Browsing Category

Breaking News

ଅଣ୍ଡା ଖାଇବା ସମୟରେ ବାହାରିଲା ଏପରି ଏକ ଜିନିଷ, ଖୋଲିଗଲା ମହିଳାଙ୍କ କିସ୍ମତ

‘ସୁନା ଅଣ୍ଡା ଦେଉଥିବା କୁକୁଡ଼ା’ ବିଷୟରେ ଆପଣମାନେ ସମସ୍ତେ ଶୁଣିଥିବେ । ଏହି କଥାଟିରେ ସତ୍ୟତା ନାହିଁ, ଏହା କେବଳ କୁହାଯାଇଥାଏ । ମାତ୍ର ଲଣ୍ଡନର ଜଣେ ମହିଳାଙ୍କ କ୍ଷେତ୍ରରେ ଏପରି ଏକ ଘଟଣା ଘଟିଛି । ଲଣ୍ଡନରେ…

ଏଠାରେ କୋଟି କୋଟି ଟଙ୍କା ଏଣେତେଣେ ପଡ଼ି ରହିଛି, ମାତ୍ର ଖର୍ଚ୍ଚ କରିବାକୁ ନାହିଁ ଅନୁମତି, ଜାଣନ୍ତୁ କାହିଁକି

ରାସ୍ତାରେ ଯଦି ନୋଟ୍ ବିଡ଼ା ପଡ଼ିଥିବାର କିଏ ଦେଖେ, ତେବେ ତାକୁ ଉଠାଇବାକୁ କେହି ବିଳମ୍ବ କରିନଥାନ୍ତି । କିଛି ବର୍ଷ ପୂର୍ବରୁ ରୁଷର ସେଣ୍ଟ ପିଟର୍ସବର୍ଗର ଏକ ନିକାଞ୍ଚନ ସ୍ଥାନରୁ ଏଣେତେଣେ ହୋଇ ପଡ଼ିଥିବା ଅସଂଖ୍ୟ ରୁବଲ…

ମତ୍ସ ଅଧିକାରୀଙ୍କୁ ନିଯୁକ୍ତିପତ୍ର

ଭୁବନେଶ୍ୱର,୧୮ ।୩(ଓଡିଶା ଭାସ୍କର): ୬୫ ଜଣ ନୂଆ ସହକାରୀ ମତ୍ସ୍ୟ ଅଧିକାରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି । ନିଯୁକ୍ତିପତ୍ର ପ୍ରଦାନ ଅବସରରେ ମନ୍ତ୍ରୀ ଅରୁଣ ସାହୁ ନିଜର ଉଦବୋଧନରେ କହିଛନ୍ତି ଯେ, ‘ ଆମ…

ଧାନ କିଣାକୁ ନେଇ କାଲି ଉତ୍ତର ରଖିବେ ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର,୧୮ ।୩(ଓଡିଶା ଭାସ୍କର): ଗୃହ ସ୍ୱାଭାବିକ ପାଇଁ ଚାଲିଥିବା ସର୍ବଦଳୀୟ ବୈଠକ ଶେଷ ହୋଇଛି । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିଲା ସର୍ବଦଳୀୟ ବୈଠକ । ତେବେ ଧାନ କିଣା ସମ୍ପର୍କରେ…

ପଦ୍ମ ଧରିଲେ ‘ରାମ’

ନୂଆଦିଲ୍ଲୀ,୧୮ ।୩: ଦିଲ୍ଲୀରେ ପଦ୍ମ ଶିବିରରେ ସାମିଲ ହେଲେ ରାମ ଭକ୍ତ ବା ଅଭିନେତା ଅରୁଣ ଗୋଭିଲ । ଲୋକପ୍ରିୟ ସିରିଏଲ ରାମାୟଣରେ ‘ରାମ’ ଭୂମିକାରେ ଅଭିନୟ କରି ଲୋକଙ୍କ ମନ ଜିଣିଥିଲେ ଅରୁଣ । ଦିଲ୍ଲୀ ବିଜେପି…

ବଚନସୁଧା ହତ୍ୟା: ଦୋଷୀକୁ ଆଜୀବନ କାରାଦଣ୍ଡ

ଭୁବନେଶ୍ୱର,୧୮ ।୩(ଓଡିଶା ଭାସ୍କର): ବହୁଚର୍ଚ୍ଚିତ ବଚନସୁଧା ହତ୍ୟା ମାମଲାରେ ରାୟ ପ୍ରକାଶ ପାଇଛି । ଏହି ମାମଲାରେ ଦୋଷୀ ଦୀପ୍ତିରଞ୍ଜନ ପଟ୍ଟନାୟକକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଣି ହୋଇଛି । ଦୋଷୀ ପାଇଁ ଦଣ୍ଡ ଘୋଷଣା…

ଜମି ବିକ୍ରିକୁ ନେଇ ଶ୍ରୀମନ୍ଦିର ପ୍ରଶାସନର ସ୍ପଷ୍ଟୀକରଣ

ପୁରୀ,୧୮ ।୩(ଓଡିଶା ଭାସ୍କର): ଶ୍ରୀଜଗନ୍ନାଥଙ୍କ ଜମି ବିକ୍ରି ଖବରକୁ ଖଣ୍ଡନ କରିବା ସହ ସ୍ପଷ୍ଟୀକରଣ ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ଜମି ବିକ୍ରି ଯୋଜନା ଖବର ତଥ୍ୟହୀନ, ମିଥ୍ୟା ଓ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି…