Browsing Category

Breaking News

ଚିନିର ବିକ୍ରି ଦାମ୍ ଠାରୁ ବଳି ଯାଉଛି ଉତ୍ପାଦନର ମୂଲ୍ୟ: ସମବାୟ ମନ୍ତ୍ରୀ

ଭୁବନେଶ୍ୱର,୨୭ା୧୧(ଓଡ଼ିଶା ଭାସ୍କର): ରାଜ୍ୟରେ ଚିନି ଉତ୍ପାଦନ ଓ ବିକ୍ରି ନେଇ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଚିନିର ବିକ୍ରି ଦାମ୍ ଠାରୁ ବଳି ଯାଉଛି ଚିନିର ଉତ୍ପାଦନର…

ମହାରାଷ୍ଟ୍ରରେ ଶପଥ ଗ୍ରହଣ କଲେ ନୂଆ ବିଧାୟକ

ମହାରାଷ୍ଟ୍ର,୨୭ା୧୧: ମହାରାଷ୍ଟ୍ରରେ ରାଜନୀତି ପାଣିପାଗ ଉଷ୍ମ ରହିଛି । ଏହାରି ମଧ୍ୟରେ ଆଜି ମହାରାଷ୍ଟ୍ର ନୂଆ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ହୋଇଛି । ସେଠାରେ ଶପଥ ପାଠ କରିଛନ୍ତି ନବ ନିର୍ବାଚିତ ବିଧାୟକ । ନୂଆ…

ଇସ୍ରୋକୁ ବଡ଼ ସଫଳତା, କାର୍ଟୋସାଟ-୩ ସାଟେଲାଇଟର ସଫଳ ଉତକ୍ଷେପଣ

ଶ୍ରହରିକୋଟା, ୨୭ା୧୧: ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ଇସ୍ରୋକୁ ଆଉ ଏକ ବଡ଼ ସଫଳତା ମିଳିଛି । ଶ୍ରୀହରିକୋଟାରୁ କାର୍ଟୋସାଟ-୩ ସାଟେଲାଇଟର ସଫଳ ଉତକ୍ଷେପଣ କରାଯାଇଛି । କକ୍ଷପଥରେ ଅବସ୍ଥାପିତ ହୋଇଛି ଇସ୍ରୋର ଏହି…

ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ହେବେ ଉଦ୍ଧବ ଠାକରେ !

ମହାରାଷ୍ଟ୍ର,୨୬ା୧୧: ମହାରାଷ୍ଟ୍ରରେ ଶିବସେନା, ଏନସିପି ଓ କଂଗ୍ରେସ ମିଶି ନୂଆ ମେଣ୍ଟ ଗଠନ କରିବ । ସେହି ନୂଆ ମେଣ୍ଟର ନାମ ରହିିବ ମହାବିକାଶ ଆଘାଡ଼ି । ମହାରାଷ୍ଟ୍ରରେ ଉଦ୍ଧବ ଠାକରେ ନୂଆ ମୁଖ୍ୟମନ୍ତ୍ରୀ ହେବେ ବୋଲି…

୨୦୧୭ ପାଇଁ ଜାକମିନଙ୍କୁ UNESCO କଳିଙ୍ଗ ପୁରସ୍କାର

ଭୁବନେଶ୍ୱର,୨୬ା୧୧(ଓଡ଼ିଶା ଭାସ୍କର): ବେଲଜିୟମର ବୈଜ୍ଞାନିକ ଏରିକ ଜାକମିନଙ୍କୁ UNESCO କଳିଙ୍ଗ ପୁରସ୍କାର ମିଳିଛି । ୨୦୧୭ ପାଇଁ ପୁରସ୍କୃତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜ୍ଞାନ ଓ ବୈଷୟିକ…

ଡିସେମ୍ବର ପହିଲାରୁ କଡ଼ାକଡ଼ି ହେବ ଟ୍ରାଫିକ ନିୟମ

ଭୁବନେଶ୍ୱର,୨୬ା୧୧(ଓଡ଼ିଶା ଭାସ୍କର): ନୂଆ ମୋଟର ଯାନ ଆଇନ ଡିସେମ୍ବର ପହିଲାରୁ କଡ଼ାକଡ଼ି ଭାବେ ଲାଗୁ କରାଯିବ । ଏନେଇ ସୂଚନା ଦେଇଛନ୍ତି ପଦ୍ମନାଭ ବେହେରା । କାରଣ ଏହି ୧ତାରିଖକୁ ସରକାର ଦେଇଥିବା ୩ମାସ ଅବଧି ଶେଷ ହୋଇଛି…

ଜାତୀୟ ପଞ୍ଜୀକରଣ ହାର ତୁଳନାରେ ଓଡ଼ିଶା ଆଗରେ

ଭୁବନେଶ୍ୱର,୨୬ା୧୧(ଓଡ଼ିଶା ଭାସ୍କର): ଲୋକସେବା ଭବନରେ ଆଜି ୟୁଆଇଡ଼ି କାର୍ଯ୍ୟକାରୀ କମିଟି ବୈଠକ ହୋଇଥିଲା । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଥିଲା । ଆଧାର ଉପ ମହାନିର୍ଦ୍ଦେଶକ ଜି.ଭେନୁଗୋପାଳ ରେଡ଼ି…

ରାଜ୍ୟରେ ଖୋଲିବ ସୋସିଆଲ ମିଡ଼ିଆ ମନିଟରିଂ ସେଲ୍

ଭୁବନେଶ୍ୱର,୨୬ା୧୧(ଓଡ଼ିଶା ଭାସ୍କର): ରାଜ୍ୟରେ ଏଣିକି ସୋସିଆଲ ମିଡ଼ିଆ ମନିଟରିଂ ସେଲ୍ ଖୋଲିବ ବୋଲି ସୂଚନା ମିଳିଛି । ଭୁବନେଶ୍ୱର ସାଇବର ଥାନାରେ ଏହି ମନିଟରିଂ ସେଲ୍ ଖୋଲାଯିବ ବୋଲି ଜଣାପଡ଼ିଛି । ଅନଲାଇନ୍ ଠକେଇ…

କୋଲମ୍ବକର ହେଲେ ଅସ୍ଥାୟୀ ବାଚସ୍ପତି

ମହାରାଷ୍ଟ୍ର,୨୬ା୧୧: ମହାରାଷ୍ଟ୍ର ବିଧାନସଭାର ଅସ୍ଥାୟୀ ବାଚସ୍ପତି କାଳିଦାସ କୋଲମ୍ବକର ହୋଇଥିବା ସୂଚନା ମିଳିଛି । ମହାରାଷ୍ଟ୍ର ବିଜେପି ବିଧାୟକ ହେଉଛନ୍ତି କୋଲମ୍ବକର ।

ମହାରାଷ୍ଟ୍ର ମାମଲା: ରାଜ୍ୟପାଳଙ୍କୁ ଭେଟିବେ ୩ ଦଳ

ମୁମ୍ବାଇ,୨୬ ।୧୧: ମହାରାଷ୍ଟ୍ର ରାଜନୀତିରେ ନୂଆ ଟ୍ଵିଷ୍ଟ ଦେଖିବାକୁ ମିଳିଛି । ଶପଥ ଗ୍ରହଣ କରିଥିବା ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଓ ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାର ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି ।…