Browsing Category

Breaking News

‘ଏହି ମାସ ଶେଷ ସୁଦ୍ଧା ଲୋପ ପାଇବ କରୋନା ଭାଇରସ୍’- ଚୀନର ପ୍ରତିଷ୍ଠିତ ବୈଜ୍ଞାନିକଙ୍କ ଦାବି

କରୋନା ଭାଇରସର ମୁକାବିଲା ପାଇଁ ଦେଶରେ ଲକ୍-ଡାଉନ୍ ଲାଗୁ ହୋଇଛି । ଏସବୁ କେବେ ଶେଷ ହେବା ବୋଲି ଲୋକଙ୍କ ମନରେ ପ୍ରଶ୍ନ ଉଙ୍କିମାରୁଛି । ବହୁ ବୈଜ୍ଞାନିକ ଓ ନେତାମାନେ ବି ଏହାର ଶେଷକୁ ଅନାଇ ବସିଛନ୍ତି । ଏହି ସମୟରେ…

ପଞ୍ଚମ ଆକ୍ରାନ୍ତଙ୍କ ନାମ ଓ ଠିକଣା ସାର୍ବଜନୀନ କଲେ ସରକାର

ଭୁବନେଶ୍ୱର, ୨ା୪(ଓଡ଼ିଶା ଭାସ୍କର): ରାଜ୍ୟର ପଞ୍ଚମ କରୋନା ଆକ୍ରାନ୍ତଙ୍କ ପରିଚୟ ପ୍ରକାଶ କରିଛି ବିଏମସି । ଆକ୍ରାନ୍ତଙ୍କ ନାମ ପ୍ରଦୀପ୍ତ ଦଳବେହେରା ଏବଂ ତାଙ୍କ ଘର ଭୁବନେଶ୍ୱରର ସ୍ଥିତ ସୂର୍ଯ୍ୟନଗର ପ୍ଲଟ ନମ୍ବର ୩୭,…

ଲକ୍ ଡାଉନ୍: କାଲି ସକାଳ ୯ଟାରେ ଦେଶକୁ ପୁଣି ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨ ।୪: କରୋନା ଭାଇରସକୁ ନେଇ ଉପୁଜିଥିବା ସମସ୍ୟା ଓ ଲକ୍-ଡାଉନ୍ ସମ୍ପର୍କରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ କଥା ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।…

କରୋନା ଯୋଗୁଁ ବଢୁଛି ଅପରାଧ: ଘରୋଇ ହିଂସାର ଶିକାର ହେଉଛନ୍ତି ମହିଳା

ନୂଆଦିଲ୍ଲୀ,୨ ।୪: ଦେଶରେ କରୋନା ଭାଇରସ୍ ଯୋଗୁଁ ହାହାକାର ଦେଖାଦେଇଛି । ଗୋଟିଏ ପଟେ ଲୋକେ ମହାମାରୀକୁ ନେଇ ଚିନ୍ତିତ ଥିବା ବେଳେ ଅନ୍ୟପଟେ ମହାମାରୀ କାରଣରୁ ଅପରାଧ ବୃଦ୍ଧି ପାଇବାରେ ଲାଗିଛି । ମାର୍ଚ୍ଚ ୨୪ରୁ…

୨୪ଘଣ୍ଟାରେ ଗଲାଣି ୧୨ଜୀବନ

ନୂଆଦିଲ୍ଲୀ, ୨ା୪: ପ୍ରତିଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ଖବର ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ । ଦେଶରେ ୧୫୧ଜଣ ସୁସ୍ଥ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା…

ଲକ୍-ଡାଉନର ମଜାକ୍ ଉଡାଇଲେ ୨ ମନ୍ତ୍ରୀ: ରାମନବମୀ ସମାରୋହରେ ପହଞ୍ଚିଲେ ମନ୍ଦିର

ହାଇଦ୍ରାବାଦ,୨ ।୪: କରୋନା ଭାଇରସକୁ ରୋକିବା ପାଇଁ କେନ୍ଦ୍ର ସରକାର ସମଗ୍ର ଦେଶରେ ଲକ୍-ଡାଉନ୍ ଲାଗୁ କରିଛନ୍ତି । କିନ୍ତୁ ବହୁ ସହରରେ ଲୋକଙ୍କ ସମେତ କେତେକ ନେତାମାନେ ମଧ୍ୟ ଏହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି…

ହାଇପ୍ରୋଫାଇଲ ମହିଳାଙ୍କ ଦବଙ୍ଗଗିରି, ପୋଲିସଙ୍କୁ କହିଲେ ପଚାରିବାକୁ ତମେ କିଏ?

ବ୍ରଜରାଜନଗର,୨/୪(ଓଡ଼ିଶା ଭାସ୍କର): ମହାମାରୀ କରୋନା ଉପରେ ଅଙ୍କୁଶ ଲଗାଇବା ପାଇଁ ସାରା ଦେଶକୁ ୨୧ ଦିନ ତାଲାବନ୍ଦ ଘୋଷଣା କରାଯାଇଛି । ବ୍ରଜରାଜନଗର ଓ ପଡ଼ୋଶୀ ସୁନ୍ଦରଗଡ଼ ଜିଲ୍ଲା କଳକାରଖାନା ଏବଂ ଖଣି ଖାଦାନ ସମୃଦ୍ଧ…

ଅପରାହ୍ନ ୫ଟା ସୁଦ୍ଧା ୭ଜିଲ୍ଲା ସାବଧାନ!

ଭୁବନେଶ୍ୱର, ୨ା୪(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ ତାପମାତ୍ରା ବଢ଼ିବାରେ ଲାଗିଛି । ଏହାସହ ରାଜ୍ୟରେ ଆଗକୁ ଆହୁରି ୨ରୁ ୩ଡିଗ୍ରୀ ତାପମାତ୍ରା ବଢ଼ିବାରେ ଆଶଙ୍କା ମଧ୍ୟ ରହିଛି । ଆଜି ୨ଟି ଜିଲ୍ଲା ଟିଟଲାଗଡ଼,…

ଲକ୍ ଡାଉନକୁ ନେଇ ଅସନ୍ତୁଷ୍ଟ ସୋନିଆ

ନୂଆଦିଲ୍ଲୀ, ୨ା୪: କରୋନା ସ୍ଥିତି ମୁକାବିଲା ନେଇ ଏପ୍ରିଲ ୧୪ଯାଏଁ ଦେଶ ଲକ୍ ଡାଉନ ରହିଛି । ଏହି ଲକ୍ ଡାଉନକୁ ନେଇ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି । ସେ କହିଛନ୍ତି କରୋନା ପାଇଁ…

ପୋଲିସ ଦ୍ୱାରା ୧୭ ଓଡିଆ ଦାଦନ ଶ୍ରମିକ ଉଦ୍ଧାର

କୋକସରା-୨ା୪(ଓଡ଼ିଶା ଭାସ୍କର): କରୋନା ସଂକ୍ରମଣ କୁ ପ୍ରତିହତ କରିବା ଳାଗି କେନ୍ଦ୍ର ଓ ରାଜ୍ୟ ସରକାର ରାଜ୍ୟ ତଥା ଜିଳ୍ଳା ସୀମାକୁ ସିଲ କରି କଡାକୁଡି ଯାଞ୍ଚ ସହ କଡା ପ୍ରେଟ୍ରୋଲିଙ୍ଗ ଜାରିରଖିଛି । ଏହିପରି ପ୍ରେକ୍ଷୀରେ…