Browsing Category
ବାଣିଜ୍ୟ
ଗୁଗୁଲକୁ ବଡ ଝଟକା! ଆମେରିକାରେ ମକଦ୍ଦମା ହାରିଗଲା ଟେକ୍ କମ୍ପାନୀ, କୋଟି କୋଟି ଲୋକଙ୍କ ଉପରେ ପଡ଼ିବ ପ୍ରଭାବ
ନୂଆଦିଲ୍ଲୀ: ଗୁଗୁଲ୍ ଏପରି ଏକ ଝଟକା ଦେଇଛି ଯାହାର ମୁଖ୍ୟ ପ୍ରଭାବ କେବଳ ଏହି ଟେକ୍ନୋଲୋଜି କମ୍ପାନୀ ଉପରେ ନୁହେଁ ବରଂ କୋଟି କୋଟି ଲୋକଙ୍କ ଉପରେ ମଧ୍ୟ ପଡ଼ିବ । ଆମେରିକାରେ ଚାଲିଥିବା ଆଣ୍ଟିଟ୍ରଷ୍ଟ ମାମଲାରେ ବିଶ୍ୱର…
ଇଣ୍ଡିଗୋରେ ଆରମ୍ଭ ହେଲା ବିଜନେସ କ୍ଲାସ, ୧୨ ରୁଟରେ ମିଳିବ ସର୍ଭିସ, ଓବେରୋଇ ହୋଲେରୁ ଆସିବ ଖାଇବା
ନୂଆଦିଲ୍ଲୀ: ଦେଶରେ ନମ୍ବର ୱାନ ଏୟାରଲାଇନ ଇଣ୍ଡିଗୋକୁ ଭାରତରେ ୧୮ ବର୍ଷ ପୁରା ହେବାକୁ ଯାଉଛି । ଏହି ସୁଯୋଗରେ ଇଣ୍ଡିଗୋ ୧୨ ରୁଟରେ ବିଜନେସ କ୍ଲାସ ସର୍ଭିସେଜ ଇଣ୍ଡିଗୋ ଷ୍ଟ୍ରେଚ ଆରମ୍ଭ ହେବାର ନିଷ୍ପତ୍ତି ନେଇଛି ।…
ବହୁ ପ୍ରତିକ୍ଷାର ଘଟିଲା ଅନ୍ତ: ବିଏସଏନଏଲ ଦେଲା ସାରା ଭାରତକୁ ୫ଜି ସେବା , C-DOTରେ ହେଲା ପ୍ରଥମ ପରୀକ୍ଷଣ
ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଏସଏନଏଲ ୫ଜିର ପରୀକ୍ଷଣ କରିଛନ୍ତି ଏବଂ କମ୍ପାନୀ ଏଥିରେ ସଫଳତା ପାଇଛି । ସାରା ଭାରତରେ ବିଏସଏନଏଲ ୫ଜିକୁ ସମସ୍ତେ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।…
କଟିଯାଇଛି କି ଚାଲାଣ ଏବଂ ଦେବାକୁ ଚାହୁଁନାହାନ୍ତି ଗୋଟିଏ ବି ଟଙ୍କା, ଏଠାରେ ଜାଣନ୍ତୁ ସମାଧାନର ଉପାୟ
ନୂଆଦିଲ୍ଲୀ: ଭାରତରେ ଦୈନନ୍ଦିନ ଲୋକେ ଟ୍ରାଫିକ ଚାଲାଣ କଟିବା ସମସ୍ୟା ଦେଇ ଗତି କରୁଛନ୍ତି । ବେଳେବେଳେ ଆମ ଅଜାଣତରେ ବି ଚାଲାଣ କଟିଯାଇଥାଏ । କଣ ଆପଣଙ୍କ ସହ ଏହା ଘଟିଛି କି, ବିନା ଦୋଷରେ ଟ୍ରାଫିକ ପୋଲିସ ଆପଣଙ୍କ…
ରୋଜ ଭ୍ୟାଲି ଚିଟ୍ ଫଣ୍ଡ ସ୍କାମର ଟଙ୍କା ଫେରାଉଛନ୍ତି ସରକାର: ସାହାରା ଜମାକାରୀଙ୍କ ବଢ଼ିଲା ଆଶା, ମିଳିବ ୮୦,୦୦୦ କୋଟି
ନୂଆଦିଲ୍ଲୀ : ସରକାରୀ ଅନୁସନ୍ଧାନକାରୀ ସଂସ୍ଥା ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ରୋଜ ଭ୍ୟାଲି ଚିଟ୍ ଫଣ୍ଡ ସ୍କାମର ଜମାକାରୀଙ୍କୁ ୧୨ କୋଟି ଟଙ୍କା ଫେରସ୍ତ କରିବାକୁ ପ୍ରସ୍ତୁତ ହେଉଛି । ଏଭଳି ପରିସ୍ଥିତିରେ…
