Browsing Category
ବାଣିଜ୍ୟ
ଜିଓ ଫାଇନାନ୍ସରେ ଧନତେରସ ଅଫର, ସୁନା ଚୋରିର ରହିବନି ଆଶଙ୍କା
ନୂଆଦିଲ୍ଲୀ: ଧନତେରସ ଅବସରରେ ଜିଓ ଫାଇନାନ୍ସ ଆଣିଛି ବଡ ଅଫର । ଏବେ ସୁନା ଦର ଆକାଶ ଛୁଆଁ ହୋଇଥିବା ବେଳେ ମୁକେଶ ଅମ୍ବାନୀଙ୍କ କମ୍ପାନୀ ମାତ୍ର ୧୦ ଟଙ୍କାରେ ସୁନା କିଣିବାର ମୌକା ଦେଉଛି । ଘରେ ବସି ଏତେ କମ ଟଙ୍କାରେ…
ଆସନ୍ତା ମାସରେ ହେବ ଅଷ୍ଟମ ବେତନ ଆୟୋଗ ଉପରେ ବୈଠକ, ଦରମା ବୃଦ୍ଧି ଉପରେ ଲାଗିବ କି ମୋହର ?
ନୂଆଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀଙ୍କ ସେବା ସର୍ତ୍ତ ଉପରେ ଆଲୋଚନା ପାଇଁ ଗଠିତ ଜେସିଏମର ବୈଠକ ଆସନ୍ତା ମାସରେ ଅନୁଷ୍ଠିତ ହେବ, ଯେଉଁଥିରେ ଅଷ୍ଟମ ବେତନ ଆୟୋଗ ଗଠନ ଉପରେ ଆଲୋଚନା କରାଯିବ ।
ଅଲ ଇଣ୍ଡିଆ ରେଳବାଇ…
Dhanteras 2024: ଦମଦାର ଅଫର ସହିତ 10 ମିନିଟରେ ଘରେ ପହଞ୍ଚିବ ସୁନା-ରୂପା Coin, ଲିଷ୍ଟରେ ରହିଛି ଏହି ସାଇଟ୍
ନୂଆଦିଲ୍ଲୀ: ଆଜି ଧନତେରାସ । ଆଜିର ଏହି ପବିତ୍ର ଦିନରେ ସୁନା କିଣିରେ ସୁଖ, ସମ୍ପତ୍ତି ବୃଦ୍ଧି ହୋଇଥାଏ ବୋଲି କୁହାଯାଏ । ଧନତେରାସକୁ ଦୃଷ୍ଟିରେ ରଖି ସୁନା ରୂପା ଦୋକାନରେ ପ୍ରବଳ ଭିଡ ଦେଖିବାକୁ ମିଳିଥାଏ । ଆଜିର…
ଗତ ଦିପାବଳୀରୁ ଏପର୍ଯ୍ୟନ୍ତ ରୂପା ମହଙ୍ଗା ହେଲା ୪୨%ରୁ ଅଧିକ, ଜାଣନ୍ତୁ ଆଉ କେତେ ବଢିବ
ନୂଆଦିଲ୍ଲୀ: ରୂପା ମୂଲ୍ୟ ବର୍ତ୍ତମାନ କିଲୋଗ୍ରାମ ପିଛା ୧ ଲକ୍ଷ ଟଙ୍କାରେ ପହଞ୍ଚିଛି। ଗତ ଏକ ବର୍ଷ ମଧ୍ୟରେ ରୂପା ରିଟର୍ଣ୍ଣ ମାମଲାରେ ସୁନାକୁ ପଛରେ ପକାଇଛି। ଯଦି ଗତ ଦୀପାବଳି ବିଷୟରେ ଆଲୋଚନା କରିବା ତେବେ ହାରାହାରି…
BSNL ଜବରଦସ୍ତ ରିଚାର୍ଜ ପ୍ଲାନ୍; କମ୍ ଟଙ୍କାରେ ୨୮ ଓ ୩୦ ଦିନର ଭ୍ୟାଲିଡିଟି ସହ ସବୁ ଫ୍ରି
ବେସରକାରୀ ଟେଲିକମ୍ କମ୍ପାନୀଗୁଡିକର ରିଚାର୍ଜ ଯୋଜନା ବୃଦ୍ଧି ପରେ, ବର୍ତ୍ତମାନର ଜିଓ, ଏୟାରଟେଲ୍ ଏବଂ ଭୋଡାଫୋନ୍ ଆଇଡିଆ ଉପଭୋକ୍ତାମାନେ ସ୍ୱଳ୍ପ ମୂଲ୍ୟରେ ସୁଲଭ ରିଚାର୍ଜ ଯୋଜନା ଖୋଜୁଛନ୍ତି।
ଏହି ସମୟରେ,…
