Browsing Category
Breaking News
ଘନୀଭୂତ ହେବାରେ ଲାଗିଛି ଲଘୁଚାପ, ୧୮ ଓ ୧୯ରେ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା!
ଭୁବନେଶ୍ୱର, ୧୪ା୫(ଓଡ଼ିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପାଇଁ ରାଜ୍ୟରେ ଦୁଇ ଦିନ ପ୍ରବଳ ବର୍ଷା ହେବ । ୧୮ ଓ ୧୯ରେ ରାଜ୍ୟରେ ପ୍ରବଳରୁୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୧୮ରେ…
ପୁଣି ଓଲଟିଲା ପ୍ରବାସୀଙ୍କ ଗାଡ଼ି, ୮ଆହତ
ମହାରାଷ୍ଟ୍ର, ୧୪ା୫: ମହାରାଷ୍ଟ୍ର ସ୍ଥିତ ନାସିକ ସିଲପାଟ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ସେଠାରେ ଏକ ପ୍ରବାସୀଙ୍କ ଟ୍ରକ୍ ଗାଡ଼ି ଓଲଟି ପଡ଼ିଛି । ଏହି ଦୁର୍ଘଟଣାରେ ୮ଜଣ ଆହତ ହୋଇଥିବା ନେଇ ସୂଚନା ମିଳିଛି ।…
ଖୁସିଖବର! ସରକାରୀ କର୍ମଚାରୀଙ୍କୁ ମିଳିପାରେ ଘରେ କାମ କରିବାର ବିକଳ୍ପ
କରୋନା ଭାଇରସ୍ କାରଣରୁ ସାରା ଦେଶରେ ବହୁ ଅଫିସ୍ ବନ୍ଦ ପଡିଛି । ସରକାରୀ ଅଫିସରେ ବହୁ କମ୍ ସଂଖ୍ୟକ ଲୋକ କାମରେ ଯାଉଛନ୍ତି । କେବଳ ଜରୁରି ସେବା ଯୋଗାଉଥିବା ଅଫିସ ଖୋଲା ରହିଛି । ବହୁ ପ୍ରାଇଭେଟ୍ ଅଫିସର କର୍ମଚାରୀ ଏହି…
ପହଞ୍ଚିବାର ୨୦ ମିନିଟ୍ ପୂର୍ବରୁ ଅଦୃଶ୍ୟ ହୋଇଗଲା ବିମାନ, ଆଜି ବି ରହସ୍ୟ ଘେରରେ
ଦୁନିଆରେ ଆଜି ବି କିଛି କଥା ରହସ୍ୟ ହୋଇ ରହିଛି, ଯାହାର ଖୁଲାସା ହୋଇପାରିନାହିଁ । ସେହିପରି ୨୦୧୬ ମସିହା ମେ ୧୮ ତାରିଖରେ ଇଜିପ୍ଟ ଏୟାରଲାଇନ୍ସର ଯାତ୍ରୀବାହୀ ବିମାନ ହଠାତ୍ ଆକାଶରେ ଅଦୃଶ୍ୟ ହୋଇଥିଲା, ଯାହାର ସନ୍ଧାନ…
କେନ୍ଦ୍ରାପଡ଼ାରେ ଆଉ ୧୩ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର, ୧୪ା୫(ଓଡ଼ିଶା ଭାସ୍କର): କେନ୍ଦ୍ରାପଡ଼ାରେ ଆଉ ୧୩କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୨୪କୁ ବୃଦ୍ଧି ପାଇଛି । ଚିହ୍ନଟ ହୋଇଥିବା ୧୩ନୂଆ ଆକ୍ରାନ୍ତ…
କୋଭିଡ଼ ହସ୍ପିଟାଲରେ ବଢ଼ିବ ବେଡ଼୍ ସଂଖ୍ୟା: ସ୍ୱାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର, ୧୪ା୫(ଓଡ଼ିଶା ଭାସ୍କର): କୋଭିଡ଼ ହସ୍ପିଟାଲରେ ବେଡ଼ ସଂଖ୍ୟା ବୃଦ୍ଧି କରାଯାଇ ୪ହଜାର ହେବ । ଏନେଇ ମନ୍ତ୍ରୀସ୍ତରୀୟ ବୈଠକ ପରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ…
ବାତ୍ୟାର ରୂପ ନେବ ଲଘୁଚାପ!
ଭୁବନେଶ୍ୱର, ୧୪ା୫(ଓଡ଼ିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ୱେଲ ମାର୍କ ଲୋପ୍ରେସରରେ ପରିଣତ ହୋଇଥିବା ନେଇ ସୂଚନା ମିଳିଛି । ଦକ୍ଷିଣ ପୂର୍ବ ବଙ୍ଗୋପସାଗର, ଦକ୍ଷିଣ ଆଣ୍ଡାମାନ ସାଗରରେ କେନ୍ଦ୍ରଭୂତ…
ଆଜି ବାଲେଶ୍ୱରରେ ପହଞ୍ଚିବ ୪ଟି ଶ୍ରମିକ ସ୍ପେଶାଲ ଟ୍ରେନ୍
ଭୁବନେଶ୍ୱର, ୧୪ା୫(ଓଡ଼ିଶା ଭାସ୍କର): କରୋନା ଭାଇରସ୍ ସତର୍କତା ପାଇଁ ଦେଶ ଓ ରାଜ୍ୟ ଲକଡାଉନ ରହିଛି । ଏନେଇ ବହୁ ପ୍ରବାସୀ ଓଡ଼ିଆ ବାହାର ରାଜ୍ୟରେ ଫସି ରହିଛନ୍ତି । କିନ୍ତୁ ସେମାନଙ୍କୁ ଓଡ଼ିଶାକୁ ଫେରେଇ ଆଣିବା ପାଇଁ…
ଏହି ରାଜ୍ୟରେ କାଲିଠାରୁ ଆରମ୍ଭ ହେବ ମଦର ହୋମ୍ ଡେଲିଭରୀ
କରୋନା ଭାଇରସରେ ସବୁଠାରୁ ଅଧିକ ପ୍ରଭାବିତ ରାଜ୍ୟ ହେଉଛି ମହାରାଷ୍ଟ୍ର । ଏକ୍-ଡାଉନରେ ଲୋକମାନଙ୍କର ମଦର ଦାବି ବଢିଚାଲିଛି । ଏହାରି ମଧ୍ୟରେ ସାମାଜିକ ଦୂରତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମଦର ହୋମ୍ ଡେଲିଭରୀ…
WHOର ଚେତାବନୀ- ‘କେବେ ଶେଷ ହେବନି କରୋନା’
କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ଔଷଧ ବା ଟୀକା ପ୍ରସ୍ତୁତ ହୋଇପାରିଲା ନାହିଁ । ଅନ୍ୟପଟେ ଅର୍ଥବ୍ୟବସ୍ଥାକୁ ସମ୍ଭାଳିବା ପାଇଁ ବହୁଦେଶ ଲକ୍-ଡାଉନ୍ ହଟାଇବାକୁ ଯୋଜନା କରୁଛନ୍ତି । ଏପରି…