
Browsing Category
Breaking News
ଆଉ ଏକ ଭାରତୀୟ କମ୍ପାନି ପ୍ରସ୍ତୁତ କରିବ ‘ସ୍ପୁଟନିକ୍-ଭି’
ନୂଆଦିଲ୍ଲୀ,୧୭।୫(ଓଡ଼ିଶା ଭାସ୍କର): ମହାମାରୀ କରୋନା କବଳରେ କଲବଲ ହେଉଛି ସାରା ଦେଶ । ସବୁଠି ଶୁଭୁଛି କରୁଣ ସ୍ୱର । କେବେ ହଟିବ ଏ ମହାମାରୀ? ଏହି ଚିନ୍ତାରେ ସାରା ଦେଶବାସୀ । ମହାମାରୀର ଦ୍ୱିତୀୟ ଲହରରେ କୋଟିକୋଟି…
କୋଭିଡ୍ ଭୟ: ଇଚ୍ଛାପତ୍ର ଲେଖିବାକୁ ଓକିଲଙ୍କ ପାଖରେ ଡେରା ପକାଉଛନ୍ତି ଧନୀ
ନୂଆଦିଲ୍ଲୀ, ୧୭/୦୫(ଓଡିଶା ଭାସ୍କର) : କୋଭିଡର ଦ୍ୱିତୀୟ ଲହରରେ ଅନେକ ଲୋକ ପ୍ରାଣ ହରାଉଥିବା ଦେଖିବାକୁ ମିଳୁଛି । ଯାହାର ପରିଣାମସ୍ୱରୁପ ଅନେକ ଲୋକମାନଙ୍କ ମନରେ ଏବେ ଭୟ ବସା ବାନ୍ଧି ସାରିଲାଣି । ତେଣୁ ଅନେକ ଲୋକ…
ନିର୍ବାଚନ ପରେ ଚେଇଁ ଉଠିଲା ସିବିଆଇ: ନାରଦା କେସରେ ଟିଏମସିର ଦୁଇ ମନ୍ତ୍ରୀ ସମେତ ୪ ନେତା ଗିରଫ, ମମତା କ୍ଷୁବ୍ଧ
କୋଲକାତା ୧୭ ।୦୫: ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିବାର କିଛି ଦିନ ପରେ ପଶ୍ଚିମବଙ୍ଗ ରାଜନୀତିରେ ନାଟକୀୟ ମୋଡ ଆସିଛି। ବିଧାନସଭା ନିର୍ବାଚନ ଶେଷ ହେବା ମାତ୍ରେ କେନ୍ଦ୍ରୀୟ ତଦନ୍ତ…
ମିସ୍ ମେକ୍ସିକୋ ଏଣ୍ଡ୍ରିଆ ମେଜା ହେଲେ ମିସ୍ ୟୁନିଭର୍ସ -୨୦୨୦, ୪ର୍ଥ ନମ୍ବରରେ ରହିଛନ୍ତି ଭାରତୀୟ ମଡେଲ୍ ଏଡଲିନ୍ କାଷ୍ଟେଲିନ୍
ନୂଆଦିଲ୍ଲୀ, ୧୭/୦୫(ଓଡିଶା ଭାସ୍କର): ମିସ୍ ମେକ୍ସିକୋ ଏଣ୍ଡ୍ରିଆ ମେଜା ୬୯ ତମ ଅନ୍ତର୍ଜାତୀୟ ପ୍ରତିଯୋଗିତା ମିସ୍ ୟୁନିଭର୍ସ -୨୦୨୦ର ବିଜେତା ହୋଇଛନ୍ତି । ବ୍ରାଜିଲର ଜୁଲିୟା ଗାମାଙ୍କୁ ପଛରେ ପକାଇ ସେ ଏହି ମୁକୁଟ କୁ…
ଲଞ୍ଚ ହେଲା ଡିଆରଡିଓ ଦ୍ୱାରା ପ୍ରସ୍ତୁତ କୋଭିଡ୍ ସଞ୍ଜୀବନୀ 2-DG
ନୂଆଦିଲ୍ଲୀ, ୧୭/୦୫(ଓଡିଶା ଭାସ୍କର) : କରୋନା ମହାମାରୀର ମୁକାବିଲା କରିବା ପାଇଁ କେନ୍ଦ୍ର ପକ୍ଷରୁ ପ୍ରସ୍ତୁତି ଲଗାତର ଭାବରେ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଟିକା ସମତେ କୋଭିଡ୍ ମେଡିସିନ୍ ଉପରେ ଗୁରୁତ୍ୱ…
