିକ ଦୁର୍ବିପାକ ଗ୍ରାସ କରିଛି । ଏହି ବିତ୍ପାତ ଦ୍ୱାରା ୭୫ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ନିଖୋଜ ରହିଥିବା ଜଣାପଡ଼ିଛି । ତେବେ ଏହି…
ଟ୍ରାକ୍ଟରକୁ ଏକ ଲକ୍ଷ ଟଙ୍କା ଫାଇନ୍
ଟିକିରି, ୫ା୪ (ଓଡିଶା ଭାସ୍କର): ରାୟଗଡ଼ା ଜିଲ୍ଲାରେ ଏକ ଟ୍ରାକ୍ଟରକୁ ଏକଲକ୍ଷ ଟଙ୍କାର ଫାଇନ୍ କରାଯାଇଛି । ଗାଡ଼ିର କାଗଜପତ୍ର ଠିକ ନ ଥିବାରୁ ଟ୍ରାକ୍ଟରକୁ ୧ ଲକ୍ଷ ୪୧ ହଜାର ଟଙ୍କା ଜରିମାନା କରିଛନ୍ତି ରାୟଗଡ଼ା ଆଞ୍ଚଳିକ…
ପୁଣି ଆନ୍ଧ୍ରର ଦାଦାଗିରି: ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି
ଭୁବନେଶ୍ୱର, ୫ା୪ (ଓଡିଶା ଭାସ୍କର): କିଛିଦିନର ନିରବତା ପରେ ପୁଣି ଆନ୍ଧ୍ରର ଦାଦାଗିରି ଆରମ୍ଭ ହୋଇଛି । କୋଟିଆରେ ନିର୍ବାଚନ ପାଇଁ ଆନ୍ଧ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ପଞ୍ଚାୟତ ନିର୍ବାଚନ ପରେ…
ଏକ ଲକ୍ଷ ଟପିଲା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା, ୪୭୮ ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ, ୫ା୪ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୪୭୮ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୫ ହଜାର ୧୦୧କୁ ବୃଦ୍ଧି…
ଆଜିଠାରୁ ନବମ ଓ ଦଶମ ଶ୍ରେଣୀ ପ୍ରି-ବୋର୍ଡ ପରୀକ୍ଷା
ଭୁବନେଶ୍ୱର, ୫ା୪ (ଓଡିଶା ଭାସ୍କର): ଆଜିଠାରୁ ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପ୍ରି-ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବ । ଓଡ଼ିଶା ମାଧ୍ୟମିକ ସ୍କୁଲ ସଂଘ (ଓଷ୍ଟା) ପକ୍ଷରୁ ଏହି ପରୀକ୍ଷା ତିନିଦିନ ଧରି ଚାଲିବ । ପ୍ରାୟ ୬…
ଏଟିଏମରୁ କଟାଫଟା ନୋଟ୍ ବାହାରୁଛି କି, ଜାଣନ୍ତୁ କ’ଣ କରିବେ
ନୂଆଦିଲ୍ଲୀ, ୫ା୪: ଅନେକ ଲୋକ ଏଟିଏମରୁ ଟଙ୍କା କାଢ଼ିବା ସମୟରେ ବେଳେବେଳେ ସେଥିରୁ କଟାଫଟା, ଖରାପ ନୋଟ୍ ବାହାରିଥାଏ । ଏହାକୁ ନେଇ ଲୋକଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥାଏ । ଏଥିପାଇଁ ଆପଣଙ୍କୁ କିଛି ବିଶେଷ ଦିଗ…
ରାଜ୍ୟରେ ଦିନବେଳା କର୍ଫ୍ୟୁ ଲାଗୁ ହେବ ନା ନାହିଁ, ଜାଣନ୍ତୁ ଏନେଇ କ’ଣ କହିଲେ ଏସଆରସି
ଭୁବନେଶ୍ୱର, ୫ା୪ (ଓଡିଶା ଭାସ୍କର): ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ରାଜ୍ୟରେ ଦିନବେଳା କର୍ଫ୍ୟୁ ଲାଗୁ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଏନେଇ ସ୍ପଷ୍ଟ କରିଛନ୍ତି ସ୍ୱତନ୍ତ୍ର…
ବିଶ୍ୱରେ ମୃତ୍ୟୁସଂଖ୍ୟା ୨୮.୬୫ ଲକ୍ଷରେ ପହଞ୍ଚିଲା
ନୂଆଦିଲ୍ଲୀ, ୫ା୪ (ଓଡିଶା ଭାସ୍କର): ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୨୮ ଲକ୍ଷ ୬୫ ହଜାର ୫୧୭ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା…