Browsing Category

Breaking News

କରୋନ ପ୍ରଭାବ: ସାମାଜିକ ଦୂରତା ପାଇଁ ଗାଇଡଲାଇନ୍ ଜାରି

ଭୁବନେଶ୍ୱର,୧୭ ।୩(ଓଡିଶା ଭାସ୍କର): କରୋନା ଭାଇରସ୍ ବା କୋଭିଡ-୧୯ ସତର୍କତା ପାଇଁ ସାମାଜିକ ଦୂରତା ଗାଇଡଲାଇନ୍ ଜାରି ହୋଇଛି । ଏହି ଗାଇଡଲାଇନ୍ ଅନୁସାରେ, ଆହାର କେନ୍ଦ୍ର, ଓମଫେଡ ବୁଥ, କ୍ୟାଣ୍ଟିନରେ ହାତ ଧୋଇବା…

ତମ୍ବା କିମ୍ବା ତମ୍ବା ମିଶ୍ରଣ ଧାତୁ ମାରିପାରେ କରୋନା ଭୁତାଣୁ: ରିସର୍ଚ୍ଚ

ସାରା ଦେଶରେ କରୋନା ଭାଇରସ୍ ବ୍ୟାପୁଥିବାରୁ ଲୋକାମାନେ କୌଣସି ବସ୍ତୁକୁ ଛୁଇଁବା ପୂର୍ବରୁ ଭୟ କରୁଛନ୍ତି । କରୋନା ଭୂତାଣୁ ନିର୍ଜୀବ ବସ୍ତୁ ମଧ୍ୟରେ ବି ୯ ଦିନ ପର୍ଯ୍ୟନ୍ତ ବଞ୍ଚିରହିପାରେ ବୋଲି ପ୍ରମାଣିତ ହେବା ପରେ…

କ୍ୱାରେଣ୍ଟାଇନରେ ରହିବେ ଗଜପତି ମହାରାଜ

ପୁରୀ, ୧୭ା୩(ଓଡ଼ିଶା ଭାସ୍କର): ଆଜି କୋଡ଼ିଭ-୧୯ ରେଜିଷ୍ଟ୍ରେସନ ପୋର୍ଟାଲରେ ପଞ୍ଜୀକରଣ କରିଛନ୍ତି ଗଜପତି ମହାରାଜ । ଗଜପତି ମହାରାଜଙ୍କ ସହ ତାଙ୍କର ପୁରା ପରିବାର ପଞ୍ଜୀକରଣ କରିଛନ୍ତି । ଆମେରିକାରୁ ଫେରିବା ପରେ ନିଜ…

ଲୋକଙ୍କୁ ମାସ୍କ ଓ ସାନିଟାଇଜର ବାଣ୍ଟିଲେ ବିଧାୟକ ମହମ୍ମଦ ମୋକିମ

କଟକ,୧୭ ।୩(ଓଡିଶା ଭାସ୍କର): କରୋନା ଭାଇରସକୁ ନେଇ ଚିନ୍ତାରେ ସାରା ବିଶ୍ୱ । ଏଭଳି ପରିସ୍ଥିତିରେ ଲୋକମାନଙ୍କୁ ସଜାଗ ଓ ସ୍ୱଚ୍ଛ ରଖିବା ଜରୁରୀ । ସୁରକ୍ଷା ଦୃଷ୍ଟିରୁ ସରକାର ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରୁଥିବା…

କରୋନା ଭାଇରସ, ଦୁଇ ଦିନ ଭିତରେ ପୁରୀ ଛାଡ଼ିବେ ପର୍ଯ୍ୟଟକ

ପୁରୀ, ୧୭ା୩(ଓଡ଼ିଶା ଭାସ୍କର): କରୋନା ନେଇ ସାରା ବିଶ୍ୱ ଚିନ୍ତିତ ଅବସ୍ଥାରେ ରହିଛି । ପୁରୀ ଏକ ପର୍ଯ୍ୟଟନସ୍ଥଳୀ ହୋଇଥିବାରୁ ସେଠାରେ ପର୍ଯ୍ୟଟକଙ୍କ ଭିଡ଼ ଦେଖାଦେଇଥାଏ । କିନ୍ତୁ କରୋନା ନେଇ ସେଠାରେ କିଛି କଟକଣା ଲାଗୁ…

କାଲିଠାରୁ ଗାଡିର DL ଓ LL ଟେଷ୍ଟ ବନ୍ଦ

ଭୁବନେଶ୍ୱର,୧୭ ।୩(ଓଡିଶା ଭାସ୍କର): କରୋନା ଭାଇରସ୍ ଯୋଗୁ ସାରା ଦେଶରେ କୋକୁଆ ଭୟ ସୃଷ୍ଟି ହେବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୫କୁ ବୃଦ୍ଧି ହୋଇଥିବା ବେଳେ ଏଥିରେ ୩ ଜଣଙ୍କର…

ଆରଟିଓ ଓ ବସ୍ ପାଇଁ ମନ୍ତ୍ରୀଙ୍କ କଟକଣା

ଭୁବନେଶ୍ୱର,୧୭ ।୩(ଓଡିଶା ଭାସ୍କର): କାରୋନ ଭୟରେ ସାରା ଦେଶ ଚିନ୍ତିତ । ଆରଟିଓ ସେଣ୍ଟରରେ ଭିଡ ରୋକିବାକୁ ନିର୍ଦ୍ଦେଶ ଦେଇଛି ପରିବହନ ବିଭାଗ । ନିର୍ଦ୍ଦେଶ ଅନୁସାରେ, ଆରଟିଓ ଅଫିସରରେ ୫୦ରୁ ଅଧିକ ଆବେଦନକାରୀ…

ଆଇଟି କମ୍ପାନିଗୁଡ଼ିକୁ ଗାଇଡ଼ଲାଇନ

ଭୁବନେଶ୍ୱର, ୧୭ା୩(ଓଡ଼ିଶା ଭାସ୍କର): କରୋନା ପାଇଁ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେଥିରେ ଆଇଟି କମ୍ପାନୀଗୁଡ଼ିକୁ ଗାଇଡ଼ ଲାଇନ ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି । ଟ୍ୱିନି ସିଟି…

ରେଳ ମନ୍ତ୍ରାଳୟରେ ୫-T ଲାଗୁ ପ୍ରସ୍ତାବ ଉଠାଇଲେ ଅମର

ନୂଆଦିଲ୍ଲୀ,୧୭ ।୩: ରାଜ୍ୟସଭାରେ ରେଳ ମନ୍ତ୍ରଣାଳୟର ପଦକ୍ଷେପ ନେଇ ଆଲୋଚନା ଚାଲିଛି । ରେଳ ମନ୍ତ୍ରଣାଳୟରେ ଓଡିଶା ସରକାରଙ୍କ ୫T କାର୍ଯ୍ୟକ୍ରମ ଲାଗୁ କରିବାକୁ ପ୍ରସ୍ତାବ ଦିଆଯାଇଛି । ଜାରି ରହିଥିବା ପ୍ରକଳ୍ପରେ ୫-T…

ବଜାରରେ ନିଅଣ୍ଟିଆ ସ୍ଥିତି ନାହିଁ, ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ: ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଭୁବନେଶ୍ୱର, ୧୭ା୩(ଓଡ଼ିଶା ଭାସ୍କର): କରୋନା ଭାଇରସ ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି । ଏନେଇ ବହୁ ଗୁଜବ ଖବର ମଧ୍ୟ ମିଳୁଛି । ସେଥିପାଇଁ କରୋନା ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂଚନା…