Browsing Category

Breaking News

ଖାଲି ପେଟରେ ପ୍ରତିଦିନ ପିଅନ୍ତୁ ହଳଦୀ ଗୁଣ୍ଡ ଓ ଉଷୁମ ପାଣି, ପାଆନ୍ତୁ ଏହି ଲାଭ

ଖାଇବାର ସ୍ୱାଦ ବଢାଇବା ପାଇଁ ହଳଦୀର ବ୍ୟବହାର ହୁଏ ବୋଲି ତା ଆପଣମାନେ ଜାଣିଥିବେ।କିନ୍ତୁ ଆପଣ ଜାଣନ୍ତି କି, ଏହା ଏକ ଆଣ୍ଟି ଅକ୍ସିଡାଣ୍ଟ ପରି କାର୍ଯ୍ୟ କରିଥାଏ ଯେଉଁଥିରେ ବ୍ୟାକ୍ଟେରିଆ ବିନାଶକାରୀ ଗୁଣ ମଧ୍ୟ ରହିଛି।…

ରାଜ୍ୟର ୧୦ଟି ଜିଲ୍ଲାରେ ଆଜି ଓ କାଲି ସଟଡାଉନ୍‌

‌ଭୁବନେଶ୍ୱର,୪/୭(ଓଡିଶା ଭାସ୍କର): ରାଜ୍ୟର ୧୦ଟି ଜିଲ୍ଲାରେ ଆଜି ଓ କାଲି ସଟଡାଉନ୍‌ ଲାଗୁ ହୋଇଛି। ପ୍ରତି ଶନିବାର ଓ ରବିବାର ଦିନ ସଟଡାଉନ ବଳବତ୍ତର ରଖିବାକୁ ନିଷ୍ପତ୍ତି ନିଆଯାଇଛି। ସେହି ୧୦ ଜିଲ୍ଲା ଯଥା- ଗଞ୍ଜାମ,…

ଆଜି ମହାପ୍ରଭୁଙ୍କ ନିଳାଦ୍ରୀବିଜେ

ପୁରୀ,୪/୭(ଓଡିଶା ଭାସ୍କର): ଆଜି ମହାପ୍ରଭୁଙ୍କ ଘୋଷଯାତ୍ରା ଶେଷ ହେବ। ୧୨ ଦିନର ଲୀଳାଖେଳା ସାରି ଆଜି ନୀଳାଦ୍ରିବିଜେ କରିବେ ଚତୁର୍ଦ୍ଧାମୂରତି। ମହାପଭୁ ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରି ରତ୍ନସିଂହାସନକୁ…

ପୁରୀରେ ହେବନି ସାପ୍ତାହିକ ସଟଡାଉନ

ପୁରୀ,୩/୭(ଓଡିଶା ଭାସ୍କର): କରୋନା ମୁକାବିଲା ପାଇଁ ସପ୍ତାହରେ ୨ ଦିନ ସଟଡାଉନ କରୁଛନ୍ତି ସରକାର। କିନ୍ତୁ ଏଥିରୁ ବାଦ ପଡିଛି ପୁରୀ ସହର। ଏଥର ଶନିବାର ଓ ରବିବାରରେ ସଟଡାଉନ ହେବନି ପୁରୀ ଜିଲ୍ଲା। ଅନ୍‌ଲକ୍‌-୨ର…

ମରିଗଲା ମାନସିକତା, ନିଜ କଅଁଳ ଶିଶୁକୁ ନୃଶଂସ ଭାବେ ହତ୍ୟା କଲେ ପିତା

ଝରୀଗାଁ,୩/୭(ଓଡିଶା ଭାସ୍କର): ବାପା ହୋଇ ଭୁଲିଗଲା ସମ୍ପର୍କ। ନିଜ ଔରସରୁ ଜନ୍ମିତ ୨୦ ଦିନର କଅଁଳ ଶିଶୁ ପୁତ୍ରକୁ ତଣ୍ଟିଚିପି ମାରିବା ସହ ପଥର ବାନ୍ଧି ନାଳରେ ଫୋପାଡ଼ି ଦେଲା l ଅଭିଯୁକ୍ତକୁ ଗିରଫ କରିବା ପରେ ଶିଶୁର…

ସେପ୍ଟେମ୍ବରକୁ ଘୁଞ୍ଚିଲା ଜେଇଇ ଓ ନିଟ୍ ପରୀକ୍ଷା

ନୂଆଦିଲ୍ଲୀ,୩ ।୭: ଜେଇଇ ଓ ନିଟ୍ ପ୍ରବେଶିକା ପରୀକ୍ଷାକୁ ଘୁଞ୍ଚାଇଲେ କେନ୍ଦ୍ର ସରକାର । ଉଭୟ ପରୀକ୍ଷା ସେପ୍ଟେମ୍ବରକୁ ଘୁଞ୍ଚାଇବାକୁ ନିଷ୍ପତ୍ତି ନିଆଯାଇଛି । ଏନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ…

ଦିଲ୍ଲୀ ଏନସିଆରରେ ୪.୭ ତୀବ୍ରତାର ଭୂକମ୍ପ

ନୂଆଦିଲ୍ଲୀ,୩ ।୭: ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଗତ କିଛି ଦିନ ହେବ ବହୁବାର ଭୂକମ୍ପର ଝଟକା ଲାଗିଛି । ସେହିପରି ଆଜି ମଧ୍ୟ ଆଜି ମଧ୍ୟ ପୂଣି ଥରେ ଦିଲ୍ଲୀ ଏନସିଆରରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ…

ପାକ୍ ବୈଦେଶିକ ମନ୍ତ୍ରୀ କ୍ୟୁରେସୀଙ୍କୁ କରୋନା

ବିଶ୍ୱରେ କରୋନା ମହାମାରୀ ଦିନକୁ ଦିନ ବଢିବାରେ ଲାଗିଛି । ଏହାରି ମଧ୍ୟରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେସୀ ମଧ୍ୟ କରୋନା ମହାମାରୀରେ ଆକ୍ରାନ୍ତ ହୋଇଛନ୍ତି । ନିଜେ ଟ୍ୱୀଟ୍ କରି ଏନେଇ ସୂଚନା…