ପାର୍ବଣ ସମୟରେ ଟ୍ରେନରେ ଯିବାପାଇଁ କରିଛନ୍ତି କି ବୁକିଂ ? ଓ୍ବେଟିଂ ଲିଷ୍ଟ କନଫର୍ମ ହୋଇଛି କି ନାହିଁ, ଏପରି କରନ୍ତୁ ଚେକ୍
ନୂଆଦିଲ୍ଲୀ: ଦୀପାବଳି ସମୟରେ ପ୍ରାୟ ସବୁ ଟ୍ରେନରେ ଯାତ୍ରୀଙ୍କ ଭିଡ ପରିଲକ୍ଷିତ ହୋଇଥାଏ। ବିଶେଷକରି ଉତ୍ତର ପ୍ରଦେଶ-ବିହାର ଯାଉଥିବା ଟ୍ରେନରେ କନଫର୍ମ ଟିକେଟ ପାଇବା କଷ୍ଟକର ହୋଇଥାଏ। ଚାରି ମାସ ପୂର୍ବରୁ ଟିକେଟ…
୧୫ ବର୍ଷ ପୁରୁଣା ମାମଲାରେ ଗୁଗୁଲକୁ ମିଳିଲା ରାୟ; ଭରିବ ୨୬ ହଜାର କୋଟି ଟଙ୍କାର ଜରିମାନା
ନୂଆଦିଲ୍ଲୀ: ସପିଂ ତୁଳନା ସେବାର ଅପବ୍ୟବହାର ପାଇଁ ଗୁଗଲକୁ ୨.୪ ବିଲିୟନ ପାଉଣ୍ଡ (ପାଖାପାଖି ୨୬,୧୭୨ କୋଟି ଟଙ୍କା) ଜୋରିମାନା କରାଯାଇଛି। ଇଂଲଣ୍ଡର ଜଣେ ଦମ୍ପତି ଶିବ ଓ ଆଡାମ ରାଫ୍ ଙ୍କ ଦ୍ୱାରା ଆରମ୍ଭ ହୋଇଥିବା ୧୫…
କେଉଁ ଗିଫ୍ଟ ଉପରେ ଲାଗିଥାଏ ଟିକସ ? ଦୀପାବଳିରେ ଗିଫ୍ଟ ନେବା ପୂର୍ବରୁ ଜାଣନ୍ତୁ ନିୟମ
ଓଡ଼ିଶା ଭାସ୍କର: ବର୍ତ୍ତମାନ ପାର୍ବରଣ ଋତୁ । ବିଶେଷକରି ଉତ୍ସବ କିମ୍ବା ଖାସ୍ ମଉକାରେ ପରିବାର, ସାଙ୍ଗସାଥି ଏବଂ ସମ୍ପର୍କୀୟଙ୍କ ମଧ୍ୟରେ ଉପହାର ଦିଆନିଆ ହୋଇଥାଏ । ଏହାକୁ ଶୁଭେଚ୍ଛା ଓ ଭଲପାଇବାର ପ୍ରତୀକ ଭାବେ…
ଧନତେରାସ୍ ପୂର୍ବରୁ ସୁନା ଦରରେ ବଡ଼ ପରିବର୍ତ୍ତନ: ଭୁବନେଶ୍ୱର ସମେତ ଦେଶର ୧୨ଟି ବଡ଼ ସହରର ରେଟ୍ ଜାରି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ପାର୍ବଣ ଋତୁ ଚାଲିଥିବାର ଏହି ଅବସରରେ ଅଳଙ୍କାର ବଜାରରେ ଏକ ବଡ଼ ଧରଣର ହଲଚଲ୍ ଆରମ୍ଭ ହୋଇଯାଇଛି । ନିକଟରେ ସୁନା ଓ ରୁପା ଦାମରେ ହ୍ରାସ-ବୃଦ୍ଧି ପରିଲକ୍ଷିତ ହୋଇଥିବା ବେଳେ ଆଜି…
ସୁରକ୍ଷା କ୍ଷେତ୍ରରେ ଭାରତର ଅଗ୍ରଗତି, ୧୦୦ରୁ ଅଧିକ ରାଷ୍ଟ୍ରକୁ ଯୋଗାଉଛି ଯୁଦ୍ଧାସ୍ତ୍ର
ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ଭାରତ ସ୍ୱାବଲମ୍ବୀ ହେବା ସହ ଅନ୍ୟ ରାଷ୍ଟ୍ରଙ୍କୁ ମଧ୍ୟ ରକ୍ଷା ଉପକରଣ ବିକ୍ରି କରି ନୂଆ ଏକ ଆଧ୍ୟାୟ ସୃଷ୍ଟି କରିଛି । ଭାରତ ୨୦୨୩-୨୪ଆର୍ଥିକ ବର୍ଷରେ ୨୧ ହଜାର କୋଟି ଟଙ୍କାର…