Browsing Category

ବାଣିଜ୍ୟ

ସୁନୀତା ୱଲିୟମ୍ସଙ୍କ ଦରମା କେତେ? ସାତ ମାସ ହେଲାଣି ମହାକାଶରେ ଫସିଲେଣି, ଜାଣନ୍ତୁ ନାସା କେତେ କରିଛି ବୀମା

ଓଡ଼ିଶା ଭାସ୍କର: ସୁନୀତା ୱିଲିୟମ୍ସ ଜଣେ ଶୀର୍ଷ ସ୍ତରର ମହାକାଶଚାରୀ। ବର୍ତ୍ତମାନ ସେ ଇଣ୍ଟରନେସନାଲ ସ୍ପେସ ଷ୍ଟେସନର ୭୨ତମ ମିଶନର କମାଣ୍ଡର। ସୁନୀତାଙ୍କୁ ଦ୍ୱିତୀୟ ଥର ଆଇଏସଏସର କମାଣ୍ଡର କରାଯାଇଥିଲା। ସଏ ଏବଂ ତାଙ୍କ…

ମାଗଣା ରାସନ ସହ ମିଳିବ ୧୦୦୦ ଟଙ୍କା ନଗଦ! ନୂଆ ବର୍ଷରେ ବଡ଼ ଉପହାର ଦେବେ ପିଏମ

ନୂଆଦିଲ୍ଲୀ: ଏଣିକି ରାସନ କାର୍ଡଧାରୀଙ୍କୁ ୧୦୦୦ ଟଙ୍କା ନଗଦ ରାଶି ମିଳିବ। ଭାରତ ସରକାରଙ୍କ ଏହି ନୂଆ ଯୋଜନାରେ ଯଦି ଆବେଦନ କରିନାହାନ୍ତି ତେବେ ତୁରନ୍ତ ଆବେଦନ ପ୍ରକ୍ରିୟାରେ ଭାଗ ନିଅନ୍ତୁ। ବର୍ତ୍ତମାନ ଭାରତ ସରକାର…

ଜାନୁୟାରୀରେ ମିଳିବ ସୁଭଦ୍ରା ଯୋଜନାର ଚତୁର୍ଥ ପର୍ଯ୍ୟାୟ ଟଙ୍କା! ଯୋଗ୍ୟ ହିତାଧିକାରୀଙ୍କୁ ଦିଆଯିବ ନୂଆବର୍ଷ ଭେଟି

ଓଡ଼ିଶା ଭାସ୍କର: ସୁଭଦ୍ରା ଯୋଜନାର ଚତୁର୍ଥ ପର୍ଯ୍ୟାୟ ଟଙ୍କାକୁ ନେଇ ଚର୍ଚ୍ଚା ଜୋର ଧରିଛି । ୩ଟି ପର୍ଯ୍ୟାୟରେ ଯୋଗ୍ୟ ମହିଳାଙ୍କ ଆକାଉଣ୍ଟରେ ପ୍ରଥମ କିସ୍ତିର ଟଙ୍କା ପହଞ୍ଚିବା ପରେ ଚତୁର୍ଥ ପର୍ଯ୍ୟାକୁ ଅପେକ୍ଷା କରି…

GST Meet: EV ସହିତ ପୁରୁଣା ଏବଂ ବ୍ୟବହୃତ କାର ବିକ୍ରିରେ ବଢ଼ିଲା ଟ୍ୟାକ୍ସ, ରେଡି-ଟୁ-ଇଟ୍ ପପକର୍ଣ୍ଣ ଉପରେ ୫% GST ପାଇଁ ସୁପାରିଶ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଶନିବାର (୨୧ ଡିସେମ୍ବର) ଜିଏସଟି ପରିଷଦର ୫୫ ତମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅନେକ ବଡ ନିଷ୍ପତ୍ତି ନିଆଯାଇଛି । ଜିଏସଟି ପରିଷଦ ଇଭି…

CNG କାର ବ୍ୟବହାର ପଡ଼ିବ ମହଙ୍ଗା ! ଏହି ଭୁଲ କରୁଥିଲେ ହୋଇଯାନ୍ତୁ ସାବଧାନ

ଓଡ଼ିଶା ଭାସ୍କର: ଆଜିକାଲି ଅଧିକାଂଶ ବ୍ୟକ୍ତିଙ୍କ ମଧ୍ୟରେ CNG କାରକୁ ନେଇ କ୍ରେଜ୍ ବୃଦ୍ଧି ପାଇବାରେ ଲାଗିଛି । ଏହା ବିନା ଇନ୍ଧନରେ ଚାଲିଥାଏ ଯଦ୍ୱାରା ପର୍ଯ୍ୟାବରଣ ପାଇଁ ଅଧିକ କ୍ଷତିକାରକ ହୋଇନଥାଏ । । ଦିନକୁ ଦିନ…

ବେସରକାରୀ କର୍ମଚାରୀମାନଙ୍କୁ ନୂଆ ବର୍ଷର ଉପହାର, ବଢ଼ିବ ବେସିକ୍ ଦରମା ଓ ପେନସନ୍ ଲିମିଟ୍ !

ନୂଆଦିଲ୍ଲୀ: ଡିସେମ୍ବର ମାସ ଶେଷ ହେବାକୁ ଯାଉଛି ଏବଂ ନୂଆ ବର୍ଷ ୨୦୨୫ କୁ ସ୍ୱାଗତ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥର ନୂଆ ବର୍ଷ ଘରୋଇ କ୍ଷେତ୍ରର କର୍ମଚାରୀଙ୍କ ପାଇଁ ଖୁସି ଖବର ଆଣିପାରେ । ସୂଚନାନୁସାରେ,…

ସାବଧାନତା ସହ ବ୍ୟବହାର କରନ୍ତୁ କ୍ରେଡିଟ୍ କାର୍ଡ, ଯଦି ଡିଫଲ୍ଟ ହୁଏ ୫୦% ଦେବାକୁ ପଡ଼ିବ ସୁଧ: ସୁପ୍ରିମକୋର୍ଟଙ୍କ ଅନୁମୋଦନ

ନୂଆଦିଲ୍ଲୀ: କ୍ରେଡିଟ୍ କାର୍ଡ ଏପରି ଏକ ସିଂହ, ଯାହାକୁ ନିୟନ୍ତ୍ରଣରେ ରଖିଲେ ଭଲ । ଯଦି ଏହା ନିୟନ୍ତ୍ରଣ ବାହାରକୁ ଯାଏ ତେବେ ବଡ ସମସ୍ୟା ହୋଇଯାଏ । ଯଦି କ୍ରେଡିଟ୍ କାର୍ଡ ବିଲ୍ ଠିକ୍ ସମୟରେ ପ୍ରଦାନ କରାନଯାଏ ତେବେ…

Online Payment ଫେଲ୍ ହେଲେ ବ୍ୟସ୍ତ ନ ହୋଇ ତୁରନ୍ତ କରନ୍ତୁ ଏହି କାମ, ଦୂର ହେବ ସମସ୍ୟା

ମୁମ୍ୱାଇ: ନ୍ୟାସନାଲ ଅଟୋମେଟେଡ୍ କ୍ଲିୟରିଂ ହାଉସ୍ (ଏନଏସିଏଚ୍) ହେଉଛି ଏକ ଇଲେକ୍ଟ୍ରୋନିକ୍ ସିଷ୍ଟମ, ଯାହା ସାହାଯ୍ୟରେ ବ୍ୟାଙ୍କ ନଯାଇ ଯେକୌଣସି ପ୍ରକାରର ଦେୟ ପ୍ରଦାନ କରାଯାଏ। ଏହା ଜରିଆରେ ବିଦ୍ୟୁତ ବିଲ୍ ଠାରୁ…

ଲାଗୁ ହେଲା ନୂଆ ନିୟମ… ସାଇବର କ୍ରାଇମ୍ ରୋକିବ କଲର ଟ୍ୟୁନ୍, ନିର୍ଦ୍ଦେଶ ଜାରି କଲା ଟେଲିକମ୍ୟୁନିକେସନ ବିଭାଗ

ନୂଆଦିଲ୍ଲୀ: ସାଇବର କ୍ରାଇମକୁ ରୋକିବା ପାଇଁ ଲଗାତର ଭାବେ ସରକାରଙ୍କ ପକ୍ଷରୁ ପ୍ରୟାସ ଜରି ରହିଛି । ଏ ଦିଗରେ ବର୍ତ୍ତମାନ ଟେଲିକମ୍ ବିଭାଗ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି । ଜିଓ, ଏୟାରଟେଲ, ଭୋଡାଫୋନ୍ ଏବଂ…

ସବୁ ଭୁଲି ଏକାଠି ହେଲେ ପାକିସ୍ତାନ-ବାଂଲାଦେଶ, ଏଥର କିଏ ସମ୍ଭାଳିବ?

ନୂଆଦିଲ୍ଲୀ: ଇଜିପ୍ଟର କାଇରୋଠାରେ ଅନୁଷ୍ଠିତ ଡି-୮ ସମ୍ମିଳନୀରେ ବାଂଲାଦେଶର ମୁଖ୍ୟ ପରାମର୍ଶଦାତା ପ୍ରଫେସର ମହମ୍ମଦ ୟୁନୁସ୍ ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।…