ଆଜି ପୁଣି କମିଲା ସୁନା ଦର, ଜାଣନ୍ତୁ ୧୦ ଗ୍ରାମ ପିଛା କେତେ ଅଛି ରେଟ୍
ଶ୍ରାବଣ ମାସ ତୃତୀୟ ସୋମବାର ଅର୍ଥାତ୍ ଅଗଷ୍ଟ ୫ ତାରିଖରେ ସୁନା ମୂଲ୍ୟ ହ୍ରାସ ପାଇଛି । ସୋମବାର ଦିନ ଦେଶର ସମସ୍ତ ସହରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୭୦ ରୁ ୭୧ ହଜାର ମଧ୍ୟରେ ରହିଥିବା ବେଳେ କିଲୋଗ୍ରାମ ୮୫,୪୦୦ ଟଙ୍କା…
US Recession: ବିପଦରେ ରହିଛି ବିଶ୍ୱର ବୃହତ ଅର୍ଥବ୍ୟବସ୍ଥା, ଆମେରିକାରେ ମାନ୍ଦାବସ୍ଥା, ଗୋଲଡମ୍ୟାନ ସୈଶ ବଢାଇଲା ବିପଦ
ଓଡିଶା ଭାସ୍କର: ବୈଶ୍ୱିକ ଆର୍ଥିକ ଅବସ୍ଥା ପୁଣିଥରେ ଆହ୍ୱାନକୁ ସାମ୍ନା କରୁଛି । ବିଶ୍ୱର ସବୁଠୁ ବଡ ଅର୍ଥ ବ୍ୟବସ୍ଥା ଆମେରିକାରେ ଆର୍ଥିକ ମାନ୍ଦାବସ୍ଥା ଦେଖିବାରେ ଲାଗିଲାଣି । ଅନେକ ବିଶ୍ଲେଷଣ ସାଙ୍ଗକୁ ଗୋଲଡମ୍ୟାନ…
ଗୌତମ ଆଦାନୀଙ୍କ ଅବସର ପରେ କିଏ ସମ୍ଭାଳିବ କୋଟି କୋଟି ଟଙ୍କାର ସାମ୍ରାଜ୍ୟ ? ତାଲିକାରେ ଏହି ୪ ଜଣଙ୍କ ନାଁକୁ ନେଇ ଚର୍ଚ୍ଚା
ନୂଆଦିଲ୍ଲୀ: ଆଦାନୀ ଗ୍ରୁପ୍ ଅଫ୍ କମ୍ପାନୀର ଚେୟାରମ୍ୟାନ ଗୌତମ ଆଦାନୀ ନିଜ ଅବସର ପାଇଁ ଯୋଜନା ପ୍ରସ୍ତୁତ କରିସାରିଛନ୍ତି । ଆସନ୍ତା କିଛି ବର୍ଷରେ ସେ କମ୍ପାନୀ ଦାୟିତ୍ୱ ପରବର୍ତ୍ତୀ ପିଢ଼ିକୁ ହସ୍ତାନ୍ତର କରି ଅବସର…
ଆଶ୍ଚର୍ଯ୍ୟ! ବିନା ଚାର୍ଜରରେ ହେବ ଫୋନ୍ ଚାର୍ଜ, ବୈଜ୍ଞାନିକ ତିଆରି କରିଲେ ଏଭଳି ଡିଭାଇସ, ଜାଣନ୍ତୁ ଡିଟେଲ୍ସ
ନୂଆଦିଲ୍ଲୀ: ବର୍ତ୍ତମାନ ସ୍ମାର୍ଟଫୋନ୍ ଦୈନନ୍ଦିନ ଜୀବନର ଏକ ଅଂଶବିଶେଷ ପାଲଟିଯାଇଛି । ସାଧାରଣତଃ ଫୋନ୍ ଚାର୍ଜ କରିବା ପାଇଁ ବ୍ୟକ୍ତି ଚାର୍ଜର ବ୍ୟବହାର କରିଥାଏ । କିନ୍ତୁ ଆଗାମୀ କିଛି ବର୍ଷରେ ଫୋନ୍ ଚାର୍ଜ କରିବା…
Market in Numbers: ବୈଶ୍ୱିକ ସେୟାର ବଜାରରେ ହ୍ରାସ କାରଣରୁ ସେନସେକ୍ସ ଓ ନିଫଟିରେ ହେଲା ୧୦ ଲକ୍ଷର କ୍ଷତି
ଓଡିଶା ଭାସ୍କର: ଆମେରିକା ଅର୍ଥବାବସ୍ଥାରେ ମାନ୍ଦାବସ୍ଥା କାରଣରୁ ବୈଶ୍ୱିକ ବଜାରରେ ମଧ୍ୟ ସେନସେକ୍ସ (SENSEX) ଓ ନିଫଟି (NIFTY) ରେ କ୍ଷତି ଦେଖିବାକୁ ମିଳିଛି । ଫଳରେ ନିବେଶକଙ୍କ ସମ୍ପତ୍ତି ୧୦.୨୪ ଲକ୍ଷ କୋଟିରୁ…