Browsing Category
ବାଣିଜ୍ୟ
ବଜାରରେ ବୁଲୁଛି ଦୁଇ ପ୍ରକାର ୧୦ ଟଙ୍କିଆ କଏନ୍! କେଉଁଟି ଅସଲି ଆଉ କେଉଁଟି ନକଲି ବୋଲି ଜାଣିବେ କିପରି, କେନ୍ଦ୍ରୀୟ ବ୍ୟାଙ୍କର ନିୟମ ଜାଣନ୍ତୁ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଜାରରେ ଏବେ ଦୁଇ ପ୍ରକାର ୧୦ ଟଙ୍କିଆ କଏନ୍ ଦେଖିବାକୁ ମିଳୁଛି । ଗୋଟିଏ ହେଉଛି ଅସଲି ଆଉ ଅନ୍ୟଟି ହେଉଛି ନକଲି । ତେବେ କେଉଁଟି ଅସଲି ଆଉ କେଉଁଟି ନକଲି ତାହା ଜାଣିବା ସମସ୍ତଙ୍କ ପାଇଁ…
DA ପରେ ଏବେ HRA ବଢ଼ିବ! ଏକସଙ୍ଗେ ତିନୋଟି ଭତ୍ତା ବୃଦ୍ଧି କରିବେ କେନ୍ଦ୍ର ସରକାର
ନୂଆଦିଲ୍ଲୀ: ନିକଟରେ କେନ୍ଦ୍ର ସରକାର ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି ଘୋଷଣା କରିଥିଲେ । ୩ ପ୍ରତିଶତ ଡିଏ ବଢ଼ିବା ପରେ କେନ୍ଦ୍ର କର୍ମଚାରୀଙ୍କ ମୋଟ ଡିଏ ୫୩ ପ୍ରତିଶତରେ ପହଞ୍ଚି ଯାଇଛି । ତେବେ ଡିଏ ବୃଦ୍ଧି ପରେ ଏବେ…
କ’ଣ ଏହି Digital Condom? କେମିତି ହୁଏ ବ୍ୟବହାର? ଖୁବ ଚର୍ଚ୍ଚାରେ ନୂଆ Technology
ନୂଆଦିଲ୍ଲୀ: ଡିଜିଟାଲ ଦୁନିଆରେ ବର୍ତ୍ତମାନ ସବୁକିଛି ସମ୍ଭବ ହୋଇପାରୁଛି । ସପିଙ୍ଗରୁ ନେଇ ପାଠବଢା ପର୍ଯ୍ୟନ୍ତ ସବୁକିଛି ସମ୍ଭବ ହୋଇପାରିଛି ଏହି ଡିଜିଟାଲ ପ୍ଲାଟଫର୍ମରେ । ଏହାମଧ୍ୟରେ ବର୍ତ୍ତମାନ ଏକ ନୂଆ ଟେକନୋଲୋଜି…
ଜିଓ ୟୁଜର୍ସଙ୍କୁ ମୁକେଶ ଅମ୍ବାନୀଙ୍କ ଦୀପାବଳି ଗିଫ୍ଟ, ମାତ୍ର ୬୯୯ ଟଙ୍କାରେ ମିଳିବ ଫୋନ ସହ ୧୨୩ଟଙ୍କାର ମାସିକ ପ୍ଲାନ
ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ପାର୍ବଣ ଋତୁରେ ରିଲାଏନ୍ସ ଜିଓ ଲଗାତାର ନିଜ ଗ୍ରାହକଙ୍କୁ ସରପ୍ରାଇଜ ଦେଉଛି। ତେବେ ବର୍ତ୍ତମାନ ଆଉ ଏକ ଅଫର ନେଇ ଆସିଛନ୍ତି ମୁକେଶ ଅମ୍ବାନୀ। ରିଲାଏନ୍ସ ଜିଓ ଦୀପାବଳି ଅଫର ଲଞ୍ଚ…
SBI ଗ୍ରାହକଙ୍କୁ ଝଟକା; Credit Card ନିୟମରେ ହେବ ବଡ଼ ପରିବର୍ତ୍ତନ: ଡିସେମ୍ବର ୧ ତାରିଖରୁ ନୂଆ ନିୟମ ଲାଗୁ
ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାହକ ମାନଙ୍କ ପାଇଁ ଏକ ନୂଆ ନିୟମ ଲାଗୁ କରିଛି । କ୍ରେଡିଟ କାର୍ଡ ନିୟମରେ ଆସୁଛି ଏକ ବଡ଼ ପରିବର୍ତ୍ତନ । ଆସନ୍ତା ଡିସେମ୍ବର ୧ ତାରିଖରୁ ଏହି ନୂଆ ନିୟମ ଲାଗୁ ହେବାକୁ ଯାଉଛି ।…
ମାର୍କେଟକୁ ହଲଚଲ୍ କରିଦେଲା ଜିଓର ନୂଆ ପ୍ଲାନ! ୧୯୮ ଟଙ୍କାରେ ମିଳୁଛି ଅନଲିମିଟେଡ୍ ୫ଜି ସେବା ଓ କଲିଂ ସୁବିଧା
ନୂଆଦିଲ୍ଲୀ: ଦର୍ଶକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଟେଲିକମ୍ କମ୍ପାନୀମାନେ ସର୍ବଦା ନୂଆ ନୂଆ ଅଫର ଆଣିଥାନ୍ତି । ତେବେ ଏହା ମଧ୍ୟରେ ରିଲାଏନ୍ସ ଜିଓ ଏକ ବଢ଼ିଆ ପ୍ଲାନ୍ ଆଣିଛି । ଏହି ପ୍ଲାନରେ ଗ୍ରାହକମାନେ କମ୍ ଟଙ୍କା…
ଚାଷୀଙ୍କୁ ମିଳିବ କ୍ଷତିପୂରଣ: ବାତ୍ୟା ‘ଦାନା’ରେ ୮୦ ହଜାର ହେକ୍ଟର ଚାଷ କ୍ଷତି
ଓଡ଼ିଶ ଭାସ୍କର: ଓଡ଼ିଶାର ବିଭିନ୍ନ ସ୍ଥାନରେ ବାତ୍ୟା ‘ଦାନା’ର ପ୍ରଭାବ ଧିରେ ଧିରେ ଦୁର୍ବଳ ହୋଇଛି । ବର୍ତ୍ତମାନ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଏବଂ ଯାଜପୁର ଆଦି ଅଞ୍ଚଳରେ କେବଳ ବର୍ଷା ଲାଗି ରହିଛି । ତେବେ ଏହି…
ପୋଷ୍ଟ ଅଫିସର ଏହି ଯୋଜନାରେ ଜବରଦସ୍ତ ରିଟର୍ଣ୍ଣ , ଶୀଘ୍ର କରନ୍ତୁ ନିବେଶ
ଭାରତର ସର୍ବପୁରାତନ ଅନୁଷ୍ଠାନ ମଧ୍ୟରୁ ପୋଷ୍ଟ ଅଫିସ(ଡାକଘର) ଅନ୍ୟତମ। ଏହା ଡାକ ସମ୍ବନ୍ଧୀୟ ସୁବିଧା ମିଳିବା ସହିତ ବିନିଯୋଗ ଲାଗି ଆକର୍ଷଣୀୟ ବିକଳ୍ପ ପ୍ରଦାନ କରିଥାଏ। ଯଦି ଆପଣ ନିୟମିତ ଆୟ ଲାଗି ଭଲ ବିନିଯୋଗ ବିକଳ୍ପ…
ପାର୍ବଣ ମଜାକୁ ଖରାପ କରୁଛି ମହଙ୍ଗା ମାଡ଼: ୩୭% ବଢ଼ିଲା ପାମ୍ ଅଏଲ୍, ସୋରିଷ ଓ ସୋୟାବିନ୍ ତେଲର ବୃଦ୍ଧି ପାଇଲା ରେଟ୍
ନୂଆଦିଲ୍ଲୀ : ଏଥର ଉପାର୍ବଣ ଋତୁରେ ଖାଇବା ତେଲର ମୂଲ୍ୟରେ ବହୁତ ବୃଦ୍ଧି ଘଟିଛି । କେବଳ ଗତ ଏକ ମାସରେ ପାମ୍ ତେଲର ମୂଲ୍ୟ ୩୭% ବୃଦ୍ଧି ପାଇଛି । ସୋରିଷ ଏବଂ ସୋୟାବିନ ତେଲର ମୂଲ୍ୟ ମଧ୍ୟ ୨୫ ପ୍ରତିଶତରୁ ଅଧିକ ବୃଦ୍ଧି…
ଆପଲକୁ ପଛରେ ପକାଇ ବିଶ୍ୱର ସବୁଠାରୁ ଦାମୀ କମ୍ପାନୀ ପାଲଟିଲା ଏନ୍ଭିଡିଆ
ନୂଆଦିଲ୍ଲୀ: ବିଶ୍ୱର ସର୍ବବୃହତ ସେମିକଣ୍ଡକ୍ଟର କମ୍ପାନୀ ଏନ୍ଭିଡିଆ ଏହାର ନୂତନ ସୁପରକମ୍ପ୍ୟୁଟିଂ ଏଆଇ ଚିପ୍ ର ଅତ୍ୟଧିକ ଚାହିଦା ଯୋଗୁଁ ଷ୍ଟକ ରେକର୍ଡ ସ୍ତରକୁ ବୃଦ୍ଧି ପାଇଛି। ଏହି କାରଣରୁ ଆପଲକୁ ପଛରେ ପହାଇ…