Browsing Category
ବାଣିଜ୍ୟ
ନିର୍ବାଚନୀ ଫଳାଫଳ ପରେ ଶେୟାର ବଜାରର ବଲେ ବଲେ…୮୦ ହଜାର ପାର୍ କଲା ସେନସେକ୍ସ
ନୂଆଦିଲ୍ଲୀ: ନିର୍ବାଚନୀ ଫଳାଫଳ ଘୋଷଣା ହେବା ପରେ ଆଜି(ନଭେମ୍ବର ୨୫) ଭାରତୀୟ ଶେୟାର ବଜାରରେ ଶାନଦାର ପ୍ରାରମ୍ଭ ଦେଖିବାକୁ ମିଳିଥିଲା । ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମହାୟୁତିକୁ ଦମଦାର ବିଜୟ ମିଳିଛି ।…
ଗ୍ରାହକଙ୍କୁ ଆଶ୍ବସ୍ତି ! ଆଜି କମିଲା ସୁନା ଦର, ଜାଣନ୍ତୁ କେତେ ଅଛି ରେଟ୍
ନୂଆଦିଲ୍ଲୀ : ସୁନା ଓ ରୂପାରେ ଆଜି ହ୍ରାସ ଦେଖିବାକୁ ମିଳିଛି | ଗତ ଏକ ସପ୍ତାହରେ, ସୁନା ଓ ରୂପା ମୂଲ୍ୟରେ କ୍ରମାଗତ ବୃଦ୍ଧି ରେକର୍ଡ କରାଯାଇଥିଲା | ଏହା ପରେ ଆଜି ପ୍ରାୟ 1000 ଟଙ୍କା ହ୍ରାସ ରେକର୍ଡ କରାଯାଇଛି।…
ଏସବିଆଇ ଅମୃତ କଳସ ସ୍କିମର ବଢିଲା ଅବଧି, ପବଲିକ ଡିମାଣ୍ଡକୁ ଦେଖି ୬ଷ୍ଠ ଥର ପାଇଁ ଡେଡଲାଇନରେ ପରିବର୍ତ୍ତନ
ଓଡିଶା ଭାସ୍କର- ଦେଶର ସର୍ବ ବୃହତ ବ୍ୟାଙ୍କ ଏସବିଆଇ ଆଣିଛି ଫିକ୍ସ ଡିପୋଜିଟରେ ଦମଦାର ପ୍ଲାନ । ମାତ୍ର ୪୦୦ ଦିନର ଏଫଡିରେ ନିବେଶ ପରେ ମିଳୁଛି ଗ୍ୟାରେଣ୍ଟିଡ ଇନକମ । ଯଦି ଆପଣ ନିକଟ ଭବିଷ୍ୟତରେ ସର୍ଟ ଟର୍ମ ଇନଭେଷ୍ଟ…
ବୀମା କ୍ଷେତ୍ରରେ ଏଣ୍ଟ୍ରି ମାରିଲା ଏହି ସରକାରୀ ବ୍ୟାଙ୍କ, RBI ଦେଲା ମଞ୍ଜୁରୀ
ନୂଆଦିଲ୍ଲୀ: ଯଦି ଆପଣ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ (ସିବିଆଇ) ର ଗ୍ରାହକ ତେବେ ଏହି ଖବର ଆପଣଙ୍କ ପାଇଁ ରହିଛି । ଜେନେରାଲୀ ଗ୍ରୁପ୍ ସହିତ ମିଳିତ ଉଦ୍ୟମରେ ବୀମା ବ୍ୟବସାୟରେ ପ୍ରବେଶ କରିବା ପାଇଁ ସେଣ୍ଟ୍ରାଲ୍…
ଗୌତମ ଆଦାନୀ ଏବଂ ଭଣଜା ସାଗରଙ୍କୁ ଆମେରିକୀୟ SECର ସମନ ଜାରି, ୨୧ ଦିନ ଭିତରେ ଜବାବ ରଖିବାକୁ ନିର୍ଦ୍ଦେଶ
ନୂଆଦିଲ୍ଲୀ: ଆଦାନୀ ଗ୍ରୁପର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ୍ ଗୌତମ ଆଦାନୀ ଏବଂ ତାଙ୍କ ଭଣଜାଙ୍କ ଉପରେ ଲାଞ୍ଚ ମାମଲାକୁ ନେଇ ସମନ ଜାରି କରାଯାଇଛି । ଆଦାନୀ ଏବଂ ତାଙ୍କ ଭଣଜାଙ୍କ ଉପରେ ଅନୁକୂଳ ସୌର ଶକ୍ତି ଚୁକ୍ତି…
Retirement Planning Tips: ଅବସର ପରେ ୧ କୋଟି ଦରକାର କି? ଏବେଠାରୁ ହିଁ ଆରମ୍ଭ କରିଦିଅନ୍ତୁ ଏହି କାମ
ନୂଆଦିଲ୍ଲୀ: ବଡ଼ ଲକ୍ଷ୍ୟ ପାଇଁ ଛୋଟ ଛୋଟ ପଦକ୍ଷେପ ନେବାକୁ ପଡିଥାଏ । ଯଦି ଆପଣ ଭାବୁଛନ୍ତି ଯେ, ଏହି ପଦକ୍ଷେପରେ ପାହାଡରେ ଚଢିଯିବେ ତେବେ ଏହା ଅସମ୍ଭବ । ଏପରି କିଛି ନିବେଶ ସହ ଅଛି । ଯଦି ଆପଣ ଚାହୁଁଛନ୍ତି ଯେ, ଅବସର…
8th Pay Commission: କେନ୍ଦ୍ର କର୍ମଚାରୀଙ୍କ ପାଇଁ ଆସିବ ଖୁସି ଖବର, 186% ବଢିବ ଦରମା!
