Browsing Category

Breaking News

ରାଜ୍ୟର ୩୦ ଜିଲ୍ଲାରୁ ଆଜି ୩୨୬୭ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର, ୪ା୯(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ସର୍ବାଧିକ ୩୦ ଜିଲ୍ଲାରୁ ୩୨୬୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୯୬୧ ଓ ସ୍ଥାନୀୟ ଅଞ୍ଚଳରୁ…

ଏଲଏସିରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ରହିଛି: ସ୍ଥଳ ସେନାମୁଖ୍ୟ

ନୂଆଦିଲ୍ଲୀ, ୪ା୯: ଭାରତ-ଚୀନ ବିବାଦ ଭିତରେ ସ୍ଥଳ ସେନା ମୁଖ୍ୟ ଏମଏମ ନରୱାଣେ ଲଦାଖର ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେଠାରେ ସ୍ଥିତି ଅନୂଧ୍ୟାନ କରିବା ପରେ ସେ ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ଏଲଏସିରେ…

ଟ୍ରକକୁ ପଛରୁ ପିଟିଲା ଆମ୍ବୁଲାନ୍ସ

ବାଲେଶ୍ୱର, ୪ା୯(ଓଡ଼ିଶା ଭାସ୍କର): ବାଲେଶ୍ୱର ସ୍ଥିତ ଏନଏଚ-୬୦ ରୁପସା ଥାନା ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି । ସେଠାରେ ଏକ ଟ୍ରକକୁ ପଛରୁ ଏକ ଆମ୍ବୁଲାନ୍ସ ପଛରୁ ପିଟିଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ ୪ଜଣ…

ଗୋଟିଏ ଦିନରେ ୮୩,୩୪୧ ଆକ୍ରାନ୍ତ ଚିହ୍ନଟ ଓ ୧୦୯୬ଜଣ ମୃତ

ନୂଆଦିଲ୍ଲୀ, ୪ା୯: ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଗତ ୨୪ଘଣ୍ଟାରେ ସର୍ବାଧିକ ୮୩, ୩୪୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୦୯୬ ଜଣଙ୍କ ମୃତ୍ୟୁ ହୋଇଛି ।…

ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା

ଆସିକା, ୪/୯(ଓଡିଶା ଭାସ୍କର): ଗଞ୍ଜାମ ସ୍ଥିତ ଆସିକା ନଳବଣ୍ଟା କୋଳି ସାହିରେ ଯୁବକକୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ମୃତ ଯୁବକ ଜଣକ ନାମ ନାଗା ଗୌଡ଼ ଓ ତାଙ୍କ ବୟସ ୨୦ବର୍ଷ। ତାଙ୍କୁ ସଙ୍ଘବଦ୍ଧ ଆକ୍ରମଣ କରି…

କଦଳୀ ଚୋପାର କରାମତି, ଜାଣିଲେ ଆଶ୍ଚର୍ଯ୍ୟ ହେବେ

କଦଳୀ କାହାକୁ ବା ଭଲ ନଲାଗେ। ଏଥିରୁ ପ୍ରଚୁର ଶକ୍ତି ମିଳିଥାଏ। ଏପରି କେହି ବ୍ୟକ୍ତି ନଥିବେ ଯିଏ କଦଳୀ ଖାଇବାକୁ ଭଲ ପାଉନଥିବେ। ଏହା ଖାଇବା ଆମ ସ୍ବାସ୍ଥ୍ୟ ପକ୍ଷେ ଲାଭଦାୟକ ହୋଇଥାଏ। ଖାସ୍ କରି ଯେଉଁ ଲୋକମାନେ ପତଳା…

ରିୟା ଚକ୍ରବର୍ତ୍ତୀଙ୍କ ଘରେ NCBର ରେଡ୍

ମୁମ୍ବାଇ,୪/୯: ଅଭିନେତା ସୁଶାନ୍ତ ସିଂହ ରାଜପୁଟଙ୍କ ମୃତ୍ୟୁ ମାମଲାରେ ଛାନଭିନ ଜାରି ରହିଛି। ଏହାରି ମଧ୍ୟରେ ତାଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କ ଘରେ ରେଡ୍ କରିଛି NCB। ଡ୍ରଗ୍ସ ଲିଙ୍କ୍‌ ଅଭିଯୋଗରେ ମୁମ୍ବାଇ…

ବାସୁଦେବପୁର ବିଧାୟକଙ୍କୁ କରୋନା

ଭଦ୍ରକ,୩/୯(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମହାମାରୀ ବଢି ବଢି ଚାଲିଛି । ଏହାରି ମଧ୍ୟରେ କରୋନା କବଜାରେ ଆସିଛନ୍ତି ଭଦ୍ରକ ଜିଲ୍ଲା ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ। ପଜିଟିଭ ଚିହ୍ନଟ ନେଇ ଖୋଦ…