fbpx
Browsing Category

ବାଣିଜ୍ୟ

ଇତ୍ସାଏଲ ଓ ହମାସ୍ ମଧ୍ୟରେ ଯୁଦ୍ଧ ଯୋଗୁଁ ସୁନା ଦରରେ ପରିବର୍ତ୍ତନ : ଜାଣନ୍ତୁ କେତେ ରହିଛି ଆଜିର ଦର

ଭୁବନେଶ୍ୱର : ଇତ୍ସାଏଲ ଓ ହମାସ୍ ମଧ୍ୟରେ ଯୁଦ୍ଧ ଯୋଗୁଁ ସୁନାରରେ ନିଆଁ ଲାଗିଛି । ପାର୍ବଣ ଋତୁରେ ଗ୍ରାହକ ସୁନା କିଣିବାକୁ ଇଚ୍ଛୁକ ଥିବା ବେଳେ ଏବେ ସେମାନଙ୍କ ମନରେ ଚିନ୍ତାର ଝଡ ସୃଷ୍ଟି ହୋଇଛି । ଆଗକୁ ଧନତେରସ…

Jioର ଆକର୍ଷଣୀୟ ପ୍ଲାନ: ଏକ ବର୍ଷ ଯାଏଁ ପ୍ରତିଦିନ ମିଳିବ ଏକ୍ସଟ୍ରା 2GB ହାଇ ସ୍ପିଡ ଡାଟା

ନୂଆଦିଲ୍ଲୀ: ଟେଲିକମ୍ କ୍ଷେତ୍ରରେ ରିଲାଏନ୍ସ ଜିଓ ପ୍ରାଧାନ୍ୟ ବିସ୍ତାର କରିଚାଲିଛି। ଦେଶରେ ଜିଓର ସର୍ବାଧିକ ଉପଭୋକ୍ତା ଅଛନ୍ତି। ଏହାର ଏକ ବଡ କାରଣ ହେଉଛି କମ୍ପାନୀ ସର୍ବଦା ଉପଭୋକ୍ତାମାନଙ୍କୁ ଶସ୍ତା ମୂଲ୍ୟରେ ଅନେକ…

ଫ୍ଲିପକାର୍ଟର ସୁପର କଏନ୍ସରେ ମିଳୁଛି ଅନେକ ଫାଇଦା : ଏଭଳି ପାଇ ପାରିବେ ଲାଭ

ଫ୍ଲିପକାର୍ଟରେ ବର୍ତ୍ତମାନ Big Billion Daysରେ ସେଲ ଚାଲିଛି । ଆପଣ ଏହି ସେଲରେ ଅଧିକ ଡିସକାଉଣ୍ଟ ସହିତ ଅନେକ କିଛି ଜିନିଷ କିଣି ପାରିବେ । ଏଥିରେ ସ୍ମାର୍ଟଫୋନ, ଲାପଟପ୍‌, ଟାବଲେଟ୍‌ ସମେତ ଅନେକ ପ୍ରଡକ୍ଟ ଉପରେ ଭଲ…

ଆମାଜନରେ ମିଳିବ କୋରାପୁଟ ହଳଦୀ ସାବୁନ: ବିଶ୍ୱରେ ବଢ଼ିବ ଓଡ଼ିଶାର ସୁନାମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାର ମିଲେଟକୁ ବିଶ୍ୱ ସ୍ତରରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଥିବା ବେଳେ ଏହା ମଧ୍ୟରେ ପୁଣି ଏକ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ପୂର୍ବରୁ କୋରାପୁଟ କଫି,…

ଇସ୍ରାଏଲରେ ଟେସଲାର ସମସ୍ତ ସୁପରଚାର୍ଜର ହେଲା ଫ୍ରି, ଘୋଷଣା କଲେ ଏଲନ ମସ୍କ

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହାମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଉଭୟ ପକ୍ଷରୁ ଏହି ଯୁଦ୍ଧରେ ଏପର୍ଯ୍ୟନ୍ତ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି। ଏହି ଯୁଦ୍ଧ ଅକ୍ଟୋବର ୭ରେ ଆରମ୍ଭ…