ନୂଆଦିଲ୍ଲୀ: ଅଷ୍ଟମ ବେତନ ଆୟୋଗ ବିଷୟରେ ବଜାରରେ ଆଲୋଚନା ଅତ୍ୟନ୍ତ ତୀବ୍ର ହୋଇଛି । ଏ ସମ୍ପର୍କରେ ସରକାର କୌଣସି ଘୋଷଣା କରିନାହାଁନ୍ତି । ରିପୋର୍ଟ ଅନୁଯାୟୀ, ଯଦି ଅଷ୍ଟମ ବେତନ ଆୟୋଗ କାର୍ଯ୍ୟକାରୀ ହୁଏ, ତେବେ…
8th Pay Commission: ସରକାରୀ କର୍ମଚାରୀଙ୍କ ସର୍ବନିମ୍ନ ବେତନ ହେବ ୫୧,୪୮୦ ଟଙ୍କା, ନୂଆବର୍ଷ ବଡ଼ ଉପହାର ଦେବେ କେନ୍ଦ୍ର ସରକାର!
ନୂଆଦିଲ୍ଲୀ: ନୂଆ ବର୍ଷରେ କେନ୍ଦ୍ର ସରକାର ସରକାରୀ କର୍ମଚାରୀଙ୍କୁ ଏକ ବଡ଼ ଉପହାର ଦେବେ । ବର୍ତ୍ତମାନ ସରକାରୀ କର୍ମଚାରୀଙ୍କୁ ସପ୍ତମ ବେତନ କମିଶନ ଅନୁସାରେ ବେସିକ ସାଲାରୀ ୧୮,୦୦୦ ଟଙ୍କା ମିଳୁଛି । ଏହା ପୂର୍ବରୁ…
ଫ୍ଲିପକାର୍ଟର ବ୍ଲାକ୍ ଫ୍ରାଇଡେ ସେଲ୍; ଇଲେକ୍ଟ୍ରୋନିକ୍ସ ଏବଂ ସ୍ମାର୍ଟ ଗେଜେଟରେ ପାଆନ୍ତୁ ୮୦% ପର୍ଯ୍ୟନ୍ତ ରିଆତି
ନୂଆଦିଲ୍ଲୀ: ବିଶିଷ୍ଟ ଇ- କମର୍ସ ପ୍ଲାଟଫର୍ମ ଫ୍ଲିପକାର୍ଟ । ପ୍ରାୟ ଅନଲାଇନରେ ବ୍ରାଣ୍ଡେଡ୍ ଜିନିଷ କମ୍ ମୂଲ୍ୟରେ ମିଳୁଥିବାରୁ ଗ୍ରାହକଙ୍କ ମଧ୍ୟରେ ଏହା ବେଶ ଆଦୃତ ଲାଭ କରିଛି । ବର୍ତ୍ତମାନ ଗ୍ରାହକଙ୍କୁ ଖୁସି କରିବ…
କ୍ରମାଗତ ଭାବେ ଖସୁଛି ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର, ପୁଣି ହ୍ରାସ ହେଲା ୧୮ ବିଲିୟନ ଡଲାର
ମୁମ୍ୱାଇ: ନଭେମ୍ବର ୧୫ରେ ଶେଷ ହୋଇଥିବା ସପ୍ତାହରେ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ୧୭.୭୬ ବିଲିୟନ ଡଲାର ହ୍ରାସ ପାଇ ୬୫୭.୮୯ ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିଛି। ରିଜର୍ଭ ବ୍ୟାଙ୍କର ସଦ୍ୟତମ ତଥ୍ୟ ଅନୁଯାୟୀ, ଗତ…