
Browsing Category
Breaking News
ରାଜ୍ୟର ୧୦ଟି ଜିଲ୍ଲାରେ ଆଜି ଓ କାଲି ସଟଡାଉନ୍
ଭୁବନେଶ୍ୱର,୪/୭(ଓଡିଶା ଭାସ୍କର): ରାଜ୍ୟର ୧୦ଟି ଜିଲ୍ଲାରେ ଆଜି ଓ କାଲି ସଟଡାଉନ୍ ଲାଗୁ ହୋଇଛି। ପ୍ରତି ଶନିବାର ଓ ରବିବାର ଦିନ ସଟଡାଉନ ବଳବତ୍ତର ରଖିବାକୁ ନିଷ୍ପତ୍ତି ନିଆଯାଇଛି। ସେହି ୧୦ ଜିଲ୍ଲା ଯଥା- ଗଞ୍ଜାମ,…
ଆଜି ମହାପ୍ରଭୁଙ୍କ ନିଳାଦ୍ରୀବିଜେ
ପୁରୀ,୪/୭(ଓଡିଶା ଭାସ୍କର): ଆଜି ମହାପ୍ରଭୁଙ୍କ ଘୋଷଯାତ୍ରା ଶେଷ ହେବ। ୧୨ ଦିନର ଲୀଳାଖେଳା ସାରି ଆଜି ନୀଳାଦ୍ରିବିଜେ କରିବେ ଚତୁର୍ଦ୍ଧାମୂରତି। ମହାପଭୁ ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରି ରତ୍ନସିଂହାସନକୁ…
ପୁରୀରେ ହେବନି ସାପ୍ତାହିକ ସଟଡାଉନ
ପୁରୀ,୩/୭(ଓଡିଶା ଭାସ୍କର): କରୋନା ମୁକାବିଲା ପାଇଁ ସପ୍ତାହରେ ୨ ଦିନ ସଟଡାଉନ କରୁଛନ୍ତି ସରକାର। କିନ୍ତୁ ଏଥିରୁ ବାଦ ପଡିଛି ପୁରୀ ସହର। ଏଥର ଶନିବାର ଓ ରବିବାରରେ ସଟଡାଉନ ହେବନି ପୁରୀ ଜିଲ୍ଲା। ଅନ୍ଲକ୍-୨ର…
ମରିଗଲା ମାନସିକତା, ନିଜ କଅଁଳ ଶିଶୁକୁ ନୃଶଂସ ଭାବେ ହତ୍ୟା କଲେ ପିତା
ଝରୀଗାଁ,୩/୭(ଓଡିଶା ଭାସ୍କର): ବାପା ହୋଇ ଭୁଲିଗଲା ସମ୍ପର୍କ। ନିଜ ଔରସରୁ ଜନ୍ମିତ ୨୦ ଦିନର କଅଁଳ ଶିଶୁ ପୁତ୍ରକୁ ତଣ୍ଟିଚିପି ମାରିବା ସହ ପଥର ବାନ୍ଧି ନାଳରେ ଫୋପାଡ଼ି ଦେଲା l ଅଭିଯୁକ୍ତକୁ ଗିରଫ କରିବା ପରେ ଶିଶୁର…
ସେପ୍ଟେମ୍ବରକୁ ଘୁଞ୍ଚିଲା ଜେଇଇ ଓ ନିଟ୍ ପରୀକ୍ଷା
ନୂଆଦିଲ୍ଲୀ,୩ ।୭: ଜେଇଇ ଓ ନିଟ୍ ପ୍ରବେଶିକା ପରୀକ୍ଷାକୁ ଘୁଞ୍ଚାଇଲେ କେନ୍ଦ୍ର ସରକାର । ଉଭୟ ପରୀକ୍ଷା ସେପ୍ଟେମ୍ବରକୁ ଘୁଞ୍ଚାଇବାକୁ ନିଷ୍ପତ୍ତି ନିଆଯାଇଛି । ଏନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ…
ଦିଲ୍ଲୀ ଏନସିଆରରେ ୪.୭ ତୀବ୍ରତାର ଭୂକମ୍ପ
ନୂଆଦିଲ୍ଲୀ,୩ ।୭: ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଗତ କିଛି ଦିନ ହେବ ବହୁବାର ଭୂକମ୍ପର ଝଟକା ଲାଗିଛି । ସେହିପରି ଆଜି ମଧ୍ୟ ଆଜି ମଧ୍ୟ ପୂଣି ଥରେ ଦିଲ୍ଲୀ ଏନସିଆରରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ…
ପାକ୍ ବୈଦେଶିକ ମନ୍ତ୍ରୀ କ୍ୟୁରେସୀଙ୍କୁ କରୋନା
ବିଶ୍ୱରେ କରୋନା ମହାମାରୀ ଦିନକୁ ଦିନ ବଢିବାରେ ଲାଗିଛି । ଏହାରି ମଧ୍ୟରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେସୀ ମଧ୍ୟ କରୋନା ମହାମାରୀରେ ଆକ୍ରାନ୍ତ ହୋଇଛନ୍ତି । ନିଜେ ଟ୍ୱୀଟ୍ କରି ଏନେଇ ସୂଚନା…
Nuagaon is declared as containment zone by BMC
Bhubaneswar,3/7: Nuagaon Revenue Village which is under Bhubaneswar Municipal Corporation is declared as a containment zone after 10 positive cases detected in that area. This…
ଏଣିକି ୨୨୦୦ ଟଙ୍କା ଦେଲେ ରାଜ୍ୟରେ ହେବ କରୋନା ଟେଷ୍ଟ
ଭୁବନେଶ୍ୱର,୩ ।୭(ଓଡିଶା ଭାସ୍କର): କରୋନା ଟେଷ୍ଟ ପାଇଁ ଚିନ୍ତିତ ଥିବା ରାଜ୍ୟବାସୀଙ୍କ ପାଇଁ ଖୁସିଖବର । ଏଣିକି ୨୨୦୦ ଟଙ୍କାରେ ରାଜ୍ୟରେ ହୋଇପାରିବ କରୋନା ଟେଷ୍ଟ । ଏନେଇ ଘରୋଇ ହସ୍ପିଟାଲରେ କରୋନା ଟେଷ୍ଟ ଦେୟ…
ଜୁଲାଇ ୩୧ ଯାଏଁ ଉଡିବନି ଅନ୍ତର୍ଜାତୀୟ ବିମାନ
ନୂଆଦିଲ୍ଲୀ,୩ ।୭: କରୋନା ମହାମାରୀର ସଙ୍କଟ ସମୟରେ ସାରା ଦେଶରେ ଅନଲକ୍-୨ ଆରମ୍ଭ ହୋଇଯାଇଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ବି ଟଳିନି ବିପଦ । ଏନେି ଜୁଲାଇ ୩୧ ତାରିଖ ଯାଏଁ ଅନ୍ତର୍ଜାତୀୟ ବିମାନ ଉଡାଣ ଉପରେ କଟକଣା…