Browsing Category
Breaking News
ନୋଭାଭାକ୍ସ ଟିକା ୯୦ ପ୍ରତିଶତ ଫଳପ୍ରଦ
ନୂଆଦିଲ୍ଲୀ: କରୋନା ଟିକା ନୋଭାଭାକ୍ସ ୯୦.୪ ପ୍ରତିଶତ ଫଳପ୍ରଦ ବୋଲି ଦାବି ହୋଇଛି । ଏନେଇ ଦାବି କରିଛି ନୋଭାଭାକ୍ସ ପ୍ରସ୍ତୁତ କରୁଥିବା ଆମେରିକୀୟ କମ୍ପାନୀ । ସ୍ୱଳ୍ପ, ମଧ୍ୟମ ଏବଂ ସାଂଘାତିକ ଆକ୍ରାନ୍ତଙ୍କ କ୍ଷେତ୍ରରେ…
କଟକଣା ଭିତରେ କୋଲକାତାରେ ଅନଲକ୍ ପ୍ରକ୍ରିୟା ଆରମ୍ଭ
କୋଲକାତା: ପଶ୍ଚିମବଙ୍ଗରେ କୋଭିଡ୍ ସ୍ଥିତିକୁ ଦୃଷ୍ଟିରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ଯାଇଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ କୋଭିଡ୍ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ଅନଲକ୍ ପ୍ରକ୍ରିୟା ଆରମ୍ଭ କରିଛନ୍ତି…
ବଢିଲା OJEEର ଆବେଦନ ଅବଧି
ଭୁବନେଶ୍ୱର(ଓଡିଶା ଭାସ୍କର): ରାଜ୍ୟରେ କରୋନା ପ୍ରକୋପ ଏବେବି ଜାରି ରହିଛି । ଏହାକୁ ଦୃଷ୍ଟିରେ ରଖି ଓଜେଇଇ ଆବେଦନ ଅବଧିକୁ ପୁଣି ବଢାଯାଇଛି । ଓଜେଇଇର ଆବେଦନ ଅବଧି ଜୁଲାଇ ୧୨ଯାଏଁ ବଢିଥିବା ବେଳେ ଫି’ ଦାଖଲ ଅବଧି…
ବ୍ରିଟେନରୁ ମିଳିଲା ଆଉ ଏକ ଭାଇରସ୍, ଜାଣନ୍ତୁ ଏହା କେତେ କ୍ଷତିକାରକ ଓ ବ୍ୟାପୁଛି କିପରି?
ନୂଆଦିଲ୍ଲୀ: ବିଶ୍ୱ ଏବେ କରୋନା ମହାମାରୀ ସହ ଲଢେଇ କରୁଥିବା ବେଳେ ବ୍ରିଟେନରେ ଆଉ ଏକ ନୂଆ ଭାଇରସ୍ ସାମ୍ନାକୁ ଆସିଛି । ଏହି ଭାଇରସର ନାମ ‘ମଙ୍କିପକ୍ସ’ । ବିଟ୍ରେନର ଉତ୍ତର ୱେଲ୍ସରେ ଗୋଟିଏ ପରିବାରର ୨ ଜଣ ଏହି ରୋଗରେ…
୧୪,୫୦୦ ଫୁଟ୍ ଉଚ୍ଚ ନନ୍ଦାଦେବୀ ଶିଖର ଉପରେ ପାଟ୍ରୋଲିଂ କରୁଛନ୍ତି ମହିଳା ସୁରକ୍ଷାକର୍ମୀ
ଚମୋଲି: ଆପଣମାନେ ସମସ୍ତେ ଜାଣିଥିବେ ଯେ, ମାଉଣ୍ଟ ଏଭରେଷ୍ଟ ପରେ ନନ୍ଦାଦେବୀ ହେଉଛି ଦ୍ୱିତୀୟ ସର୍ବୋଚ୍ଚ ପର୍ବତ । ଯାହାର ଶିଖର ୧୪ ହଜାର ୫୦୦ ଫୁଟ୍ ଉଚ୍ଚରେ ଅବସ୍ଥିତ । ସର୍ବୋଚ୍ଚ ଶିଖର ସହିତ ଏହା ଘଞ୍ଚ ଜଙ୍ଗଲ ଏବଂ…
ଅକ୍ସିଜେନ୍ ଅଭାବରୁ ପତ୍ନୀଙ୍କ ହୋଇଗଲା ମୃତ୍ୟୁ; ଶ୍ରଦ୍ଧାଞ୍ଜଳି ଜଣାଇ ସ୍ୱାମୀ କରୁଛନ୍ତି ଏହି ପ୍ରଶଂସନୀୟ କାମ, ପଢ଼ନ୍ତୁ ପୂରା ଖବର
ଅହମଦାବାଦ୍: ସ୍ୱାମୀ-ସ୍ତ୍ରୀ ମଧ୍ୟରେ ସଠିକ୍ ବୁଝାମଣା ଏବଂ ଦୁହିଁଙ୍କ ସମ୍ପର୍କରେ ସନ୍ତୁଳନ ରକ୍ଷା ହେବା ଦ୍ୱାରା ବୈବାହିକ ଜୀବନ ସୁନ୍ଦର ହୋଇଥାଏ । ଆଉ ଏହା ମଧ୍ୟରେ ଯଦି କାହାର ଅକାଳ ମୃତ୍ୟୁ ହୋଇଯାଏ ତାହେଲେ ସୁଖମୟ…
ପଞ୍ଜାବ କଂଗ୍ରେସରେ ବିଦ୍ରୋହ: ଦଳର ଅନେକ ବିଧାୟକ ମୁଖ୍ୟମନ୍ତ୍ରୀଙ୍କ ଉପରେ ଖପ୍ପା, କିଛି ବି ଘଟିପାରେ ଆଗକୁ
ନୂଆଦିଲ୍ଲୀ: ରାଜସ୍ଥାନ ପରେ ପଞ୍ଜାବ କଂଗ୍ରେସରେ ଦେଖାଦେଇଛି ବିଦ୍ରୋହ । ଦଳର ଅଧିକାଂଶ ବିଧାୟକ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ଉପରେ ସନ୍ତୁଷ୍ଟ ନାହାନ୍ତି । ଏହି ଅସନ୍ତୁଷ୍ଟ ବିଧାୟକ ମାନେ ଆଗକୁ କିଛି ବି…
ଦେଶରେ କରୋନା ମୃତ୍ୟୁସଂଖ୍ୟାକୁ ନେଇ ବଡ ଖୁଲାସା! ବର୍ତ୍ତମାନ ସୁଦ୍ଧା ୫ରୁ ୭ ଗୁଣ ଅଧିକ ଜୀବନ ହରାଇଥିବା ଦାବି, ଜାଣନ୍ତୁ କ’ଣ କହିଲେ କେନ୍ଦ୍ର…
ନୂଆଦିଲ୍ଲୀ: ଦେଶରେ କରୋନାର ସଂକ୍ରମଣ କମୁଥିବା ବେଳେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । କିନ୍ତୁ ସରକାରଙ୍କ ଦ୍ୱାରା ଦିଆଯାଉଥିବା ମୃତ୍ୟୁ ସଂଖ୍ୟା ଉପରେ ପ୍ରଶ୍ନ ଉଠୁଛି । ଅନ୍ତର୍ଜାତୀୟ ପତ୍ରିକା ‘ଦି…
ଘରକାମରେ ନାବାଳିକାକୁ ଖଟାଉଥିଲେ ପୂର୍ବତନ ଜିଲ୍ଲାପାଳ, ଜାଣନ୍ତୁ କେଉଁଠି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସେ ହେଉଛନ୍ତି ଜଣେ କର୍ମ ନିବୃତ୍ତ ପ୍ରଶାସନିକ ଅଧିକାରୀ । ଦିନେ ଲୋକଙ୍କୁ ସେ ଆଇନ ତଥା ନିୟମ କାନୁନ୍ର ବାଟ ଦେଖାଉଥିଲେ । କିନ୍ତୁ ଚାକିରିରୁ ଅବସର ପରେ ଭୁଲିଗଲେ ସବୁକିଛି । ଆଉ ନିଜଘର…
ସାବଧାନ୍! କାଲି ସକାଳ ସୁଦ୍ଧା ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ଜାଣନ୍ତୁ କେଉଁ କେଉଁ ଜିଲ୍ଲା?
ଭୁବନେଶ୍ୱର(ଓଡିଶା ଭାସ୍କର): ଆସନ୍ତାକାଲି ସକାଳ ୮ଟା ୩୦ ଯାଏଁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଫଳରେ ୧୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହି ୧୮ଟି…