Browsing Category

Breaking News

ପୁରୀ ହାଜତ ମୃତ୍ୟୁର ସତ୍ୟପାଠ ଦାଖଲ

କଟକ,୧୧ ।୧(ଓଡିଶା ଭାସ୍କର): ପୁରୀ ହାଜତ ମୃତ୍ୟୁ ମାମଲାରେ ଆଜି ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ରାଜ୍ୟ ସରକାର । ସତ୍ୟପାଠରେ ଏହା ହାଜତ ମୃତ୍ୟୁ ନୁହେଁ ବୋଲି ଉଲ୍ଲେଖ ରହିଛି । ପୋଷ୍ଟମର୍ଟମ ରିପୋର୍ଟ ମଧ୍ୟ…

କରୋନାଠାରୁ ଅଧିକ ଭୟଙ୍କର ହୋଇପାରେ ଏହିସବୁ ରୋଗ, ଜାଣନ୍ତୁ କଣ କହୁଛନ୍ତି ବୈଜ୍ଞାନିକମାନେ

କରୋନା ମହାମାରୀ ସମଗ୍ର ବିଶ୍ୱର ବହୁତ କିଛି ଧ୍ୱଂସ ସାଧନ କରି ଦେଇଛି । ଏହି ଜୀବାଣୁ ଦ୍ୱାରା କେବଳ ଅନେକ ଲୋକକଙ୍କ ମୃତ୍ୟୁ ଘଟିଥିଲା ତାହା ନୁହେଁ, ଏହା ଦ୍ୱାରା ପ୍ରାୟ ଦେଶର ଅର୍ଥନୀତି ଭୁଶୁଡ଼ି ପଡ଼ିଥିଲା । ତେବେ…

ଚାଷୀ ଆନ୍ଦୋଳନ: କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ କଡା ଭତ୍ସନା, ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ,୧୧ ।୧: କୃଷି ଆଇନ ନେଇ କେନ୍ଦ୍ର ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । କୃଷି ଆଇନ ଓ ଚାଷୀ ଆନ୍ଦୋଳନ ନେଇ ମଧ୍ୟ ସୁପ୍ରିମକୋର୍ଟ ଅସନ୍ତୋଷ ହୋଇଛନ୍ତି । ଏହା ସହ ଚାଷୀଙ୍କ ସହ ଆପୋଷ ବୁଝାମଣା…

ଓଡିଏଫ୍ ପ୍ଲସ୍ ପ୍ଲସ୍ ମାନ୍ୟତା ଲାଭ କଲା ସ୍ମାର୍ଟ ସିଟି ଭୁବନେଶ୍ୱର

ଭୁବନେଶ୍ୱର, ୧୧ା୧ (ଓଡିଶା ଭାସ୍କର): ଭୁବନେଶ୍ୱର ମହାନଗର ନିଗମକୁ ମିଳିଛି ଓଡିଏଫ୍ ପ୍ଲସ୍ ପ୍ଲସ୍ ମାନ୍ୟତା । କ୍ୟୁସିଆଇ ଦ୍ୱାରା ଭୁବନେଶ୍ୱରର ବିଭିନ୍ନ ସ୍ଥାନ ଓ ପାରିପାଶ୍ୱିର୍କ ସ୍ଥିତିକୁ ନେଇ ଭାରତ ସରକାରଙ୍କ…

ଶିକ୍ଷକଙ୍କୁ କରୋନା ହେବା ମାମଲାରେ ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର, ୧୧ ।୧(ଓଡିଶା ଭାସ୍କର): ରାଜ୍ୟରେ ସ୍କୁଲ ଖୋଲିବାକୁ ଅନୁମତି ମିଳିବାରେ ପରେ ଗଜପତି ଜିଲ୍ଲାର ଶିକ୍ଷକ କରୋନା ପଜିଟିଭ୍ ହୋଇଥିଲେ । ଏହାକୁ ନେଇ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ଏହି ପ୍ରସଙ୍ଗରେ…

ନିର୍ମାଣାଧୀନ ପୋଲ ଭୁଶୁଡ଼ିବା ଘଟଣା: କଡ଼ା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ଉନ୍ନୟନ କମିଶନର

ନବରଙ୍ଗପୁର, ୧୧ା୧ (ଓଡିଶା ଭାସ୍କର): ନବରଙ୍ଗପୁର ଜିଲ୍ଲା ଉମରକୋଟ ଅନ୍ତର୍ଗତ ତାଲାପଦର ଗାଁରେ ନିର୍ମାଣାଧୀନ ପୋଲ ଭୁଶୁଡ଼ିବା ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦିଆଯାଇଛି । ଏହି ନିର୍ଦ୍ଦେଶ ଦେଇଛନ୍ତି…

ଦେଶରେ ଦିନକରେ ୧୬୧ ମୃତ, ୧୬ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ, ୧୧ା୧: ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୧୬୧ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୧ ହଜାର ୧୬୦କୁ ବୃଦ୍ଧି ପାଇଛି । ଦିନକରେ ୧୬ ହଜାର ୩୧୧ ଜଣ ଆକ୍ରାନ୍ତ ହୋଇଥିବା…

ଟିକାକରଣର ୨ ଦିନ ପୂର୍ବରୁ ଆସିବ ଟିକା!

ଭୁବନେଶ୍ୱର, ୧୧ ।୧(ଓଡିଶା ଭାସ୍କର): ୧୬ରୁ ଟିକାକାରଣ ଆରମ୍ଭ ହୋଇଯିବ । ଟିକାକରଣକୁ ନେଇ ଆଜି ପରିବାର କଲ୍ୟାଣ ନିର୍ଦ୍ଦେଶକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ଯେ କହିଛନ୍ତି ଯେ, ‘ଟିକାକରଣର ୨ରୁ ୩ ଦିନ ମଧ୍ୟରେ…

ରାସ୍ତା ଉପରେ ଜଳିଗଲା ବସ: ବର୍ତ୍ତିଲେ ୩୦ ଯାତ୍ରୀ

କନ୍ଧମାଳ, ୧୧ା୧ (ଓଡିଶା ଭାସ୍କର): ଏକ ଚଳନ୍ତା ବସରେ ହଠାତ ନିଆଁ ଲାଗିଥିଲା, ଫଳରେ ବସଟି ହୁତୁହୁତୁ ହୋଇ ଜଳି ଉଠିଥିଲା । କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ଧୁଙ୍ଗିଆଦିଆ ଘାଟିରେ ଏହି ଘଟଣା ଘଟିଛି । ତେବେ ରୁଦ୍ରକାଳୀ…

ଘଟିଲା ପ୍ରତୀକ୍ଷାର ଅନ୍ତ: ଖୋଲିଲା ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର, ୧୧ା୧ (ଓଡିଶା ଭାସ୍କର): ଆଜିଠାରୁ ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳ ଖୋଲିଛି । ଏହାକୁ ଦୃଷ୍ଟିରେ ରଖି କଲେଜ ପରିସରକୁ ସାନିଟାଇଜ କରାଯିବା ସହ ସରକାରଙ୍କ କୋଭିଡ ଗାଇଡଲାଇନକୁ ଦୃଷ୍ଟିରେ ରଖି…