ଆଜି ଦିନ ୧୨ଟାରୁ ଅପରାହ୍ଣ ୩ଟା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ‘ତଉକ୍ତେ’
ନୂଆଦିଲ୍ଲୀ, ୧୭ା୫: ଆଜି ଲ୍ୟାଣ୍ଡଫଲ୍ କରିବ ୨୦୨୧ର ପ୍ରଥମ ବାତ୍ୟା ‘ତଉକ୍ତେ’ । ଆଜି ଦିନ ୧୨ଟାରୁ ଅପରାହ୍ଣ ୩ଟା ଭିତରେ ଏହା ଉପକୂଳ ଛୁଇଁବ । ଏହି ଭୟଙ୍କର ତୋଫାନ୍ ଆଜି ଗୁଜରାଟ ଉପକୂଳ ସ୍ପର୍ଶ କରିବ । ସନ୍ଧ୍ୟା ୬ଟା…
୩ ଲକ୍ଷରୁ ଖସିଲା ଦୈନିକ ସଂକ୍ରମଣ: ଆଜି ୪୧୦୬ ମୃତ, ୨.୮୧ ଲକ୍ଷ ପଜିଟିଭ୍
ନୂଆଦିଲ୍ଲୀ, ୧୭ା୫ : ଦେଶରେ କରୋନା ଥମିବାର ନାଁ ଧରୁନାହିଁ । ବିଭିନ୍ନ କଟକଣା, ଟିକାକରଣ ମଧ୍ୟ କରୋନା ସଂକ୍ରମଣ ଓ ମୃତ୍ୟୁ ଉପରେ କୌଣସି ପ୍ରଭାବ ପକାଇ ପାରିନାହିଁ । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୪୧୦୬ ଜଣଙ୍କ…
ସମର୍ଥକଙ୍କ ଚାଲାଣ କାଟିବାରୁ ପୋଲିସକୁ ଧମକାଇଲେ ବିଧାୟକ, କାନମୁଣ୍ଡା ଆଉଁସି ନିଜେ ଦେଲେ ଜରିମାନା
କାନପୁର, ୧୭ା୫: ନିଜ ସମର୍ଥକଙ୍କ ସପକ୍ଷରେ ପୋଲିସ ସହ ଯୁକ୍ତି କରିବା ସମାଜବାଦୀ ପାର୍ଟିର ଜଣେ ବିଧାୟକଙ୍କୁ ମହଙ୍ଗା ପଡ଼ିଛି । ନିଜ ସମର୍ଥକଙ୍କ ଚାଲାଣ କଟାଯିବା ପରେ ବିଧାୟକ ଇରଫାନ ସୋଲଙ୍କି ଥାନାକୁ ଯାଇ ହଙ୍ଗାମା…
କରୋନାରେ ଓଡ଼ିଶାର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ ପରଲୋକ
ଭୁବନେଶ୍ୱର, ୧୭ା୫ (ଓଡିଶା ଭାସ୍କର): ଓଡ଼ିଶାର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତି ଆଉ ନାହାନ୍ତି । ୬୩ ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଛି । ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର…
ରାଜ୍ୟରେ ବଢ଼ିଲା କରୋନା ମୃତ୍ୟୁ: ଆଜି ୨୨ ଜଣଙ୍କ ଜୀବନ ଗଲା
ଭୁବନେଶ୍ୱର, ୧୭ା୫ (ଓଡିଶା ଭାସ୍କର): ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୨ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା…