Browsing Category

ବାଣିଜ୍ୟ

ନୂଆବର୍ଷରେ ବ୍ରହ୍ମପୁରବାସୀ ପାଇବେ ନୂଆ ସୁଆଦ: ଖୋଲିଲା ଗ୍ରୀନଚିଲିଜ୍ କାଫେ ଏଣ୍ଡ କେଟରିଂ

ବ୍ରହ୍ମପୁର: ରେଶମ ସହର ବ୍ରହ୍ମପୁରକୁ ସୁସ୍ୱାଦୁ ଏବଂ ଚଟପଟି ଖାଦ୍ୟ ପାଇଁ ସାରା ଓଡିଶା ଜାଣିଛି। ଏଠାରେ ସମସ୍ତ ବର୍ଗର ଲୋକଙ୍କ ପାଇଁ ଖୁବ କମ ଦାମରେ ଉପଲବ୍ଧ ରହିଛି। ସହରର ରୁକ୍ମଣି ସିନେମା ହଲ ରୋଡ ସ୍ଥିତ ବିଜୁ…

ଜାନୁଆରୀରେ କେତେଦିନ ବନ୍ଦ ରହିବ ବ୍ୟାଙ୍କ ? ଦେଖନ୍ତୁ ଲିଷ୍ଟ୍

ନୂଆଦିଲ୍ଲୀ: ନୂଆବର୍ଷ ୨୦୨୫ ଆରମ୍ଭ ହେବାକୁ ଯାଉଛି ଏବଂ ଆପଣ ଜାଣିବା ଉଚିତ୍ ଯେ ବ୍ୟାଙ୍କ ଛୁଟି ପ୍ରଥମ ମାସରେ ଅର୍ଥାତ୍ ଜାନୁଆରୀରେ କେଉଁ କେଉଁ ରହିବ । ଜାନୁଆରୀରେ ବ୍ୟାଙ୍କଗୁଡିକରେ ମୋଟ ୧୫ ଦିନ ଛୁଟି ରହିବ । ଏଥିରେ…

ବର୍ଷର ଶେଷ ଦିନରେ ଲଗାତାର ମହଙ୍ଗା ହେଉଛି ସୁନା, ଜାଣନ୍ତୁ ୧୦ ଗ୍ରାମ ପିଛା କେତେ ଅଛି ରେଟ୍

ନୂଆଦିଲ୍ଲୀ: ୨୮ ଡିସେମ୍ବର ୨୦୨୪ ଶନିବାର ଦିନ ସୁନା ମହଙ୍ଗା ହୋଇଛି । ୨୪ କ୍ୟାରେଟ୍ ଏବଂ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୩୦୦ ଟଙ୍କା ବୃଦ୍ଧି ପାଇଛି । ଦେଶର ଅଧିକାଂଶ ସହରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ପ୍ରାୟ ୭୮,୦୦୦…

କୋଟି କୋଟି ମୋବାଇଲ୍ ୟୁଜରଙ୍କ ପାଇଁ ବଡ ଖବର, ଏହି ଲୋକଙ୍କୁ ମିଳିବନି ସିମ୍ ! ସରକାର ପ୍ରସ୍ତୁତ କଲେ ଲିଷ୍ଟ୍

ନୂଆଦିଲ୍ଲୀ: ଦେଶର କୋଟି କୋଟି ମୋବାଇଲ୍ ବ୍ୟବହାରକାରୀଙ୍କୁ ସାଇବର ଠକେଇରୁ ମୁକ୍ତି ଯୋଗାଇବା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତି ଚଳାଇଛନ୍ତି । ସରକାର ସେହି ଲୋକମାନଙ୍କର ଲିଷ୍ଟ ପ୍ରସ୍ତୁତ କରିବାରେ ଲାଗିଛନ୍ତି,…

୨ଟି ଡାଟା ଭାଉଚର ବୈଧତାରେ ବଡ ପରିବର୍ତ୍ତନ କଲା Jio, ରିଚାର୍ଜ ପୂର୍ବରୁ କରନ୍ତୁ ଚେକ୍

ନୂଆଦିଲ୍ଲୀ : ରିଲାଏନ୍ସ ଜିଓ ଶସ୍ତା ଡାଟା ଭାଉଚର (19 ଏବଂ 29 ଟଙ୍କା) ବୈଧତାରେ ବଡ ପରିବର୍ତ୍ତନ କରିଛି । ଅଧିକାଂଶ ଜିଓ ଉପଭୋକ୍ତାମାନେ ସ୍ୱଳ୍ପ ସମୟ ପାଇଁ ଡାଟା ବ୍ୟବହାର କରିବାକୁ ଏହି ଭାଉଚର୍ ଉପରେ ନିର୍ଭର…

୧୫ ଲକ୍ଷ ଟଙ୍କା ଆୟ କରୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଆୟକର ହ୍ରାସ କରିବାକୁ କେନ୍ଦ୍ର କରୁଛି ବିଚାର : ରିପୋର୍ଟ

ନୂଆଦିଲ୍ଲୀ : ନୂଆବର୍ଷ ଆଣିପାରେ କରଦାତାଙ୍କ ପାଇଁ ଖୁସି ଖବର । ଏକ ସୂତ୍ରରୁ ଜଣାପଡିଛି ଯେ, ମଧ୍ୟବିତ୍ତ ଲୋକଙ୍କୁ ଆଶ୍ବସ୍ତି ଯୋଗାଇବା ପାଇଁ ଆଗାମୀ ବଜେଟରେ ବାର୍ଷିକ ୧୫ ଲକ୍ଷ ଟଙ୍କା ଆୟ କରୁଥିବା ବ୍ୟକ୍ତିବିଶେଷଙ୍କ…

ଶେଷ ହେଲା ସପ୍ତାହର ସେନ୍ସେକ୍ସ, ୨୭୦ ପଏଣ୍ଟ ବୃଦ୍ଧି, ଅଟୋ ଓ ଫାର୍ମା ସେୟାର କଲେ ସମର୍ଥନ

ମୁମ୍ୱାଇ: ଡିସେମ୍ବର ୨୭, ଶୁକ୍ରବାର ଦିନ ଷ୍ଟକ ବଜାର ସୁଦୃଢ଼ ଭାବେ ବନ୍ଦ ହେବା ସହ ସପ୍ତାହ ଶେଷ ହୋଇଥିଲା। ଏହି ଦିନଟି ବିଶେଷ ଥିଲା କାରଣ ନିଫ୍ଟିର ଜାନୁଆରୀ ସିରିଜ୍ ଶକ୍ତିଶାଳୀ ଆରମ୍ଭ ହୋଇଥିଲା। ଦିନସାରା ବଜାରରେ…

RBIର ବଡ ନିଷ୍ପତ୍ତି: PPI ପାଇଁ ଥାର୍ଡ ପାର୍ଟୀ UPI ଆକସେସ୍ କୁ ଦେଲା ମଞ୍ଜୁରୀ, ପେମେଣ୍ଟ ସିଷ୍ଟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଶୁକ୍ରବାର ଦିନ ପ୍ରିପେଡ୍ ପେମେଣ୍ଟ ଇନଷ୍ଟ୍ରୁମେଣ୍ଟ୍ (ପିପିଇ) ପାଇଁ ଥାର୍ଡ ପାର୍ଟୀ ୟୁପିଆଇ ଆକସେସ୍ କୁ ଅନୁମତି ଦେଇଛି । ବର୍ତ୍ତମାନ ପିପିଆଇ ହୋଲ୍ଡର ଥାର୍ଡ…

ଠିକ୍ ସମୟରେ ବିଦ୍ୟୁତ ବିଲ୍ ପୈଠ କଲେ ମିଳୁଛି ଆକର୍ଷଣୀୟ ପୁରସ୍କାର, ଖୋର୍ଦ୍ଧା ଓ ବାଲୁଗାଁ ଅଞ୍ଚଳର ୪୨ ଜଣ ଉପଭୋକ୍ତା ଲାଭବାନ

ଭୁବନେଶ୍ୱର: ଟିପିସିଓଡିଏଲ ପକ୍ଷରୁ “ବିଲ୍ ପେ ଆଣ୍ଡ୍ ୱିନ୍ ସ୍କିମ୍‌” ମାଧ୍ୟମରେ ଠିକ୍ ସମୟରେ ଦେୟ ଦେଉଥିବା ଖୋର୍ଦ୍ଧା ଓ ବାଲୁଗାଁ ଅଞ୍ଚଳର ୪୨ ଜଣ ଉପଭୋକ୍ତାଙ୍କୁ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରାଯାଇଛି। ଏହି…

ସାହାରା ଇଣ୍ଡିଆ ରିଫଣ୍ଡ ଷ୍ଟାଟସ୍: ଏପର୍ଯ୍ୟନ୍ତ କେତେଜଣ ପାଇଛନ୍ତି ଟଙ୍କା , ସମସ୍ତେ କେବେ ପାଇବେ?

ନୂଆଦିଲ୍ଲୀ : ସାହାରା ଇଣ୍ଡିଆରେ ନିଜ କଷ୍ଟ ଉପାର୍ଜିତ ଟଙ୍କା ନିବେଶ କରିଥିବା କୋଟି କୋଟି ଜମାକାରୀ ସେମାନଙ୍କ ଟଙ୍କା ଫେରସ୍ତକୁ ଅପେକ୍ଷା କରିଛନ୍ତି । ୧୮ ଜୁଲାଇ ୨୦୨୩ ରେ ସିଆରସିଏସ- ସାହାରା ଫେରସ୍ତ ପୋର୍ଟାଲ…