ଅବିଶ୍ୱସନୀୟ ଟ୍ୟାଲେଣ୍ଟ! ୧୬ ବର୍ଷର ଝିଅ ୧୦୦ କୋଟି ମୂଲ୍ୟ ବିଶିଷ୍ଟ କମ୍ପାନୀର ମାଲିକାଣୀ

ନୂଆଦିଲ୍ଲୀ: ଜୀବନରେ ବିଭିନ୍ନ କ୍ଷେତ୍ରରେ ସଫଳତାର ଶୀର୍ଷରେ ପହଞ୍ଚିବାକୁ ବର୍ଷ ବର୍ଷ ସମୟ ଲାଗିଯାଇଥାଏ । ଏଥିପାଇଁ ଅଧିକାଂଶ ଲୋକଙ୍କୁ ଅସୀମ ଧୈର୍ଯ୍ୟ ସ୍ୱୀକାର କରିବାକୁ ପଡ଼ିଥାଏ । ତେବେ ଅନେକ ସମୟରେ ଅଳ୍ପ ବୟସରୁ…

ମହିଳାମାନେ ନିବେଶ କରିବା ପାଇଁ କେଉଁ ଯୋଜନା ସର୍ବୋତ୍ତମ? ଜାଣନ୍ତୁ ମହିଳା ସେଭିଙ୍ଗ ସ୍କିମ ନା ଏଫଡିରେ ଅଧିକ ଲାଭ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ମହିଳାମାନଙ୍କ ପାଇଁ ମହିଳା ସାମମାନ ସଞ୍ଚୟ ପ୍ରମାଣପତ୍ର ନାମକ ଏକ ନୂତନ ଯୋଜନା ପ୍ରଣୟନ କରିଛନ୍ତି । ଏହା ଏକ ଉଚ୍ଚ ରିଟର୍ନ ପ୍ରଦାନ ଯୋଜନା ଅଟେ । ଅନ୍ୟପକ୍ଷରେ ବ୍ୟାଙ୍କଗୁଡିକ ଏଫଡି…

Jio AirFiberରେ ମିଳିବ 1Gbps ର ସ୍ପିଡ, କନେକସନ ନେବା ପାଇଁ ଡାଏଲ କରିବାକୁ ହେବ ଏହି ନମ୍ବର

ନୂଆଦିଲ୍ଲୀ : ଟେଲିକମ କମ୍ପାନୀ ରିଲିଆନ୍ସ ଜିଓ ୧୯ ସେପ୍ଟେମ୍ବରରେ ଲଞ୍ଚ କରିଥିଲା । ଯଦି ଆପଣ ଦିଲ୍ଲୀ, ବାଙ୍ଗାଲୋର, କୋଲକାତା,ଅହମଦାବାଦ , ମୁମ୍ବାଇ,ଚେନାଇ, ହାଇଦ୍ରାବାଦ, କିମ୍ବା ପୁନେରେ ରୁହନ୍ତି ତେବେ ଆପଣ ଜିଓ…

ମୋଦୀ କ୍ୟାବିନେଟ ମଞ୍ଜୁରୀ: ଲିଥିୟମ୍ ସମେତ ୩ଟି ଦୁର୍ଲ୍ଲଭ ଉପାଦାନ ପାଇଁ ରୟାଲଟି ସ୍ଥିର କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏହି ଅବସରରେ ତିନୋଟି ମହତ୍ତ୍ୱପୂର୍ଣ୍ଣ ରଣନୀତିକ ଖଣିଜ ଉପାଦାନ ପାଇଁ…

LIC କୁ ବଡ ଝଟକା : ସରକାରୀ ବିଭାଗ ଲଗାଇଲେ ଜୋରିମାନା, ଜଣାନ୍ତୁ କ’ଣ ରହିଛି ଏହାର କାରଣ

ନୂଆଦିଲ୍ଲୀ : ଭାରତୀୟ ଜୀବନ ବୀମା ନିଗମ (LIC) ମାଧ୍ୟମରେ ଲୋକଙ୍କୁ ବୀମା ପ୍ରଦାନ କରାଯାଇଥାଏ । ଏଲଆଇସି ମାଧ୍ୟମରେ ଜୀବନ ଏବଂ ସ୍ୱାସ୍ଥ୍ୟ ବୀମା ପ୍ରଦାନ କରାଯାଇଥାଏ । ଏଥି ସହିତ, ଏଲଆଇସି ଦେଶର ଏକ ବଡ କମ୍ପାନୀ…