Browsing Category
Breaking News
ଅନଲକ୍ ହେଉଛି ରାଜଧାନୀ: ଖୋଲିବ ବଜାର, ମଲ୍ ଓ ରେଷ୍ଟୁରାଣ୍ଟ
ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଅନେକ ମାତ୍ରାରେ କମ ହୋଇଯିବାରୁ ସେଠାରେ ଏବେ ଅନଲକ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ସୋମବାର ଠାରୁ ଅନଲକ୍ ପ୍ରକ୍ରିୟାରେ ସମସ୍ତ ବଜାର,…
ଖାଲି ଅଛି ୯ କ୍ୟାବିନେଟ୍ ପଦ, ପାଇଲଟ୍ ମାଗୁଛନ୍ତି ୬, ଅଙ୍କ ଛିଡ଼ୁ ନଥିବାରୁ ଆପ୍ଲାଏ ହେବ ନୂଆ ଫର୍ମୂଲା
ଜୟପୁର: ରାଜସ୍ଥାନ କଂଗ୍ରେସ ରାଜନୀତି ପୁଣି ଗୋଳିଆରେ ହେବାରେ ଲାଗିଛି । କିଛିଦିନ ପୂର୍ବରୁ କଂଗ୍ରେସ ନେତା ସଚିନ ପାଇଲଟ ଦିଲ୍ଲୀ ଯାଇ ହାଇକମାଣ୍ଡଙ୍କୁ ନ ଭେଟିବା ଉପରେ ଚର୍ଚ୍ଚା ହେଉଥିଲା । ଏବେ ପୁଣି ଏକ ନୂଆ ତଥ୍ୟ…
ବର୍ଷା ସତ୍ତ୍ୱେ ଜୋରସୋରରେ ଆଗଉଛି ରଥ ନିର୍ମାଣ କାମ
ପୁରୀ(ଓଡିଶା ଭାସ୍କର): ଓଡ଼ିଶାରେ ମୋୖସୁମୀ ବର୍ଷା ଆରମ୍ଭ ହୋଇଯାଇଛି । ରଥଯାତ୍ରା ପାଖେଇ ଆସୁଥିବା ବେଳେ ପୁରୀ ବଡ଼ଦାଣ୍ଡରେ ଜୋରସୋରରେ ରଥ ତିଆରି କାମ ଆଗେଇଚାଲିଛି । ହେଲେ ଦୁଇ ଦିନ ହେବ ବର୍ଷା ଲାଗିରହିଥିଲେ ସୁଦ୍ଧା…
କୁଡିଆରେ ପଶି ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ କଲା ସେହି ଗାଁର ଯୁବକ
ପାଳଘର: ମହାରାଷ୍ଟ୍ରର ପାଳଘରରୁ ସାମନାକୁ ଆସିଛି ଏକ ହୃଦୟଥରା ଘଟଣା । ପ୍ରକୃତରେ ପାଳଘରର ଏକ ଗାଁରେ ଜଣେ ଆଦିବାସୀ ମହିଳା ନିଜ ଛୋଟ ପୁଅକୁ ଧରି ଶୋଇଥିବା ସମୟରେ ଗୋଟିଏ ଯୁବକ ତାଙ୍କ କୁଡିଆ ଭିତରେ ପଶି ଦୁଷ୍କର୍ମ…
ସରିଲା ବସୁନ୍ଧରା ଯୁଗ! ୨୦ ବର୍ଷ ପରେ ପ୍ରଥମ ଥର ପାଇଁ ବିଜେପି ପୋଷ୍ଟରରୁ ହେଲେ ଗାଏବ୍
ଜୟପୁର: ଦେଶରେ କରୋନା ସଂକ୍ରମଣ ଧୀରେଧୀରେ କମି ଆସୁଥିବା ବେଳେ ବିଭିନ୍ନ ରାଜ୍ୟରେ ରାଜନୀତି ସରଗରମ୍ ହେବାରେ ଲାଗିଲାଣି । ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗକୁ ନେଇ ଚର୍ଚ୍ଚା ଜାରି ରହିଥିବା ବେଳେ ବର୍ତ୍ତମାନ…
