Browsing Category

Breaking News

ତୁରନ୍ତ ଲାଗୁ କର ୱାନ୍ ନେସନ୍-ୱାନ୍ ରାସନ୍ କାର୍ଡ, ବଙ୍ଗ ସରକାରକୁ SCଙ୍କ ତାଗିଦ୍

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ମମତା ସରକାରକୁ ବାଜିଛି ସୁପ୍ରିମ୍ କୋର୍ଟଙ୍କ ଛାଟ । ଦେଶର ସର୍ବୋଚ୍ଚ ଅଦାଲତ ତାଗିଦ୍ କରିଛନ୍ତି ଯେ ଆଉକିଛି ବି ବାହାନା କରନାହିଁ । ତୁରନ୍ତ ଲାଗୁ କର ୱାନ୍ ନେସନ୍-ୱାନ୍ ରାସନ୍ କାର୍ଡ…

ଏହି ରାଜ୍ୟରେ ପ୍ରକାଶ ପାଇଲା ୧୦ମ ରେଜଲ୍ଟ, ସବୁ ପିଲା ପାସ୍

ନୂଆଦିଲ୍ଲୀ : କରୋନା କାଳ ମଧ୍ୟରେ ହରିୟାଣା ବୋର୍ଡ ଅଫ୍ ସ୍କୁଲ୍ ଏଜୁକେସନ୍ ପକ୍ଷରୁ ଦଶମ ରେଜଲ୍ଟ ପ୍ରକାଶ ପାଇଛିି । ବୋର୍ଡର ଅଫିସିଆଲ୍ ୱେବସାଇଟ୍ ରେ ରେଜଲ୍ଟ ପ୍ରକାଶ ପାଇଛି । ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ…

ଶନିବାର ପାଇଁ ୬ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲଘୁଚାପଜନିତ ପ୍ରବଳ ବର୍ଷା ନେଇ ଆଜି ୬ ଜିଲ୍ଳାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ ଆସନ୍ତାକାଲି ଅତି ପ୍ରବଳ ବର୍ଷା ହେବା ନେଇ ୬ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି ।…

ଭାଙ୍ଗି ଯାଇଛି ପରିବାରର ‘ମେରୁଦଣ୍ଡ’, ବାପା ଭୋଗୁଛନ୍ତି ଯନ୍ତ୍ରଣା… ଗୁମୁରି କାନ୍ଦୁଛି ପୁଅ

କେନ୍ଦ୍ରାପଡ଼ା:(ଓଡ଼ିଶା ଭାସ୍କର):ଆପଣଙ୍କର ଏକ ଛୋଟିଆ ସାହାଯ୍ୟ ମୋ ବାପାଙ୍କ ଜୀବନ ବଞ୍ଚାଇପାରିବ । ମୋ ବାପାଙ୍କ ଜୀବନ ମରଣ ସହ ଲଢୁଛନ୍ତି । ଦୟାକରି ମୋତେ ସାହାର୍ଯ୍ୟ କରନ୍ତୁ । ବାପାଙ୍କର ଜୀବନ ବଞ୍ଚାଇବା ପାଇଁ ଆକୁଳ…

କି ଠକ! ସିନ୍ଦୁର ପିନ୍ଧି ବି ନୁସରତ୍ ଜଣେ ଅବିବାହିତା: ବିଜେପି ନେତା ଦିଲ୍ଲୀପ ଘୋଷ

କୋଲକାତା: ଟିଏମସି ସାଂସଦ ନୁସରତ୍ ଜହାଁ ଓ ନିଖିଲ୍ ଜୈନଙ୍କ ବିବାହ ଏବଂ ବିଚ୍ଛେଦକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଦୁହିଁଙ୍କର ତୁର୍କି ରେ ହୋଇଥିବା ବିବାହକୁ ଭାରତୀୟ ନିୟମାନୁସାରେ ଅବୈଧ ବୋଲି ଜାଣିବା ପରେ ନୁସରତ୍…

୨୯ ବର୍ଷୀୟା ମହିଳାଙ୍କ ଗର୍ଭାଶୟରୁ ଡାକ୍ତର ବାହାର କଲେ ୧୦୬ଟି ଟ୍ୟୁମର

ନୂଆଦିଲ୍ଲୀ: ଜଣେ ମହିଳାଙ୍କ ପେଟରୁ ବାହାରିଛି ୧୦୬ଟି ଟ୍ୟୁମର । ଦିଲ୍ଲୀର ଏକ ପ୍ରାଇଭେଟ ହସ୍ପିଟାଲର ଡାକ୍ତରମାନେ ଜଣେ ୨୯ ବର୍ଷୀୟା ମହିଳାଙ୍କ ଗର୍ଭାଶୟରୁ ଅଣକର୍କଟ ଟ୍ୟୁମର ବାହାର କରିଥିବା ଜଣାପଡ଼ିଛି । ମହିଳାଙ୍କୁ…

୧.୧୨ କୋଟି କେନ୍ଦ୍ର କର୍ମଚାରୀ ପାଇଁ ଖୁସିଖବର: ୨୬ ଜୁନରେ ମିଳିବ ମହଙ୍ଗା ଭତ୍ତାର ଉପହାର !

ନୂଆଦିଲ୍ଲୀ: କେନ୍ଦ୍ର କର୍ମଚାରୀଙ୍କ ପାଇଁ ଆସିଛି ବଡ ଖବର । ମହଙ୍ଗା ଭତ୍ତା ବା ଡିଏକୁ ଅପେକ୍ଷା କରିଥିବା ପ୍ରାୟ ୫୨ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଓ ୬୦ ଲକ୍ଷ ପେନସନଭୋଗୀଙ୍କୁ ଖୁବଶୀଘ୍ର ଉପହାର ମିଳିପାରେ ।…

ଚିଠି ବୋମା ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କୁ ଧମକ: ଜୟରାମ କହିଲେ ‘ସାହସ ଅଛି ତ ସାମନାକୁ ଆସ୍….’

ସିମଳା: ହିମାଚଳ ପ୍ରଦେଶରେ ବର୍ତ୍ତମାନ ସମୟରେ ଏକ ଚିଠି ବୋମାକୁ ନେଇ ଚର୍ଚ୍ଚା ଜାରି ରହିଛି । ଏହି ଚିଠିକୁ ଜଣେ ଅଜ୍ଞାତ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ପାଖକୁ ପଠାଇଛନ୍ତି । ଚିଠିରେ ମୁଖ୍ୟମନ୍ତ୍ରୀ, କିଛି…

କଣ ଟିଏମସିକୁ ଫେରିବେ ମୁକୁଲ ରୟ୍? ଆଜି ସନ୍ଧ୍ୟାରେ କରିବେ ଦିଦିଙ୍କ ସହ ଆଲୋଚନା!

କୋଲକାତା: ତୃଣମୂଳ କଂଗ୍ରେସ(ଟିଏମସି)କୁ ଛାଡି ରାଷ୍ଟ୍ରୀୟ ଉପସଭାପତି ଭାବେ ବିଜେପିରେ ଯୋଗ ଦେଇଥିବା ମୁକୁଲ ରୟ ପୁଣିଥରେ ଟିଏମସି ମୁହାଁ ହେବାକୁ ଯାଉଥିବା ନେଇ ରାଜନୈତିକ ମହଲରେ ଘନଘନ ଆଲୋଚନା ମୁଣ୍ଡ ଟେକିବାକୁ…

କୋଭିଶିଲ୍ଡର ଦ୍ୱିତୀୟ ଡୋଜ ମଧ୍ୟରେ ବ୍ୟବଧାନ କମାଇଲେ ସରକାର, ଜାଣନ୍ତୁ ନୂଆ ଗାଇଡଲାଇନ୍

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପୁଣି ଥରେ କୋଭିଶିଲ୍ଡର ପ୍ରଥମ ଏବଂ ଦ୍ୱିତୀୟ ଡୋଜ ମଧ୍ୟରେ ବ୍ୟବଧାନକୁ ହ୍ରାସ କରିଛି । ପୂର୍ବରୁ ଦ୍ୱିତୀୟ ଡୋଜର ବ୍ୟବଧାନ ଦୁଇଥର ବୃଦ୍ଧି ପାଇଥିବା…