CHARIDHAM
Browsing Category

ବାଣିଜ୍ୟ

ଡବଲ୍ ଧମାକା: ସରକାରୀ କର୍ମଚାରୀଙ୍କ ପାଇଁ ନର୍ସିଂ ଭତ୍ତା ଓ ଡ୍ରେସ୍ ଭତ୍ତା ବୃଦ୍ଧି ଘୋଷଣା କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ନିକଟରେ କେନ୍ଦ୍ର ସରକାର କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି କରିଥିଲେ । ସରକାରୀ କର୍ମଚାରୀଙ୍କ ଡିଏ ୩ ପ୍ରତିଶତ ବୃଦ୍ଧି ହେବା ଫଳରେ ମୋଟ ଡିଏ ୫୩ ପ୍ରତିଶତରେ ପହଞ୍ଚି ଯାଇଛି । ତେବେ ଏହା…

ଡିସେମ୍ବର ୧୪ରେ ସରିଯିବ ଆଧାର କାର୍ଡ ମାଗଣା ଅପଡେଟ୍ ସମୟସୀମା: ଜରୁରୀ କାମ ଏବେ ନ ସାରିଲେ ପରେ ସମସ୍ୟାରେ ପଡ଼ିବେ

ନୂଆଦିଲ୍ଲୀ: ଭାରତୀୟ ସ୍ୱତନ୍ତ୍ର ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ) ତରଫରୁ ମାଗଣାରେ ଆଧାର କାର୍ଡ ଅପଡେଟ୍ କାର୍ଯ୍ୟ ଜାରି ରହିଛି । ଆଧାର କାର୍ଯ୍ୟ ବିଭିନ୍ନ କାର୍ଯ୍ୟ ପାଇଁ ଏକ ଜରୁରୀ ଡକ୍ୟୁମେଣ୍ଟ ହୋଇଥିବାରୁ ଏହାକୁ…

Budget 2025: ଟିକସଦାତାଙ୍କୁ ମିଳିପାରେ ଆଶ୍ବସ୍ତି, ବଢିବ ଆୟକର ଛାଡ ସୀମା!

ନୂଆଦିଲ୍ଲୀ: ଟିକସଦାତାଙ୍କୁ ମିଳିପାରେ ଆଶ୍ବସ୍ତି । ବଢିପାରେ ଆୟକର ଛାଡ ସୀମା । ଆସନ୍ତା ବର୍ଷ ଫେବୃାଆରୀ 1 ତାରିଖରେ ଉପସ୍ଥାପନ ହେବାକୁ ଥିବା ବଜେଟରେ କମ୍ ଆୟ ବର୍ଗର ଟିକସଦାତାଙ୍କୁ ବଡ ଆଶ୍ବସ୍ତି ମିଳିବାର…

କଲମ୍ବୋ ବନ୍ଦର ପ୍ରକଳ୍ପ ପାଇଁ ଆମେରିକୀୟ ପାଣ୍ଠିକୁ ପ୍ରତ୍ୟାହାର କରିଛି ଆଦାନୀ ପୋର୍ଟ

ନୂଆଦିଲ୍ଲୀ: ଭାରତର ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀଙ୍କ କମ୍ପାନୀ ‘ଆଦାନୀ ପୋର୍ଟସ ଆଣ୍ଡ୍ SEZ ଲିମିଟେଡ୍‌’ ମଙ୍ଗଳବାର ଏକ ବିବୃତ୍ତିରେ କହିଛି କି ସେ ଶ୍ରୀଲଙ୍କାରେ କଲମ୍ବୋ ୱେଷ୍ଟ ଇଣ୍ଟରନ୍ୟାସନାଲ ଟର୍ମିନାଲ…

୧ ତାରିଖରୁ ବୁକିଂ- ଫେବୃଆରୀରୁ ଡେଲିଭରି, ହୋଣ୍ଡା ଦେଉଛି ୩ ବର୍ଷର ୱାରେଣ୍ଟି ସାଙ୍ଗକୁ ମାଗଣା ସର୍ଭିସିଂ

ବେଙ୍ଗାଲୁରୁ: ହୋଣ୍ଡା ମୋଟର ସାଇକେଲ ଏବଂ ସ୍କୁଟର ଇଣ୍ଡିଆ (ଏଚଏମଏସଆଇ) ଇଲେକ୍ଟ୍ରିକ୍ ଯାନ ମାର୍କେଟରେ ପ୍ରବେଶ କରିଛି । ନିକଟରେ କମ୍ପାନୀ ପକ୍ଷରୁ ୨ଟି ଇଲେକ୍ଟ୍ରିକ୍ ସ୍କୁଟର ଲଞ୍ଚ କରାଯାଇଛି । ଆକ୍ଟିଭା ଇ: ଏବଂ…

୭ ଟଙ୍କା ଖର୍ଚ୍ଚ କଲେ ଆକ୍ଟିଭ୍ ରହିବ ସିମ୍! Jioର ଶାନଦାର ଅଫର୍ ଦେଖି ତାଜୁବ୍ ହୋଇଗଲେ ସବୁ ଗ୍ରାହକ

ନୂଆଦିଲ୍ଲୀ: ଦିନକୁ ଦିନ ସୋସିଆଲ ମିଡ଼ିଆର ବ୍ୟବହାର ବହୁଳ ଭାବେ ବଢ଼ି ଚାଲିଥିବା ବେଳେ ଟେଲିକମ୍ କମ୍ପାନୀମାନେ ମଧ୍ୟ ବଢ଼ିଆ ବଢ଼ିଆ ଅଫର୍ ଘୋଷଣା କରୁଛନ୍ତି । ତେବେ ଏ କ୍ଷେତ୍ରରେ ଦେଶର ସର୍ବବୃହତ ଟେଲିକମ୍ ସେବା…

Online Shopping: ୨୫୦ ଟ୍ରାଞ୍ଜାକ୍ସନ ପାଇଁ ଦେବାକୁ ହେବ ୟୁଜର ଚାର୍ଜ

ନୂଆଦିଲ୍ଲୀ- ଦେଶରେ ଇକର୍ମସ କମ୍ପନୀ ଆମାଜନ ଓ ଫ୍ଲିପକାର୍ଡର ବଢିଚାଲିଥିବା ଦବଦବାକୁ ଦେଖି ଭାରତ ସରକାର ଓପନ ନେଟୱାର୍କ ଡିଜିଟାଲ କମର୍ସ ବା ଓଏନଡିସି ନାମରେ ଏକ ନୂଆ ଯୋଜନା ଆରମ୍ଭ କରିଛି । ଏଥିରେ ବିକ୍ରିତା ନିଜ…

ଦୁବାଇ ବୁଲିବାର ପ୍ଲାନ୍ କରୁଥିଲେ ହୋଇପାରେ ସମସ୍ୟା: ବଦଳିଲା ନିୟମ, ବାତିଲ ହୋଇଗଲା ଭାରତୀୟଙ୍କ ପର୍ଯ୍ୟଟନ ଭିସା

ନୂଆଦିଲ୍ଲୀ: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ପର୍ଯ୍ୟଟକଙ୍କ ପାଇଁ ଭିସା ନିୟମରେ ବଡ଼ ପରିବର୍ତ୍ତନ କରିଛି । ଭିସା ନିୟମରେ ପରିବର୍ତ୍ତନ ହେତୁ ଭାରତୀୟ ପର୍ଯ୍ୟଟକମାନେ ଭିସା ଆବେଦନ କରିବାରେ ଅସୁବିଧାର ସମ୍ମୁଖୀନ…

ଆଦାନୀ ପରିବାରର ସାନ ବୋହୂ ହେବେ ଦିଭା ଜେମିନ୍ ଶାହ, ଜାଣନ୍ତୁ କେତେ ସମ୍ପତ୍ତିର ମାଲିକ ଜିତ୍ ଆଦାନୀ

ନୂଆଦିଲ୍ଲୀ: ଆଦାନୀ ଗ୍ରୁପ୍ ଅଫ୍ କମ୍ପାନୀର ଚେୟାରମ୍ୟାନ୍ ଗୌତମ ଆଦାନୀ । ବର୍ତ୍ତମାନ ତାଙ୍କ ସାନ ପୁଅ ଜୀତ ଆଦାନୀଙ୍କ ବିବାହ ପ୍ରସ୍ତୁତିରେ ସମସ୍ତେ ବ୍ୟସ୍ତ । ଗୁଜରାଟର ବିଶିଷ୍ଟ ହୀରା ବ୍ୟବସାୟୀ ଜେମିନ୍ ଶାହଙ୍କ…

Jio, Airtel, BSNL ଏବଂ Viର ଶେଷ ହେଲା ଡେଡଲାଇନ, କୋଟି କୋଟି ୟୁଜର୍ସଙ୍କୁ ମିଳିବ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ:ଯେବେଠାରୁ ଇଣ୍ଟରନେଟ ଏବଂ ସ୍ମାର୍ଟଫୋନର ବ୍ୟବହାର ବଢିଛି, ସେବେଠାରୁ, ସାଇବର ଫ୍ରଡ, ସ୍ପାମ କଲ୍ସ ଏବଂ ସ୍ପାମ ମେସେଜ ମଧ୍ୟ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ସାରା ଦେଶରେ କୋଟି କୋଟି…