ରାତି ପାହିଲେ ରଜ: ଓଟିଡିସି ଆରମ୍ଭ କଲା ‘ପିଠା ଅନ୍ ହ୍ୱୀଲ୍’
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୋଭିଡ-୧୯ ସଂକ୍ରମଣ ଆଶଙ୍କା ମଧ୍ୟରେ ଓଡ଼ିଶାର ସାଂସ୍କୃତିକ ଗଣପର୍ବ ରଜ ମହୋତ୍ସବକୁ ନିରାଡ଼ମ୍ବର ଭାବେ ପାଳନ କରିବାକୁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ପ୍ରସ୍ତୁତି ଆରମ୍ଭ…
ଦେଶରେ ପ୍ରକାଶ ପାଉଥିବା କରୋନା ମୃତ୍ୟୁ ହାର ୭ଗୁଣା ଅଧିକ ଦର୍ଶାଯାଇଥିବା ରିପୋର୍ଟକୁ ଭିତ୍ତିହୀନ ସୂଚାଇଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ: ସରକାରଙ୍କ ପକ୍ଷରୁ ପ୍ରକାଶ ପାଉଥିବା କୋଭିଡ ମୃତ୍ୟୁ ସଂଖ୍ୟା ଭିତ୍ତିହୀନ ଏବଂ ତ୍ରୁଟିପୂର୍ଣ୍ଣ । ଏହାକୁ ନେଇ ଗତ କିଛିଦିନ ହେବ ଆଲୋଚନା ପର୍ଯ୍ୟାଲୋଚନା ଚାଲିଥିବା ବେଳେ ଏହାକୁ ନେଇ କେନ୍ଦ୍ର ପ୍ରତିକ୍ରିୟା…
ଫିନଲାଣ୍ଡ ବିପକ୍ଷ ମ୍ୟାଚ ବେଳେ ଆହତ ହେଲେ କ୍ରିଷ୍ଟିଆନ ଏରିକସନ୍
କୋପେନହାଗନ୍: ଫିନଲାଣ୍ଡ ବିପକ୍ଷରେ ଅନୁଷ୍ଠିତ ଉଫା ୟୁରୋ ୨୦୨୦ ମ୍ୟାଚ ସମୟରେ ଡେନମାର୍କର ମିଡଫିଲ୍ଡର କ୍ରିଷ୍ଟିଆନ ଏରିକସନ ଆହତ ହୋଇଛନ୍ତି । ମ୍ୟାଚ ଚାଲିଥିବା ବେଳେ ଏରିକସନ ପଡ଼ିଆରେ ତଳେ ପଡ଼ିଯାଇଥିଲେ । ତେବେ…
ତିମି ଗିଳିବା ପରେ ବି ବଞ୍ଚିଛନ୍ତି ଏହି ଆମେରିକୀୟ ଚିଙ୍ଗୁଡ଼ି ଧରାଳି, ଜାଣନ୍ତୁ କିପରି ପାଇଛନ୍ତି ମୁକ୍ତି
ନୂଆଦିଲ୍ଲୀ: ତିମି ପାଟିରୁ ବର୍ତ୍ତି ଫେରିଛନ୍ତି ଜଣେ ଆମେରିକୀୟ ଯୁବକ । ଆଉ ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ବର୍ତ୍ତମାନ ଏହା ଚର୍ଚ୍ଚାରେ ରହିଛି । ଯୁକ୍ତରାଷ୍ଟ୍ର ଆମେରିକାର ଜଣେ ସାମୁଦ୍ରିକ ଚିଙ୍ଗୁଡ଼ି…
ବିବାହ ମଣ୍ଡପରେ ବରକୁ କିସ୍ କଲା ଶାଳୀ, ଜାଣନ୍ତୁ ଆଗକୁ କ’ଣ ଘଟିଲା…
ନୂଆଦିଲ୍ଲୀ: ଭାରତୀୟ ସମାଜରେ ବିବାହକୁ ନେଇ ଅନେକ ରୀତିନୀତି ରହିଛି । ମାତ୍ର ଆଜିକାଲିର ଆଧୁନିକ ଯୁଗରେ କେହି ଏହାକୁ ମାନୁନାହାନ୍ତି । ଯୁଗ ଏତେ ଆଗକୁ ଚାଲିଗଲାଣି ଯେ, ବିବାହ ମଣ୍ଡପରେ ବରକୁ କନ୍ୟାଙ୍କ ଭଉଣୀ କିସ୍…